ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ :ସମୀର ମହାନ୍ତି

ଆବାସ ଯୋଜନାରେ ପକ୍କା ଘର ବଂଟନରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗ ଭୁବନେଶ୍ୱର:୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ଏହି ଯୋଜନାରେ ଓଡିଶାକୁ ବର୍ତମାନ ସୁଦ୍ଧା ୩୦ ଲକ୍ଷ ପକ୍କା ଘର ଆସିଛି ।…

ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

https://www.youtube.com/watch?v=SGAucYnW3Bw ଭୁବନେଶ୍ୱର ( ଶାସକ ପ୍ରଶାସକ) ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୪୧ ବର୍ଷ ପରେ ଭାରତକୁ ଏହି ବିରଳ ଗୌରବ ଆଣିଦେଇଥିବା ଯୋଗୁ ଟିମର ସମସ୍ତ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ…

ସରିଲା ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷା, ଖୋଲିଲା ମହାପ୍ରଭୁ ନୃସିଂହନାଥଙ୍କ ମନ୍ଦିର

କୋଭିଡ଼ ନିୟମାବଳୀ ମାନିବାକୁ ଶ୍ରଦ୍ଧାଳୁ ବାଧ୍ୟ  ବରଗଡ :- ବରଗଡ଼ ଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ମନ୍ଦିର ଖୋଲିବା ଆରମ୍ଭ ହୋଇଯାଇଛି । ଏହିକ୍ରମ ରେ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ମଧ୍ୟ ଖୋଲିଯାଇଛି । ଆଜି ସକାଳେ ପାଇକମାଲ ବିଡ଼ିଓ…

ଦୁଇ ମହଲା କୋଠା ସହ ମାତ୍ର ଚାରିଗୋଟି ପ୍ଲଟ

କରିତକର୍ମା ଟେକ୍ନିସିଆନଙ୍କର ନିକଟରୁ ଏକ କୋଟି ଉଣେଇଶି  ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ବରଗଡ :- କିଶୋର ଚନ୍ଦ୍ର ପ୍ରଧାନ , ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟରେ ଚକ୍ଷୁ ବିଭାଗର ଟେକ୍ନିସିଆନ ଭାବରେ କାର୍ଯ୍ୟରତ  ଥିଲେ । ଏହା ବ୍ୟତୀତ ନିଜକୁ ନିଜେ ଚକ୍ଷୁ ରୋଗ ବିଶେଷଜ୍ଞ ସଜାଇ ଉପଖଣ୍ଡର…

ଭାରତରେ  ଆଜି ୪୨,୯୮୨ ନୂଆ କୋଭିଡ ମାମଲା : ଓଡ଼ିଶାରେ ଆଉ ୧୩୪୨ ନୂଆ କେଶ ଚିହ୍ନଟ

ଭୁବନେଶ୍ୱର : ଭାରତରେ  ଆଜି ୪୨,୯୮୨ ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି | ଗତକାଲି ଠାରୁ ସାମାନ୍ୟ ବୃଦ୍ଧି ପାଇଛି। ଦେଶରେ 533 ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ଦୈନିକ ପଜିଟିଭିଟି ହାର 2.58 ପ୍ରତିଶତରେ ରହିଛି |  ସେପଟେ ଓଡ଼ିଶାରେ ଆଉ ୧୩୪୨ ନୂଆ କେଶ ଚିହ୍ନଟ ହୋଇଛି |…

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ  ପୁରୁଷ ହକି ଦଳକୁ ବ୍ରୋଞ୍ଜ ପଦକ 

ଟୋକିଓ : ଟୋକିଓ   ଅଲିମ୍ପିକ୍ସରେ ଭାରତୀୟ  ପୁରୁଷ ହକି ଦଳ ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି |  ଭାରତ ପକ୍ଷରୁ  ପାଇଁ ସିମରନଜିତ ସିଂ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ହାର୍ଦ୍ଦିକ ସିଂ, ହରମାନପ୍ରୀତ ସିଂ ଏବଂ ରୁପିନ୍ଦର ପାଲ ସିଂ ଗୋଟିଏ ଗୋଟିଏ  ଗୋଲ ସ୍କୋର…

ମୁଖ୍ୟ ଶାସନ ସଚିବ ଓ ‘୫ଟି’ ସଚିବଙ୍କ ବଲାଙ୍ଗି ର ଜିଲ୍ଲା ଗସ୍ତ: ବିକାଶମୂଳକ କାର୍ଯ୍ୟର କଲେ  ସମୀକ୍ଷା ।

ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲୱେ କାର୍ଯ୍ୟ ୨୦୨୨ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ  ବଲାଙ୍ଗିର(ନିରୋଜ ମିଶ୍ର) :-  ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଙ୍କ ସମେତ ରାଜ୍ୟ  ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ କରି…

ରାଜ୍ୟ ସରକାରଙ୍କର ଦ୍ୱାରା ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ…

ବର୍ତ୍ତମାନ ସୁଦ୍ଧା ପ୍ରାୟ ସତର ଲକ୍ଷ ଶ୍ରମିକଙ୍କର ଏକାଉଣ୍ଟ ରେ ଟଙ୍କା ପଡି ସାରିଲାଣି ଟଙ୍କା  ଆଧାର ସଂଯୁକ୍ତ  ତଥା ଡ଼ିବିଟି  ସକ୍ଷମ ହୋଇନଥିବା ଏକାଉଣ୍ଟରେ ଟଙ୍କା ପଡିବାରେ ହେଉଛି ବିଳମ୍ବ  ବ୍ୟାଙ୍କରେ  ଆଧାର ଲିଙ୍କ କରି ନଥିବା ସକ୍ରିୟ ପଞ୍ଜୀକୃତ ନିର୍ମାଣ  ଶ୍ରମିକ…

୧୬ ରୁ ଖୋଲିବ ଶ୍ରୀମନ୍ଦିର : ପ୍ରଥମେ ପୁରୀ ସହରବାସୀ , ତାପରେ ସର୍ବସାଧାରଣ

 ପୁରୀ/ ଅନିମେଶ ପଟ୍ଟନାୟକ : ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମେ ପୁରୀ ସହରବାସୀ ଓ ୨୩ ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେବେ ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟର ପରିଚୟ…

ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ:ସମୀର ମହାନ୍ତି

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲିବାରୁ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରାଯିବା ଘଟଣାର ସରଜମିନ ତଦନ୍ତ କଲେ ରାଜ୍ୟ ସଭାପତି ଭଦ୍ରକ/ଭୁବନେଶ୍ୱର : ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ…