Sign in
Sign in
Recover your password.
A password will be e-mailed to you.
ଦୁଇ ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ।
ବରଗଡ :-ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମର ମହେଶ ସିଂ ଗୀର୍ଣ୍ଣା ଙ୍କ ଜନ୍ମରୁ ଅନ୍ଧ ମୁକ ଓ ବଧିର ୧୨ବର୍ଷର ପୁଅ ରୋଗିଣା ହୋଇ କିଛି ଦିନ ହେବ ନୂଆପଡା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା।ଅବସ୍ଥା ଖରାପ ହେବାରୁ ଖବରପାଇ ପ୍ରଶାସନିକ ଅଧିକାରୀ ତଥା ଡେଲାଙ୍ଗ ତସିଲଦାର ମହେନ୍ଦ୍ର…
୧୨୦ ବାଟାଲିୟନ ପରିସରରେ ଯବାନଙ୍କ ସହିତ କାର୍ଗିଲ ବିଜୟ ଦିବସ ପାଳିଲେ ମଧ୍ୟ ବିଧାୟକ
ଭୁବନେଶ୍ୱର : କାର୍ଗିଲ ବିଜୟ ଦିବସକୁ ଆଜି 120 ବାଟାଲିୟନ ପରିସରରେ ବୀର ଯବାନ ଙ୍କ ସହିତ ମିଶି ପାଳନ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା | ବିଧାୟକ ପ୍ରଥମେ କାର୍ଗିଲ ଯୁଦ୍ଧରେ ସହିଦ ଯବାନ ଙ୍କ ସ୍ମୃତିରେ ଅମର ଯବାନଙ୍କ ସ୍ମୃତି ସ୍ତମ୍ଭ ରେ…
ଡାକ୍ତର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।
ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ): ଭଦ୍ରକ ସହରର ଜଣାଶୁଣା ତଥା ସମସ୍ତଙ୍କ ପ୍ରିୟ ଡାକ୍ତର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କର ଗତ ୨୧ ତାରିଖରେ ବୋକାର ଠାରେ ଦେହାନ୍ତ ହୋଇଯାଇଛି । ଭଦ୍ରକ, ବନ୍ତ ବ୍ଲକର ଅଡ଼ାଳପଙ୍କ ଗ୍ରାମରେ ଜନ୍ମିତ ସ୍ଵର୍ଗତ ପଣ୍ଡା ଭଦ୍ରକ ପୌରାଞ୍ଚଳର ନୂଆ ବଜାର ଅଞ୍ଚଳରେ ସ୍ଥାୟୀ…
ଡାକ୍ତର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।
ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ): ଭଦ୍ରକ ସହରର ଜଣାଶୁଣା ତଥା ସମସ୍ତଙ୍କ ପ୍ରିୟ ଡାକ୍ତର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କର ଗତ ୨୧ ତାରିଖରେ ବୋକାର ଠାରେ ଦେହାନ୍ତ ହୋଇଯାଇଛି । ଭଦ୍ରକ, ବନ୍ତ ବ୍ଲକର ଅଡ଼ାଳପଙ୍କ ଗ୍ରାମରେ ଜନ୍ମିତ ସ୍ଵର୍ଗତ ପଣ୍ଡା ଭଦ୍ରକ ପୌରାଞ୍ଚଳର ନୂଆ ବଜାର ଅଞ୍ଚଳରେ ସ୍ଥାୟୀ…
ଦୁର୍ନୀତି ଖବର ପ୍ରକାଶ କରିବାରୁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ।
ଗୁଣପୁର - ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ତ ସିରିଝୋଲି ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ବୋଷି ମିନା ରାଓ ସେହି ଗ୍ରାମପଞ୍ଚାୟତ ରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାମରେ ଦୁର୍ନୀତି କରିଥିବା ଏବଂ ସହଯୋଗୀ ଥିବା ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କେତେକ ଗଣ ମାଧ୍ୟମରେ ଖବର…
ବୃକ୍ଷର ଜନ୍ମ ଦିନ ପାଳି ସମାଜକୁ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବୋଲବମ ଶ୍ରଦ୍ଧାଳୁ ଓ ବ୍ୟବସାୟୀ ସଂଘ ।
ମାଲକାନଗିରି (ଶାସକ ପ୍ରଶାସକ) : ଦେଶ ତଥା ସାରାବିଶ୍ୱ କରୋନା କରାଳ ଛାୟାରେ ଭୟଭୀତ ରହିଥିବା ବେଳେ ଆଜି ସ୍ଥାନୀୟ ଡେଲି ମାର୍କେଟ ଛକ ଠାରେ ଏକ ପିସ୍ତା ବାଦାମ ଵୃକ୍ଷ ରୋପଣର ଏକ ବର୍ଷ ପୂର୍ତ୍ତି ଅବସରରେ ଵୃକ୍ଷଟିର ଜନ୍ମଦିବସ କୁ ପାଳି ସମାଜକୁ ପରିବେଶୀୟ ବାର୍ତା ଦେଇଛନ୍ତି ବୋଲବମ…
ଭାଗିରଥିଙ୍କ ମୁହଁରେ ଅସ୍ବାଭାବିକ ଭାବରେ ବଢି ଚାଲିଛି ମାଂସ ପିଣ୍ଡୁଲା: ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଅନ୍ତର୍ଗତ କୁଲାଣ୍ଟି ଗ୍ରାମର ଭାଗିରଥି ଭୋଇ । ଜଣେ ଗରିବ ଶ୍ରେଣୀର ଲୋକ । ଚାଷ କାମ ଓ ମୂଲ ଲାଗି ପରିବାର ପୋଷଣ କରନ୍ତି । ଭାଗିରଥିଙ୍କ ଜୀବନରେ ଦୁଃଖ ମାଡି ଆସିଲା ପରି ତାଙ୍କ ମୁହଁର ଡାହାଣ ପଟେ ଅସ୍ବାଭାବିକ…
ଓଡିଶାର ବିକାଶ କ୍ଷେତ୍ରରେ ନୂଆ ଉପଲବ୍ଧି : ପୁରୀରେ କାର୍ଯ୍ୟକାରୀ ହେଲା ଦେଶର ସର୍ବପ୍ରଥମ “ଡ୍ରିଙ୍କ ଫ୍ରମ…
https://www.youtube.com/watch?v=J8y-FAVnK38
ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମ
ଅଢେଇ ଲକ୍ଷ ପୁରୀବାସୀ ଓ ଦୁଇ କୋଟି ପର୍ଯ୍ୟଟକ ଉପକୃତ ହେବେ
ଲଣ୍ଡନ ଟୋକିଓ ନ୍ୟୂୟର୍କ ସିଙ୍ଗାପୁର ସହର ପରି ପୁରୀ…
ବିଜେଡି ରେ ସାମିଲ୍ ହେଲେ କଂଗ୍ରେସ କର୍ମୀ
କଲ୍ୟାସିଂହପୁର /ପ୍ରଦୀପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିଙ୍ଗାରି ପଞ୍ଚାୟତ ର ପାଳଖମଣ ଗ୍ରାମର ୫୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଆଜି ବିଜେଡି ରେ ସାମିଲ୍ ହୋଇଛନ୍ତି।ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଚାଲିଥିବା ବେଳେ କଂଗ୍ରେସ…
ଅସହାୟ ସୁମନ୍ତ ଧରୁଆଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଯୁବ ଦଳିତ ସେବକ ସଂଗଠନ ।
ପଦ୍ମପୁର(ଶାସକପ୍ରଶାସକ)-ଯେଉଁ ବୟସରେ ଖାତା, କଲମ ଧରି ପାଠ ପଢିବା କଥା, ସେହି ବୟସରେ ପାଉଁରୁଟି ବିକି ପରିବାର ଚଳାଇବାକୁ ପଡୁଛି। ୧୨ବର୍ଷର କଁଅଳ ପରିବାରର ବୋଝ ପଡ଼ିଛି। ବାପା-ମା’ ଛେଉଣ୍ଡ ୧୨ ବର୍ଷର ସୁମନ୍ତ ଧରୁଆ ନିଜର ତିନି ଭାଇ ଭଉଣୀ ଓ ଅଜା ଆଈଙ୍କ ପେଟରେ ଦାନା ଦେବା ପାଇଁ କରୁଛି…