Sign in
Sign in
Recover your password.
A password will be e-mailed to you.
ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ
ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଗୁରୁବାର ଦିନ ଅନଲାଇନ ମାଧ୍ୟମରେ ନାବାଳିକା ମାତୃତ୍ୱ ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ମଳୟ ରଞ୍ଜନ ଦାଶଙ୍କ ନିର୍ଦେଶ…
ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପଦ୍ମପୁର ପୋଲିସ ।
୫୦ କେଜି ଗଞ୍ଜେଇ ସହ ଜଣେ ଗିରଫ ,ଦୁଇ ଫେରାର ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଦିନକୁ ଦିନ ନିଶାଦ୍ରବ୍ୟ ଚାଲାଣ ବଢିବାରେ ଲାଗିଛି। ବୁଡେନ ଥାନା ଅଞ୍ଚଳରୁ ପଦ୍ମପୁର ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଏସଆଇ ରବିନ୍ଦ୍ର କୁମାର ହେମ୍ରମଙ୍କ…
କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) -କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବଙ୍କ ସହ ସାକ୍ଷାତ କରି ପୁଣିଥରେ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଶ୍ରୀ ସାମନ୍ତ ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ…
କୋହଳ ହେଲା ନିୟମ; ବିନା ଟିକା ପ୍ରମାଣ ପତ୍ରରେ କାଳିଆ ଦର୍ଶନ କରିବେ ପୁରୀବାସୀ
ପୁରୀ/ ଅନିମେଶ ପଟ୍ଟନାୟକ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଦରକାର ପଡିବନି ଟିକାର ପ୍ରମାଣ ପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ । କେବଳ ଆଧାର ଓ ଟୋକେନ ଦେଖାଇ ଭକ୍ତ କରିବେ ଦର୍ଶନ । ତେବେ ଏ ନିୟମ କେବଳ ପୁରୀସହର ଲୋକଙ୍କ ପାଇଁ । ଆଜି ଛତିଶା ନିଯୋଗ ବୈଠକରେ ନିଆଯାଇଛି ନିଷ୍ପତ୍ତି…
ଡ୍ରିମ୍୧୧ ଅନ୍ଲାଇନ୍ ଫାଣ୍ଟାସି ସ୍ପୋର୍ଟ୍ସ “କୌଶଳର ଖେଳ’ ମାନ୍ୟତାକୁ ବଜାୟ ରଖିଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: ଡ୍ରିମ୍୧୧ ପ୍ରଦାନ କରୁଥିବା ଅନଲାଇନ୍ ଫାଣ୍ଟାସି ସ୍ପୋର୍ଟ୍ସ ହେଉଛି ଜୁଆ ସହ ସମାନ ଓ ଏହା କୌଶଳର ଖେଳ ନୁହେଁ ବୋଲି ଅଭିଯୋଗ କରି ଦାଖଲ କରାଯାଇଥିବା ସ୍ପେସିଆଲ୍ ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ୨୦୨୧ ଜୁଲାଇ ୩୦ରେ ଖାରଜ କରିଛନ୍ତି । ପଂଜାବ ଓ ହରିୟାଣା ହାଇକୋର୍ଟ ଓ ବମ୍ବେ…
260 ଗ୍ରାମ ବ୍ରାଉନ ସୁଗାର ଜବତ 2 ଜଣ ଗିରଫ।
ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ) -:ଭଦ୍ରକ ପୁରଣା ବଜାର ପୋଲିସ କୁ ସଫଳତା. ପୁରୁଣାବଜାର ନଙ୍ଗାମହଲା ଅଞ୍ଚଳରୁ 260 ଗ୍ରାମ ବ୍ରାଉନସୁଗାର ଜବତ. ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନ ସୁଗାର ବେପାର ଚାଲୁଥିଲା. ପୁରୁଣା ବଜାର ପୋଲିସ ବ୍ରାଉନ ସୁଗାର ବେପାର କରୁଥିବା…
ରଜାପଡା ଅଙ୍ଗନବାଡ଼ି ସେଣ୍ଟର ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ
ପଦ୍ମପୁର-ଆଜି ବିଶ୍ଵ ସ୍ତନ୍ୟପାନସପ୍ତାହ ଉପଲକ୍ଷେ ରଜାପଡା ଅଙ୍ଗନବାଡ଼ି ସେଣ୍ଟରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ତହସିଲ ସାହୁ ,ହସ୍ପିଟାଲ ମେନେଜର ଦିବ୍ୟ ମେହେର, ମହିଳା ସ୍ୱାସ୍ଥ୍ୟ କର୍ମୀ ଅଦିତି ପୁରୋହିତ, ବିଶ୍ୱଲୟା ସାହୁ ଓ ମିନତୀ…
ଖବର ବାଜିବା ପରେ କରିତକର୍ମା ବାବୁଙ୍କର ସମ୍ପର୍କୀୟଙ୍କୁ ଭାରି ଯନ୍ତ୍ରଣା
https://www.youtube.com/watch?v=oJvfxw3E81s
ଫୋନ କରି "ଶାସକ ପ୍ରଶାସକ" ସାମ୍ବାଦିକଙ୍କୁ କେଶ ଧମକ
ପଦ୍ମପୁର ଟେକ୍ନିସିଆନ ଙ୍କର ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ରେଡ଼ ର ପାର୍ଶ୍ଵ ପ୍ରତିକ୍ରିୟା
ବରଗଡ :- କିରେ , ତମ ଘରେ ଭିଜିଲାନ୍ସ ଚଢ଼ାଉ କଲା |…
ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ବ୍ଲକ ସଭାପତିଙ୍କର ନାମ ଘୋଷଣା
ବରଗଡ :- ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସହିତ ସରକାରଙ୍କର ଦ୍ୱାରା କାର୍ଯକାରୀ କରାଯାଉଥିବା ପ୍ରତ୍ୟେକ ଯୋଜନା କୁ ଶେଷ ବ୍ୟକ୍ତି ଙ୍କର ପର୍ଯନ୍ତ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପ୍ରୟାସ ଜାରି ରଖିଛି । ଇତି ମଧ୍ୟରେ ଦଳର ଯୁବ , ଛାତ୍ର , ମହିଳା ସଂଗଠନ ଉପରେ ସଙ୍ଗଠନକୁ ମଜବୁତ…
ବ୍ରାହ୍ମଣ ସୀତାପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ଓ ଡେଙ୍ଗୁ ମ୍ୟାଲେରିଆ ଉପରେ ସଚେତନତା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି ।
ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଗର୍ଭବତୀ ମହିଳା , ପ୍ରସୂତି…