Sign in
Sign in
Recover your password.
A password will be e-mailed to you.
ଫସଲ ବୀମା ରେ ଜାଲିଆତି ଅଭିଯୋଗ ନେଇ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଭେଟିଲା ବିଜେପି ।
ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ସାରା ଭାରତରେ ପରିଚିତ, ଅଞ୍ଚଳବାସୀ ମୁଖ୍ୟତଃ ଚାଷ ସମୟରେ ବର୍ଷାପାଣି କୁ ହିଁ ନିର୍ଭର କରିଥାନ୍ତି, ଜଳସେଚନ ର କୌଣସି ସୁବିଧା ନାହିଁ ଏବଂ ପ୍ରତ୍ୟେକ ବର୍ଷ ଏଠାରେ ସ୍ବଳ୍ପ ବର୍ଷା କାରଣରୁ ମରୁଡ଼ି ଦେଖା…
ବେଦାନ୍ତ କେୟାର ଗୋଷ୍ଠୀ କଲ୍ୟାଣ ନିମନ୍ତେ ୨୦୨୧ ଆର୍ଥିକ ବର୍ଷରେ ୩୩୧ କୋଟି ବ୍ୟୟ
ନୂଆଦିଲ୍ଲୀ/ ମୁମ୍ବାଇ: ଭାରତରେ ଧାତୁ,ଖଣିଜ ପଦାର୍ଥ ଓ ତୈଳ ତଥା ଇନ୍ଧନ ଗ୍ୟାସର ଅଗ୍ରଣୀ ଉତ୍ପାଦକ ବେଦାନ୍ତ ଗ୍ରୁପ୍ (ସମୂହ) ଗୋଷ୍ଠୀ/ସମୁଦାୟ/ ସମାଜ ପ୍ରତି ନିଜର ପ୍ରଦିବଦ୍ଧତା ଉପରେ କେନ୍ଦ୍ରୀତ ହୋଇ ୨୦୨୧ ବିତୀୟ ବର୍ଷରେ ସାମାଜିକ କଲ୍ୟାଣ ଉନ୍ନୟନ ନିମିତ ୩୩୧ କୋଟି ଟଙ୍କା ବ୍ୟୟ କରିଛି ।…
ଗୁରୁ ପୂର୍ଣ୍ଣିମାରେ ଦୁଇ ପ୍ରସିଦ୍ଧ ଗୁରୁଙ୍କୁ ସମ୍ବର୍ଦ୍ଧିତ କଲେ ବୈଜୟନ୍ତ ପଣ୍ଡା
ଭୁବନେଶ୍ବର/ନୂଆଦିଲ୍ଲୀ : ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ୨ ପ୍ରସିଦ୍ଧ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ଧାର୍ମିକ-ସାଂସ୍କୃତିକ ସ୍ଥଳୀ…
ମାନସିଂହ ସାହିତ୍ୟ ସଂସଦ ତରଫରୁ “ଆଧୁନିକ କବିତା” ଶୀର୍ଷକ ଆଲୋଚନା ଚକ୍ର
ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ତରଫରୁ "ଆଧୁନିକ କବିତା" ଶୀର୍ଷକ ଆଲୋଚନା ଚକ୍ର ଭରଚୁଆଲ ମୋଡରେ ତା.୨୪.୦୭.୨୦୨୧ ରିଖରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇ ଆଲୋଚନା ଚକ୍ର ସମ୍ପର୍କରେ ସାମ୍ୟକ ସୂଚନା ଦେଇ, ଏହାକୁ ଆନୁଷ୍ଠାନିକ ଭାବେ…
ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସସ୍ମିତ ଓ ସୁବାସ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡି ଙ୍କୁ ଗତ ଶୁକ୍ରବାର ଦିଲ୍ଲୀଠାରେ ରାଜ୍ୟସଭାରେ ବିଜେଡି ଉପନେତା ସାଂସଦ ଡଃ.ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
କଟକର ହଜାର ବର୍ଷର ଗର୍ବ…
ପୋଲାଭରମ ପ୍ରକଳ୍ପକୁ ପିପୁଲ ଏଗନେଷ୍ଟ ପୋଲାଭରାମ ପ୍ରୋଜେକ୍ଟ (ପାପ)ର ତୀବ୍ର ବିରୋଧ ।
ପ୍ରକଳ୍ପ ବନ୍ଦ ନ ହେଲେ ୪ରାଜ୍ୟର ମିଳିତ ଜନ ଅନୋଦଳନ ଚେତାବନୀ ।
ମାଲକାନଗିରି ମୋଟୁ :-ପୋଲାଭରମ ପ୍ରକଳ୍ପ କୁ ନେଇ ତୀବ୍ର ବିରୋଧ , ପ୍ରକଳ୍ପ ବନ୍ଦ ନ ହେଲେ ଜନ ଅନୋଦଳନ l ମାଲକାନଗିରି ଜିଲ୍ଲା ଏହି ପ୍ରକଳ୍ପ ଯୋଗୁଁ ବହୁଳ ପରିମାଣରେ କ୍ଷତି ଗ୍ରସ୍ତ ହେବା ସହ ମାଲକାନଗିରି ଜିଲ୍ଲାର ଅନେକ…
ଝାରବନ୍ଧ ଠାରେ କୋଭିଡ଼ ସଚେତନତା ରଥ ଗଡିଲା
ଝାରବନ୍ଧ-ମନୋହର ଦାଶ:କୋଭିଡ଼ ସଚେତନତା ରଥ ଜଗଦଲପୁର ଠାରୁ ଆରମ୍ଭ କରି ଡଭା ରୁ ଝାରବନ୍ଧ ବ୍ଲକ କୁ ପହଂଚିଥିଲା ଝାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ରେ କୋଭିଡ଼ ସଚେତନତା ରଥକୁ ଡ଼ା. ମଧୁସ୍ମିତା ମେହେର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଝାରବନ୍ଧ ସରପଞ୍ଚ ଶ୍ରୀମତୀ ଧନମତି…
ବିଭିନ୍ନ ୱାର୍ଡରେ ନର୍ଦମା ନିର୍ମାଣରେ ଅହେତୁକ ବିଳମ୍ବ ଏବଂ ପୁରୁଣା ନର୍ଦମା ଲାଇନ ଜନିତ ଅସୁବିଧା
ଅଧିକାରୀମାନଙ୍କ ସହ ବୈଠକ ନେଲେ ମଧ୍ୟ ବିଧାୟକ, ଆଶୁ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ବିଭିନ୍ନ ୱାର୍ଡ ମାନଙ୍କରେ ନର୍ଦମା (sewerage) ନିର୍ମାଣରେ ଅହେତୁକ ବିଳମ୍ବ ଏବଂ ପୁରୁଣା ନର୍ଦମା ଲାଇନ…
“ଲୁହୁରେଟ ନଦୀରୁ ବାଳି ଚୋରା ଚାଲାଣ”
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହୁରେଟ ନଦୀରୁ ବେଧଡକ ଭାବେ ବାଲି ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଛି!ଆହୁରି ମଧ୍ୟ ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରି ଅଳ୍ପ ଦିନ ମଧ୍ୟରେ କୋଟି ପତି ପାଲଟୁଥିବା ବେଳେ କିନ୍ତୁ ସରକାର ବହାଦୁର ରାଜସ୍ବ…
କଲ୍ୟାଣୀ ଗାଁରେ ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟ
ଭଦ୍ରକ, ବ୍ଲକ,(ସୀତାକାନ୍ତ ପାଢ଼ୀ):ଭଦ୍ରକ ଧାମନଗର ଥାନା କଲ୍ୟାଣୀ ଗାଁ ବ୍ରାହ୍ମଣ ଶାସନରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲ୍ୟାଣୀ ଶାସନରେ ଥିବା ପ୍ରସନ୍ନ ପଣ୍ଡାଙ୍କ ସ୍ତ୍ରୀ ଶାନ୍ତିଲତା ପଣ୍ଡାଙ୍କ ମୃତ ଦେହ ଘରପାଖରେ ଥିବା ପୋଖରୀରୁ ମିଳିଛି । ଯାହାକୁ ନେଇ କଲ୍ୟାଣୀ…