Sign in
Sign in
Recover your password.
A password will be e-mailed to you.
ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବା ଲାଗି ବିଜେପି ଷଡଯନ୍ତ୍ର ଚଳାଇଛି: ବିଜେଡି
ଭୁବନେଶ୍ୱର: ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) ଯୋଜନାରେ ଘର ପାଇବାରୁ ବଞ୍ଚିତ କରିବାପାଇଁ ବିଜେପିର ଷଡଯନ୍ତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ…
କୃଷକଙ୍କ ମୁହଁରେ ହସ ଆଣୁଛି ୟୁଏଆଇଏଲର ପ୍ରୋଜେକ୍ଟ ସୁଗନ୍ଧା
କାଶୀପୁରରୁ ବୈକୁଣ୍ଠ ଦୁରିଆ / ରାୟଗଡାରୁ ସରୋଜ ସାହୁ : ରାୟଗଡା ଜିଲାର ଟିକିରି ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଗୁଜୁରାଣ ମେଣ୍ଟାଇବା କୃଷିକାର୍ଯ୍ୟରୁ ବ୍ୟବସାୟିକ ଭିତ୍ତିକ କୃଷିକୁ ରୂପାନ୍ତରଣ ସଂପ୍ରତି ଏକ ବାସ୍ତବତାରେ ପରିଣତ ହୋଇଛି ଏବଂ ଉତ୍କଳ…
ହକି ପ୍ରଶିକ୍ଷାର୍ଥୀଙ୍କ ଗହଣରେ ବିଜୟ ଉତ୍ସବ ପାଳିଲେ କ୍ରୀଡ଼ାମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
ଭୁବନେଶ୍ୱର(ଶାସକ ପ୍ରଶାସକ) -ଭାରତୀୟ ପୁରୁଷ ହକି ଦଳ ଆଜି ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି…
ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା, ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି
ରାଜ୍ୟ ସରକାର ଗରିବ ଲୋକଙ୍କ ସାଥିରେ ଅଛନ୍ତି – ମୁଖ୍ୟମନ୍ତ୍ରୀ
ରାଜ୍ୟର ଦୁଗ୍ଧ ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇ ୨୪ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚିଛି
ଦୁଗ୍ଧ ଚାଷ କରି ପିଲାଙ୍କୁ ଉଚ୍ଚଶିକ୍ଷା ଦେଇପାରିଛି - ହିତାଧିକାରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ଶ୍ରୀ…
ଭାରତୀୟ ହକି ଦଳକୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଶୁଭେଚ୍ଛା
"ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଓ ପ୍ରୋତ୍ସାହନର ସୁଫଳ ପାଇଛି ଭାରତୀୟ ହକି ଦଳ"
ଭୁବନେଶ୍ୱର : ୪୧ ବର୍ଷ ପରେ ଭାରତକୁ ଅଲମ୍ପିକ ହକି ପଦକ ମିଳିଛି । ହକି ପଦକ ମିଳିଥିବାରୁ ସାରା ଦେଶରେ ଖୁସିର ଲହର। ଏ ନେଇ ପଚାଂୟତିରାଜ , ପାନୀୟଜଳ , ଆଇନ ,ଗୃହ ଓ ନଗର ଉନ୍ନୟନ…
ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବିରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୋହେଲା ଠାରେ ବ୍ଲକ କର୍ମକର୍ତ୍ତା ବୈଠକ କାର୍ଯ୍ୟକ୍ରମରେ ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା,ଭଟଲି ଓ ଅମ୍ବାଭୋନା ବ୍ଲକର…
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଟିମର କ୍ୟାପଟେନ ମନପ୍ରୀତ
https://www.youtube.com/watch?v=WaXnC9iS5h4
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଟିମର କ୍ୟାପଟେନ ମନପ୍ରୀତ ସିଂ |
ଏକ ଭିଡିଓ ବାର୍ତ୍ତାରେ ମନପ୍ରୀତ କହିଁଛନ୍ତି " ଅଲିମ୍ପିକରେ…
ଅମୃତ ମହୋତ୍ସବ ଅବସରରେ“ମେରା ମାନ,ମେରା ରାଷ୍ଟ୍ରଗାନ”ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ସମସ୍ତଙ୍କୁ “ମେରା ମାନ,ମେରା ରାଷ୍ଟ୍ରଗାନ” ଅଭିଯାନରେ ସାମିଲ ହେବାକୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା “ମେରା ମାନ, ମେରା…
ଦୁଇ ଓଡିଆ ହକି ଅଲିମ୍ପିଆନଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
https://www.youtube.com/watch?v=cyYQq2lBPXM
ଭୁବନେଶ୍ୱର : ଟୋକିଓ ଅଲିମ୍ପିକରେ ପଦକ ବିଜୟୀ ହୋଇଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଅମିତ ରୋହିଦାସଙ୍କ…
ବିଧାୟକ ପୂର୍ଣ୍ଣ ସ୍ବାଇଁଙ୍କ ସଭ୍ୟ ପଦ ରଦ୍ଦ ଦାବି କଲା ବିଜେପି
ଭୁବନେଶ୍ୱର : ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି |
ସୋରଡ଼ା ବିଜେଡ଼ି ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଦେଇଥିବା ମିଥ୍ୟା ସତ୍ୟପାଠ ବିରୁଦ୍ଧରେ…