ରେଙ୍ଗାଲି ( ସନ୍ଦୀପ ଶର୍ମା) : ଆଜି ରାତି ପ୍ରାୟ ୯ ଟା ରେ ସମ୍ବଲପୁର ରୁ ଝାରସୁଗୁଡା ଅଭିମୁଖେ ଯେଉ ଥିବା ଏକ ନୀଳ ରଙ୍ଗର ଏକ ପଲସର ମୋଟରସାଇକେଲରେ ଗଣେଶନଗର ଛକଠାରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇବା ଗାଡି କୁ ଧକା ଦେଇଥିଲେ ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ନେଇ ସୂଚନା ରହିଛି |
Sign in
Sign in
Recover your password.
A password will be e-mailed to you.