Sign in
Sign in
Recover your password.
A password will be e-mailed to you.
କଲଭର୍ଟ ମଝିରେ ବିରାଟ ଗର୍ତ୍ତ, ଦୁର୍ଘଟଣା ଆଶଙ୍କାରେ ଯାତ୍ରୀ
କୋଲାବିରା: କୋଲାବିରା ବ୍ଲକ ଅନ୍ତର୍ଗତ ପରମାଣପୁର ଗ୍ରାମର ବେଦମନ୍ଦିର ଦେଇ କୋଲାବିରା ପଞ୍ଚାୟତର ସାହ୍ଲେପାଲିକୁ ସଂଯୋଗ କରୁଥିବା ରାସ୍ତାର ବଞ୍ଜାରିମୁଣ୍ଡା ନିକଟସ୍ଥ ପୁରୁଣା କଲଭର୍ଟ ଏବେ ମରଣଯନ୍ତା ପାଲଟିଛି। କଲଭର୍ଟର ମଝି ଭାଗରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏହି ରାସ୍ତାରେ!-->…
ମହେନ୍ଦ୍ରଗିରିରେ ରାଜ୍ୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଏମ୍ ଟି ବି ସାଇକ୍ଲିଂ ଚାମ୍ପିୟନଶିପ୍ ସଫଳତାର ସହ ସମାପ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରିର ମନୋରମ ପରିବେଶରେ ଆୟୋଜିତ ରାଜ୍ୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଏମ୍ ଟି ବି ସାଇକ୍ଲିଂ ଚାମ୍ପିୟନଶିପ୍ ସଫଳତାର ସହ ସମାପ୍ତ ହୋଇଛି।ଏହି ଚାମ୍ପିୟନଶିପ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହିଳାଙ୍କ ମଧ୍ୟରେ ତୃଣମୂଳସ୍ତରରେ କ୍ରୀଡ଼ାର!-->…
ଖଇରପୁଟରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୫୨ଟି ଅଭିଯୋଗ ଗ୍ରହଣ, ସାମଗ୍ରୀ ବଣ୍ଟନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ଖଇରପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ମାସିକ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି!-->!-->!-->…
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କଟକ, ତା ୦୭.୦୯.୨୦୨୬ ରିଖ – କହ୍ନେଇପୁର ଗ୍ରାମ ପଞ୍ଚାୟତସ୍ଥିତ ଭଗତପୁର କଲ୍ୟାଣ ମଣ୍ଡପଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ!-->!-->!-->!-->!-->…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନ କ୍ୟାଣ୍ଟିନ ଉଦ୍ଘାଟିତ
ଝାରସୁଗୁଡ଼ା, ୦୭: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ନୂତନ କ୍ୟାଣ୍ଟିନର ଶୁଭ ଉଦ୍ଘାଟନ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ୟାଣ୍ଟିନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ବହୁ ବର୍ଷ ଧରି ଅବ୍ୟବହୃତ ତଥା ଅଚଳ ହୋଇ!-->!-->!-->…
MV 79 ପୋଲିସ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ରାଲି ଓ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV 79 ଠାରେ ସୋମବାର ଦିନ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ MV 79 ଡାକ୍ତର ଶ୍ୟାମା ପ୍ରସାଦ ଜୁନିଅର କଲେଜ ଠାରୁ ଆରମ୍ଭ କରି MV 79!-->!-->!-->…
ବନ୍ଧବାହାଲରେ ନଭେମ୍ବର ୧୭ରୁ ବିପିଏଲ୍, ଅକ୍ଟୋବର ୪ରେ ଖେଳାଳି ନିଲାମ
ମଇଦାନକୁ ଓହ୍ଲାଇବେ ୮ ଫ୍ରାଞ୍ଚାଇଜ୍ ଦଳ
ବନ୍ଧବାହାଲ: ସ୍ଥାନୀୟ ବିଓସିଏମ୍ ବଏଜ୍ କ୍ରିକେଟ ଆଣ୍ଡ ସ୍ପୋର୍ଟସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ‘ବନ୍ଧବାହାଲ ପ୍ରିମିୟର ଲିଗ୍’ (ବିପିଏଲ୍) ଆସନ୍ତା ନଭେମ୍ବର ୧୭ରୁ ଆରମ୍ଭ ହେବ। ଏହାକୁ ନେଇ ସ୍ଥାନୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ!-->!-->!-->…
ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
ସେପ୍ଟେମ୍ୱର ୯ ତାରିଖରେ ଲୋକଭବନ ସମ୍ମୁଖରେ ଗଣଧାରଣା ଦେବ ବିଜେଡି
ଏମଏମଡିଆର ସଂଶୋଧନ ଆକ୍ଟ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବ
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି
ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିଭିନ୍ନ ଆନେ୍ଦାଳନାତ୍ମକ!-->!-->!-->!-->!-->!-->!-->!-->…
ଭଞ୍ଜନଗରରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: : ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ.ଭି ,!-->!-->!-->!-->!-->…
ଝାରବନ୍ଧରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ଝାରବନ୍ଧ/ ମନୋହର ଦାଶ:- ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ!-->!-->!-->…