Sign in
Sign in
Recover your password.
A password will be e-mailed to you.
ପାଞ୍ଚଦିନ ବିତିଗଲାଣି ନାବାଳିକା ଗାଏବ ଘଟଣା: ପୋଲିସ ପାଉନି ଟେର, ଭଗବାନ ଭରସାରେ ତଦନ୍ତ !
ସୁନ୍ଦରଗଡ :- ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନବଢ଼ି ଚାଲିଛି ଅସାଧୁ ବ୍ୟକ୍ତିଙ୍କ ଆତଙ୍ଗରାଜ ଜିଲ୍ଲାର ଜନସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି କହିଲେ ଭୂଲ ହେବନାହିଁ ଏମିତି ଦିନନାହିଁ ଯେ ଯେଉଁଦିନ ସହର ସମେତ ଆଖପାଖ ଅଞ୍ଚଳରେ ଲୁଟପାଟ ଚୋରୀ ଡକାୟତି ହେଉନାହିଁ | ହେଲେ ତାହାର ପ୍ରମୁଖ…
ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ: ବିଜେଡି
ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର…
ଅଣ୍ଟା ସଳଖିପାରୁନଥିବା ଶିଶୁକୁ ସହାୟତା ପାଇଁ ନିବେଦନ କଲେ ଦୀପା
ବରଗଡ଼ : ରାଜ୍ୟ ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଲୋକମାନେ ସଚେତନତା ଅଭାବରୁ ଅନେକ ଜନହିତକାରି ଯୋଜନାର ଲାଭ ଉଠେଇ ପାରୁନାହାନ୍ତି | ଏହିଭଳି ଲୋକଙ୍କ ପାଇଁ ଆଶାର ଆଲୁଅ ପାଲଟିଛନ୍ତି ପାଇକମାଲ ବ୍ଲକ ଉପାନ୍ତ ଅଞ୍ଚଳ ଟେମରି ଗ୍ରାମର ମହିଳା…
ମହାପ୍ରଭୁଙ୍କୁ ଭଙ୍ଗା କିରିଟୀ ପିନ୍ଧାଇବାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସିଧାସଳଖ ଟାର୍ଗେଟ କଲେ…
ପୁରୀ/ ଅନିମେଶ ପଟ୍ଟନାୟକ : ଚଳିତବର୍ଷ ସରିଛି ମହାପ୍ରଭୁଙ୍କ ବଡଦାଣ୍ଡ ଲିଳା । ବିନା ଭକ୍ତରେ ସରିଛି ଗୁଣ୍ଡିଚା, ବାହୁଡା ଓ ସୁନାବେଶ । ଚଳିତବର୍ଷ ସୁନାବେଶ ଶେଷ ଆଡକୁ ଦେଖାଦେଇଥିଲା ନୁଆ ବିବାଦ । ମହାପ୍ରଭୁଙ୍କୁ ଭଙ୍ଗା କିରିଟୀ ପିନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ…
୧୨୦ ଲିଟର ଦେଶୀ ମଦ ଜବତ, ଗାଡ଼ି ସହ ୩ ଗିରଫ।
ଭଦ୍ରକ, ବ୍ଲକ (ସୀତାକାନ୍ତ ପାଢ଼ୀ):- ଭଦ୍ରକ ରେ ମଦ, ବ୍ରାଉନ ସୁଗାର ଭଳି ନିଶା ଦ୍ରବ୍ୟ ବଢିବାର ଲାଗିଛି। ପୋଲିସ ତରଫରୁ ମଧ୍ୟ ଚେକିଂ ଜାରିରହିଛି। କିନ୍ତୁ ନା କମୁଛି ମଦ ର ଆଶରା , ନା କମୁଛି ବ୍ରାଉନ ସୂଗାର । ଗତ କାଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା , ଗବସାହି ରୁ ୧୨୦…
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିଲେ ଓଡିଆ ଯୁବକ
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିଲେ ଓଡିଆ ଯୁବକ ଶରତ କୁମାର ସେଠୀ| ଶରତଙ୍କୁ ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ଶ୍ରୀଯୁକ୍ତ ପଣ୍ଡା ନିବେଦନ କରିଥିଲେ|…
ତୁରନ୍ତ ପୌର ନିର୍ବାଚନ କରାନଗଲେ ରାଜ୍ୟ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବିଜେପି
ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ପୌର ନିର୍ବାଚନ କରନ୍ତୁ :ସମୀର ମହାନ୍ତି
ଭୁବନେଶ୍ୱର:ଦୀର୍ଘ ୩ ବର୍ଷ ଧରି ରାଜ୍ୟରେ ଏନଏସି ଓ ପୌରାଚଂଳ ମାନଙ୍କରେ ଜନ ପ୍ରତିନିଧି ନାହାଁନ୍ତି । ଏବେ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ଦ୍ୱାରା…
କେନ୍ଦ୍ର ରେଳ ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଲେ ପାରଳା ବିଧାୟକ
ନୌପଡା-ପାରଳା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ଦାବି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ରେଳପଥକୁ ରାୟଗଡା ଜିଲ୍ଲାର ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଓ ଅନ୍ୟାନ୍ୟ ଉନ୍ନତିକରଣ ଦାବି ଗୁଡିକର ସମାଧାନ ପାଇଁ …
ପ୍ରବିତ୍ର ଗୁରୁପୂର୍ଣ୍ଣିମା ସହ ପ୍ରତିଷ୍ଠା ଦିବସ ପାଳନ କଲେ ବେଦ ପାଠଶାଳାର କର୍ମକର୍ତ୍ତା
ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ : ପବିତ୍ର ଗୁରୁପୂର୍ଣ୍ଣମା ଅବସର ରେ ଶନିବାର ଦିନ ରଣପୁର ଏ ନ ସି ନିକଟସ୍ଥ ଲାଖପଡ଼ାସ୍ଥିତ କୃଷ୍ଣ ଦୈପାୟନ ବେଦ ପାଠଶାଳାପରିସରରେ ପବିତ୍ର ଗୁରୁପୂର୍ଣ୍ଣମା ଦିବସକୁ କର୍ମକର୍ତ୍ତା ନିରାଡ଼ମ୍ବର ଭାବେ ପାଳନ କରିଥିବା ଦେଖିବାକୁ ମିଳିଛି | ଏହି ଦିବସ…
ମଞ୍ଚରତ୍ନ ବଟକୃଷ୍ଣ ପାତ୍ର ଥିଲେ ଦକ୍ଷିଣାଞ୍ଚଳ ଓଡ଼ିଶାର ଜଣେ ଆଗଧାଡିର ବରିଷ୍ଠ କଳାକାର।
ଦିବଙ୍ଗତ ବଟ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଭିନ୍ନ ସଙ୍ଗଠନ ପକ୍ଷର ଭର୍ଚୁଆଲ ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଆଭାସୀ…