ଅତିରିକ୍ତ ଉପଜିଲ୍ଲାପାଳଙ୍କ ଛତୁଆ କେନ୍ଦ୍ର ପରିଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଦିନିକିଆ ମୋହନା ଗ୍ରସ୍ତରେ ଆସି ବ୍ଳକରେ ରହିଥିବା ୩ଟି ଛତୁଆ କେନ୍ଦ୍ର ଚନ୍ଦ୍ରଗିରି , ମୋହନା , ଅଡବାକୁ ପରିଦର୍ଶନ କରିଥିଲେ। ପ୍ରତ୍ୟେକ କେନ୍ଦ୍ରର ସ୍ଵୟଂ ସହାୟିକା ଦଳର ସଭାପତି,…

ୟୁଟିଆଇ ମିଡ୍ କ୍ୟାପ୍ ଫଣ୍ଡ୍ ବଜାରରେ ଥିବା ସମ୍ଭାବନାରୁ ଲାଭ ପ୍ରଦାନ କରିବ

ଭୁବନେଶ୍ୱର: ମଣିଷର ଜୀବନ ଚକ୍ର ଭଳି କଂପାନିଗୁଡ଼ିକ ମଧ୍ୟ ଅଭିବୃଦ୍ଧି ଓ ପରିପକ୍ୱତାର ଏକ ଚକ୍ର ଦେଇ ଗତି କରନ୍ତି । ଏଥିରେ ମଧ୍ୟମ ଧରଣର କଂପାନିଗୁଡ଼ିକ ପ୍ରାରମ୍ଭିକ ପାଣ୍ଠି ଯୋଗାଡ଼ କରିବା, ଆଦ୍ୟ ଅଭିବୃଦ୍ଧି ଆହ୍ୱାନର ମୁକାବିଲା  କରିବା ପରେ ଏହି କଂପାନିଗୁଡ଼ିକ ନେତୃତ୍ୱ ବଜାୟ ରଖନ୍ତି…

ଭାରତୀୟ ଅଲିମ୍ପିକ୍ ଫ୍ୟାନ୍ ଆର୍ମିରେ ଯୋଗ ଦେଲେ ସୁଦର୍ଶନ ପଟ୍ଟନାୟକ

 କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ଲାଗି ବାଲୁକା କଳା ଉନ୍ମୋଚିତ ଭୁବନେଶ୍ୱର: ଶୁକ୍ରବାର ଠାରୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ଏମ୍ପିଏଲ୍ ସ୍ପୋର୍ଟସ୍ ଫାଉଣ୍ଡେସନ୍ର ଅଭିଯାନ ଭାରତୀୟ ଅଲିମ୍ପିକ୍ ଫ୍ୟାନ୍ ଆର୍ମିର ଅଂଶ ଭାବେ ଭାରତୀୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା…

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ: ବିଜେଡ଼ି

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ ବିଧାୟକ…

ପଶ୍ଚିମ ଓଡିଶାକୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି ରାଜ୍ୟ ସରକାର: ବିଜେପି

 ଜୁଲାଇ ୨୮ ତାରିଖରେ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ସଦର ମହାକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ   ଅଗଷ୍ଟ ୨ ତାରିଖରେ ଜିଲ୍ଲା ତରଫରୁ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ୨୧ବର୍ଷ ଶାସନ କାଳ ଭିତରେ ବାରମ୍ବାର ପଶ୍ଚିମ ଓଡିଶାକୁ ସବୁ…

ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଧାୟିକା କୁସୁମ

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  :-ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି |  ଆଜି  ପୁରୀଧାମ ସ୍ଥିତ ଗୋବର୍ଦ୍ଧନ ପୀଠରେ ପହଞ୍ଚି ସମସ୍ତ ରୀତିନୀତି ଅନୁଯାୟୀ ସନାତନ ଧର୍ମର…

ନୃଶଂସ ଭାବେ ମହିଳା ଙ୍କୁ ହତ୍ୟା 

ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ) : ଧାରୁଆ ମାରଣାସ୍ତ୍ର ରେ ମହିଳା ଙ୍କୁ ପିଟି ପିଟି ହତ୍ୟା, କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳା ଙ୍କ ମୁଣ୍ଡ କୁ ଛେଚି ହତ୍ୟା. ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ. ପର କିୟା ପ୍ରୀତି ସନ୍ଦେହ ରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀ କୁ…

ଗୋବର୍ଦ୍ଧନ ପୀଠରେ ଗୁରୁପୂର୍ଣ୍ଣିମା-ମହୋତ୍ସବ

ପୁରୀ/ ଅନିମେଶ ପଟ୍ଟନାୟକ :  ଶ୍ରୀଗୋବର୍ଦ୍ଧନ ମଠ-ପୁ୍ରୀ ପୀଠାଧିଶ୍ୱର ଶ୍ରୀମଦଜଗଦଗୁରୁ-ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଜୀ ମହାରାଜ ଙ୍କ ସାନିଧ୍ୟ ରେ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳନ କରାଯାଇଅଛି । ପ୍ରାତଃ ୮ ଟା ସମୟରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ଙ୍କ ନିଜ ସଚିବ ସ୍ବାମୀ…

ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର  ନୂତନ ଅଧ୍ୟକ୍ଷଙ୍କୁ ଛାତ୍ର ବିଜେଡି ପକ୍ଷରୁ ସ୍ବାଗତ 

ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ :- ଆଜି ସୁନ୍ଦରଗଡ ଜିଲ୍ଲା ବିଜୁଛାତ୍ର ଜନତା ଦଳର ସଭାପତି ସୟଦ ସେହବାଜ ହୁସେନ ଏବଂ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ରେ ନୂତନ ଭାବେ ଯୋଗ ଦେଇଥିବା ମହା ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଲଳିତ ରଞ୍ଜନ ସାହୁଙ୍କୁ…

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର। 

ଟିଟିଲାଗଡ, (ଗୌରବ ଦର୍ଜୀ)- ସନ୍ଦେହ ଜନକ ଅବସ୍ଥା ରେ ମହିଳାଙ୍କ ମୃତ୍ୟୁ। ରାତିରେ ଶେଯ ଉପରେ ଶୋଇଥିବା ଅବସ୍ଥା ରେ ହିଁ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି। ଯାହା କୁ ନେଇ ଏକ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଘର ମାଲିକ କରିଛନ୍ତି। ଗତ ଚାରି ବର୍ଷ ଧରି ଟିଟିଲାଗଡ…