ଚର୍ତୁଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ: ଦାସବର୍ମା

ଚିଲିକାର ସୁରକ୍ଷା ଓ ପାରିପାଶ୍ୱର୍କ ଉନ୍ନୟନ ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ଚିଲିକାର ସୁରକ୍ଷା ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥ#ବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ରାଜ୍ୟ ଯୋଜନା ବୋର୍ଡ…

ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…

ବାରିପଦା(ଦିଲ୍ଲୀପ ମହାନ୍ତି) :  ରାଷ୍ଟ୍ରୀୟ ପଛୁଆବର୍ଗ (OBC) ମୋର୍ଚ୍ଚା ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ନିଟ୍ ର ପରୀକ୍ଷାକୁ ରଦ୍ଦ କରିବା,ସଂଖ୍ୟାନୁପାତରେ ପ୍ରତିନିଧିତ୍ବ(ଆରକ୍ଷଣ) ଦେବା,ଜାତି ଆଧାରିତ ଜନଗଣନା କରିବା ଏବଂ କ୍ରିମିଲେୟାର ହଟେଇବା ଦାବିକୁ ନେଇ ଘୋଷିତ ରାଷ୍ଟ୍ରବ୍ୟାପୀ ୩…

ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଦଶପଲ୍ଲା ବିଧାୟକ

ନୟାଗଡ଼ (ବିଶ୍ୱଜିତ ନାୟକ )/ ନୂଆଗାଁ(ସୁବ୍ରତ ପରିଡ଼ା)-  ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳି ଜନଶକ୍ତି ନୋଡାଲ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଶ୍ରେଣୀଗୃହ ଓ ପରିବେଶ ବୁଲି ଦେଖିଥିଲେ  ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା…

ସିବିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ : କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ…

  ଭୁବନେଶ୍ୱର  : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ…

ରେଢ଼ାଖୋଲରେ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ବୈଠକ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କାର୍ଯ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସଭା ଗୃହ ଠାରେ ମଙ୍ଗଳବାର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ  ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କ…

ବାରବାଙ୍କ ଗ୍ରାମରେ ପୋଖରୀରେ ବୁଡି ଚାଷୀଙ୍କ ମୃତ୍ୟୁ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ମଙ୍ଗଳବାର ଜଣେ ଚାଷୀ ଦିନ ବେଳେ ଚାଷ କାମ ସାରି ଗାଁ ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ  ସେହି ବାରବାଙ୍କ ଗ୍ରାମର…

“କୋଭିଡ-୧୯ ନିୟମ ଅନୁଯାୟୀ ଖୋଲିବ ଧର୍ମାନୁଷ୍ଠାନ”

ବିଭିନ୍ନ ଧର୍ମର ଧର୍ମଗୁରୁ ମାନଙ୍କ ସହିତ ବୈଠକ କଲେ ଉପ-ଜିଲ୍ଲାପାଳ ରାୟଗଡ/ସରୋଜ ସାହୁ :- କୋଭିଡ-୧୯ ମହାମାରିର ଦ୍ୱିତୀୟ ଲୋହରି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ବର୍ଷ ମାର୍ଚ୍ଚ ମାସରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଯଥା- ମନ୍ଦିର, ମସ୍ଜିହଦ୍‍, ଗୀର୍ଜା ଏବଂ ଗୁରୁଦ୍ୱାରା ସବୁ…

ପାନ ଦୋକାନୀ କରିପାରିଲେ, ସରକାର ପାରିଲେନି : ସାଲ୍ୟୁଟ ରୁପେନ ପାଣ୍ଡେ

କୁମ୍ଭକର୍ଣ୍ଣଠୁ ବି ଗାଢ଼ ନିଦ୍ରାରେ ବ୍ଳକ ଓ ପଞ୍ଚାୟତ ପ୍ରଶାସନ, ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ । ପଦ୍ମପୁର(ଶାସକପ୍ରଶାସକ)- କୁମ୍ଭକର୍ଣ୍ଣ ତ ଖାଇବା ପାଇଁ ନିଦରୁ ଉଠୁଥିଲେ | ହେଲେ କେତେକ ଜାଗାରେ ପ୍ରଶାସନ କୁମ୍ଭକର୍ଣ୍ଣଙ୍କଠୁ ବି ଗାଢ଼ ନିଦରେ ଶୋଇବା ମୁଦ୍ରାରେ |…

ସୁଖବର : ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ 

ଭୁବନେଶ୍ୱର : କରୋନା ମହାମାରୀର ଦ୍ୱିତୀୟ ଲହରୀର କଷ୍ଟ ଏବଂ ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ସମ୍ କୋଭିଡ ହସ୍ପିଟାଲରୁ ଆସିଛି ଏକ ଖୁବ୍ ଭଲ ଖବର । କୋଭିଡ୍ ଅନେକ ଚିହ୍ନା ଓ ଅଚିହ୍ନା ମୁହଁ ଛଡାଇ ନେଉଥିବା ବେଳେ ଅନେକ ଗୁରୁତର ହୋଇ ହସ୍ପିଟାଲରେ  କଷ୍ଟ ଭୋଗୁଛନ୍ତି । ତେବେ ସମ୍ କୋଭିଡ…

ସରିନି ଏଯାଏ କରୋନାର ଦ୍ଵିତୀୟ ଲହର,  ୮ ଟି ରାଜ୍ୟରେ ୧ ରୁ ଅଧିକ ‘ଆର-ଫ୍ୟାକ୍ଟର’

ନୂଆ ଦିଲ୍ଲୀ :ଦେଶରେ କରୋନାଭାଇରସ ଦ୍ଵିତୀୟ ଲହରର ପ୍ରଭାବ ସରିନି  |  ୮ ଟି ରାଜ୍ୟରେ  'R' ଭାଲ୍ୟୁ ଉଚ୍ଚ | ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବୋଲି କେନ୍ଦ୍ର ସରକାରଙ୍କ ସରକାରଙ୍କ କୋଭିଡ୍ ଟାସ୍କଫୋର୍ସର ମୁଖ୍ୟ ଭି.କେ ପାଲ୍ ଚେତାବନୀ ଦେଇଛନ୍ତି |ଦେଶରେ 44 ଟି ଜିଲ୍ଲା ଏକ ହାଇ …