Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଉତର ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱରରୁ( ଚକ୍ରଧର ମାଝି ) ବର୍ତମାନ ସମୟରେ ଡେଙ୍ଗୁ ମହାବ୍ୟାଧି ସହରରେ ନିଜ କାୟା ବିସ୍ତାର କରିସାରିଲାଣି । ୭୦୦ ରୁ ଉର୍ଦ୍ଧ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ । ଏତେ ଦିନ ପରେବି ରାଜ୍ୟ ସରକାର ଓ ବିଏମସି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଆଖିଦୃଶୀୟ ପଦକ୍ଷେପ ନେଇପାରିଲେ ନାହିଁ ।…
ପଦ୍ମପୁର ସହରରେ ନିର୍ମାଣାଧୀନ ଚାଲିଥିବା ଅକ୍ସିଜେନ ପ୍ଳାଣ୍ଟ ତଦାରଖ କଲେ ସାଂସଦ ପ୍ରତିନିଧି ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କ ପ୍ରସ୍ତାବ କ୍ରମେ PM Care Fund- State CSR ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟ ର ନିର୍ମାଣ କାର୍ଯ୍ୟ ଚାଲିଛି, ପଦ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା ଙ୍କ…
ସରକାରୀ ନିର୍ଯୁକ୍ତିର ଆବେଦନ ବୟସସୀମା ୪୨ ବର୍ଷକୁ ବୃଦ୍ଧି ପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବୀ
https://www.youtube.com/watch?v=9-F_KwGJ5es
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ନିର୍ଯୁକ୍ତି ଆବେଦନର ବୟସ ସୀମା ୩୨ ରୁ ୪୨ ବର୍ଷ ବୃଦ୍ଧି ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ…
ପରିଚାଳନା କମିଟିର ପୂର୍ବତନ ସଦସ୍ୟା ସ୍ୱର୍ଗତା ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବର୍ଷିକୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ୟରେ ମହାବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସଦସ୍ୟା ଶ୍ରୀମତି ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତିଥି ଅନୁସାରେ ଏକ…
ଓଏସଏସସିରେ ଦୁର୍ନୀତିକୁ ଜେଏମଏମ ଯୁବ ସଭାପତିଙ୍କ ନିନ୍ଦା
ବାରିପଦା/ ଦିଲ୍ଲୀପ ମହାନ୍ତି : ରାଜ୍ୟ ସରକାରଙ୍କ ୫-ଟି ଓ 'ମୋ ସରକାର' କେବଳ ଲୋକ ଦେଖାଣିଆ । ରାଜ୍ୟର ବେକାର ଯୁବକ ଯୁବତୀଙ୍କ ପ୍ରତି ଚରମ ଅବହେଳା କରି ଚାଲିଥିବା ବେଳେ ନିଯୁକ୍ତିରେ ପ୍ରିୟାପ୍ରୀତି ତୋଷଣ ଓ ଅନିୟମିତତା ବଢି ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡିଶା…
ଜେ.କେ. କାଗଜ କଳ ତରଫରୁ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ
ରାୟଗଡ(ସରୋଜ ସାହୁ): କରୋନା ଭୂତାଣୁ ସାରା ଦେଶକୁ କବଳିତ କରିଥିବା ବେଳେ ବର୍ତମାନ ସେହି ଭୂତାଣୁର ପ୍ରଭାବ ହ୍ରାସ ପାଇବାକୁ ଲାଗିଛି । ଏହି ଭୂତାଣୁର ପ୍ରଭାବରେ ସାରା ଦେଶରେ ଶିକ୍ଷା ବ୍ୟବସ୍ଥାରେ ଘୋର ପରିବର୍ତନ ଦେଖିବାକୁ ମିଳୁଛି । ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ସଠିକ…
ଗ୍ରାମାଂଚଳରେ ମଳର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନେଇ ବୈଠକ
ରାୟଗଡ(ସରୋଜ ସାହୁ):ଗ୍ରାମାଂଚଳରେ ବାହାରୁଥିବା ମଳର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ନେଇ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆଭିମୁଖିକରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ…
ପୋଲିସ ଖାପଚରେ କଜଳପାତିଆ ଭଦ୍ର ଲୋକ, ଚୋରିକରି ପାଇକ ପଣ : ଯିଏ ଅଭିଯୋଗ କରିଥିଲା ସିଏ ଚୋର !
ନଗଦ ୩୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରି ମାମଲାର ପର୍ଦ୍ଦାଫାଶ କଲା ରାୟଗଡ ପୋଲିସ
ରାୟଗଡ(ସରୋଜ ସାହୁ) : ରାୟଗଡା ସହରରେ ଗତ ଦିନରେ ହୋଇଥିବା ନଗଦ ୩୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରିର ପର୍ଦ୍ଧାଫାସ କରିଛି ରାୟଗଡ ପୋଲିସ । ଉକ୍ତ ଘଟଣା ସଂପର୍କରେ ଆୟୋଜିତ ସାମ୍ବାଦିକ…
ଗାଁରେ ପାନୀୟ ଜଳ ପାଇଁ ଅନଶନରେ ବସିଲେ ଯୁବକ
ବାରିପଦା/ ଦିଲ୍ଲୀପ ମହାନ୍ତି:ସ୍ୱାଧୀନତା ର ୭୩ ବର୍ଷ ପରେ ମଧ୍ୟ ଗାଁଲୋକଙ୍କୁ ମିଳୁନାହିଁ ମୌଳିକ ସମାସ୍ୟାର ସୁବିଧା । ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ଶୁଦ୍ଧ ପିଇବା ପାଣି ଟୋପାଏ ପାଇଁ ଲୋକଙ୍କୁ ଏ ଅଫିସ ରୁ ସେ ଅଫିସକୁ ଦୌଡ଼ିବା ସହ ବାରମ୍ବାର ଗୁହାରୀ କରିଲା ପରେ ମଧ୍ୟ ଫଳ…
ରଘୁନାଥ ସମବାୟ ମହାବିଦ୍ୟାଳୟର ଶତପ୍ରତିଶତ ସଫଳତା
+୨ ବିଜ୍ଞାନ ପରୀକ୍ଷାରେ ୫୬୪ ନମ୍ବର ରଖି ମିନାକ୍ଷୀ ରାଉତ କଲେଜ ଟପ୍ପର
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ରବିବାର ଅପରାହ୍ନରେ ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ରଘୁନାଥ ସମବାୟ ମହାବିଦ୍ୟାଳୟ +୨ ବିଜ୍ଞାନ ଛାତ୍ରୀ ମୀନାକ୍ଷୀ ରାଉତ ୫୬୪ ତଥା ୯୪ ପ୍ରତିଶତ…