ଷ୍ଟାଫ ସିଲେକସନ କମିଶନ  ମହାଦୁର୍ନୀତି ମାମଲାରେ ଜିଲା ଛାତ୍ରକଂଗ୍ରେସ ତରଫରୁ  ବିକ୍ଷୋଭ ଓ  ସ୍ମାରକ ପତ୍ର ପ୍ରଦାନ 

ସୁନ୍ଦରଗଡ /ହୋରାଚାନ୍ଦ ଦେଉରିଆ:- ଆଜି ସକାଳ ସ୍ଥାନୀୟ ଡିଆରଡ଼ିଏ ଛକ ଠାରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଏମ .ଡ଼ି .ଫୈଜ଼ାଲଙ୍କ ନେତୃତ୍ୱରେ ଓଡିଶା ଷ୍ଟାଫ ସିଲେକସନ କମିଶନଙ୍କ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ଦ୍ୱାରା  ହୋଇଥିବା ମହାଦୁର୍ନୀତି ର ସିବିଆଇ ତଦନ୍ତ ଅତ୍ୟନ୍ତ ଆବଶ୍ୟକ…

ଟାଟା ପାୱାର ସହ ମିଶି ଲୋକଙ୍କୁ ଲୁଟୁଛନ୍ତି ସରକାର

ଭୁବନେଶ୍ୱର- ଟାଟା ପାୱାର କମ୍ପାନୀର ବହୁବିଧ ଶୋଷଣ ଓ ଦାଦାଗିରି ପଛରେ ସରକାରଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ଓ ସମର୍ଥନ ରହିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । କରୋନା କାଳରେ ଲକ୍‌ଡାଉନ ଯୋଗୁଁ ଲୋକେ ଘରେ…

ୟୁପିଆଇ / ଭୀମ ମାଧ୍ୟମରେ ଟିକେଟ୍ ବୁକିଂ ଉପରେ 5% ରିହାତି |

କେବଳ କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ପାଇଁ ପ୍ରଯୁଜ୍ୟ | ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ BHIM ଆପ୍ଲିକେସନ ସମେତ…

ଶିକ୍ଷା କ୍ଷେତ୍ରରେ ନୀତି ଆୟୋଗର ୫ ଆସ୍ପିରେସନଲ ଡିଷ୍ଟ୍ରିକ୍ଟ ତାଲିକାରେ ଓଡ଼ିଶାର ଦୁଇ ଜିଲ୍ଲା |

ପ୍ରକାଶ ପାଇଲା ନୀତି ଆୟୋଗର ଜୁନ ୨୦୨୧ ପାଇଁ ଡେ଼ଲ୍ଟା ରାଙ୍କୀଙ୍ଗ |  ଶିକ୍ଷା କ୍ଷେତ୍ରରେ ନୀତି ଆୟୋଗର ୫ ଆସ୍ପିରେସନଲ ଡିଷ୍ଟ୍ରିକ୍ଟ ତାଲିକାରେ ଓଡ଼ିଶାର ଦୁଇ ଜିଲ୍ଲା ସାମିଲ ହୋଇଛନ୍ତି | ଏହି ତାଲିକାର ପ୍ରଥମ ରେ ଓଡ଼ିଶାର କୋରାପୁଟ ଜିଲ୍ଲା ଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବଲାଙ୍ଗୀର…

କାହିଁକି କହନ୍ତି ଡାକ୍ତର ଦେବଦୂତ ବୋଲି !

ସତରେ, ଡାକ୍ତର ହେବ ତ ଏମିତି  ବରଗଡ :- ଡାକ୍ତର , ଏହି ଶବ୍ଦଟି କାନରେ ପଡିବା ମାତ୍ରେ ମନ ଭିତରେ ନୂତନ ଆଶା ଓ ଆସ୍ଥାର ସଂଚାର ହୋଇ ଯାଇଥାଏ । ଆଧୁନିକ ଯୁଗରେ ଭଗବାନ ଙ୍କର ଅନ୍ୟ ରୂପ ହେଉଛନ୍ତି ଡାକ୍ତର । ବର୍ତ୍ତମାନ ଅନେକ ଡାକ୍ତର ଏହି ମହାନ ଡାକ୍ତରୀପେଷାକୁ ଅର୍ଥ ଲୋଭରେ ବଦନାମ କରି…

“ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ଡେଙ୍ଗୁ ସଚେତନତା ସହ ହୁଳହୁଳି ପ୍ରତିଯୋଗିତା କାର୍ଯ୍ୟକ୍ରମ

https://www.youtube.com/watch?v=0Wb0xcly2yA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ପକ୍ଷରୁ ସ୍ଥାନୀୟ ନ୍ୟୁ ପିଡବ୍ଲ୍ୟୁଡି କଲୋନୀ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ନେଇ…

ଚକ୍ଷୁବିଭାଗ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ଚଢାଉ

 ପଦ୍ମପୁର/ ଶାସକ ପ୍ରଶାସକ : ଆୟବର୍ହିଭୁତ ସମ୍ପତ୍ତି ଠୁଲ ଅଭିଯୋଗରେ  ବରଗଡ଼ ଜିଲ୍ଲା ପଦ୍ମପୁର ଡାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁବିଭାଗ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନ ଘରେ  ଭିଜିଲାନ୍ସ ଚଢାଉ । ସେ ପଦ୍ମପୁର ଡାକ୍ତରଖାନାର ଚକ୍ଷୁବିଭାଗ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଅଛନ୍ତି । …

ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି:ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କଲା ଯୁବମୋର୍ଚ୍ଚା

ଭୁବନେଶ୍ୱର : ଓଡିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି । ସରକାରୀ ନିଯୁକ୍ତିରେ ମେଧା ପରିବର୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି । ଓଡିଶା ସରକାରେ ମୋ ସରକାର ୫-ଟି ସ୍ୱତନ୍ତ୍ର ବିଭାଗ ହେଲା ପରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ହୋଇଛି  ।…

ବିଦ୍ୟାଳୟଗୁଡିକର ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଧ୍ୟାନ କଲେ ଜିଲ୍ଲାପାଳ   l

  ରାୟଗଡ/ ସରୋଜ ସାହୁ- ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ସାତଟି ଉଚ୍ଚ ବିଦ୍ୟାଳୟକୁ 5ଟି ଅଧୀନରେ ରୂପନ୍ତରୀଣ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଜିଲ୍ଲାର କେତୋଟି…

ସମଲ ବ୍ୟାରେଜ୍  ବାସଚ୍ୟୁତଙ୍କ ସମସ୍ୟା ସମାଧାନ ସଂପର୍କିତ ବୈଠକ 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ବିଭିନ୍ନ ସମସ୍ୟାର ସମାଧାନ  ସଂପର୍କରେ ଏକ ବୈଠକ ଓଡିଶା ବିଧାନ ସଭା ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭାର  ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ  ହୋଇଥିଲା  ।…