ଡକ୍ଟର ପିୟାଲ ଭଟ୍ଟାଚାର୍ଯ୍ୟଙ୍କ ଚିଦାକାଶ କଳାଳୟ ମାର୍ଗନାଟ୍ୟ “ସୌଗନ୍ଧିକାହରଣମ୍”କୁ ଜୀବନ୍ତ କଲା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା ଭୁବନେଶ୍ୱର : ୭ ସେପ୍ଟେମ୍ବର ୨୦୨୬ :ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ‘ସମାବେଶୀ ସମାଜଦର୍ଶନର ଅନନ୍ୟ ପ୍ରୟୋଗଶାଳା’- ଧର୍ମେନ୍ଦ୍ର ପ୍ରଧାନ

• ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏବଂ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ• କେବଳ ଡିଗ୍ରୀ ଯଥେଷ୍ଟ ନୁହେଁ, ଏଆଇ ଓ ଇଣ୍ଟରନେଟ୍ ଯୁଗରେ ମାନସିକ, ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଯୁବପିଢ଼ି ଗୁରୁ ଦାୟିତ୍ୱ ନିଅନ୍ତୁ•

ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ

ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତରେ ରବିବାର ବିଜେପି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ନେତାମାନେ ଯୋଗଦେଇ

ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାରରେ ରୁଦ୍ର ନାରାୟଣ ପ୍ରଥମ ହୋଇ ଜିଲ୍ଲା ସ୍ତରକୁ ମନୋନୀତ

ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ଓଡ଼ଗାଁ ଏନ୍‌ଏସିସ୍ଥିତ ରଘୁନାଥ ବିଦ୍ୟାପୀଠ ପରିସରରେ ସୋମବାର ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାର-୨୦୨୬ ଅନୁଷ୍ଠିତ ହୋଇଯାଇଛି। ‘ଇଣ୍ଡିଆ ଏନର୍ଜି (୨୦୪୭)ସମ୍ଭାବନା

ପ୍ରତି ସୋମବାର ହେବ ବ୍ଲକ୍‌ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଓଡ଼ଗାଁ ବ୍ଲକ୍ ମିଶନ ଶକ୍ତି ଗୃହରେ ବିଡିଓ ପ୍ରୀତିବାଳା ରଣା

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

ଭୁବନେଶ୍ୱର, ସେପ୍ଟେମ୍ବର ୭: ଯୁବ ଉଦ୍‌ଭାବକମାନଙ୍କର ସୃଜନଶୀଳ ଚିନ୍ତାଧାରାକୁ ବାସ୍ତବ ଜୀବନର ବିଭିନ୍ନ ସମସ୍ୟାର ସମାଧାନରେ ପରିଣତ କରିବା ଲକ୍ଷ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଭ୍ୟନ୍ତରୀଣ ହାକାଥନ୍ ‘ସୋଆ ଆଇଡିଆଥନ୍ ୨୦୨୬’ ଆୟୋଜିତ

କ୍ୟାନ୍ସରକୁ ହରାଇ କଥାରେ ଗଢ଼ିଲେ ନୂଆ ପରିଚୟ

ଦିନେ ଯେଉଁ ରୋଗ ଛଡ଼ାଇ ନେଇଥିଲା କଥା କହିବାର ଶକ୍ତି, ଆଜି ସେହି କଥା କହିବା ଶୈଳୀ ହିଁ ଦେଇଛି ସ୍ୱତନ୍ତ୍ର ପରିଚୟ ବଲାଙ୍ଗିର, ୭/୯ : ମାଉଥ୍ କ୍ୟାନ୍ସର। ଏଭଳି ଏକ ରୋଗ, ଯେଉଁଥିରେ ପାଟିରୁ କଥା ବାହାର କରିବା ମଧ୍ୟ କଷ୍ଟକର ହୋଇପଡ଼େ। କ୍ୟାନ୍ସର ଯୋଗୁଁ ଜିଭର ଏକ ଅଂଶ କାଟିବାକୁ

ନଦିଗାଁ ବଜାର ରେ ଥିବା ଦୋକାନ ରୁ ସିରିଜ ଚୋରି

ବାଲେଶ୍ବର: ସୋର ସହରରେ ଦିନକୁ ଦିନ ଚୋରି ବଢ଼ି ବଢ଼ି ଚାଲିଛି। ଏ ନେଇ ଗାଁ ଠୁ ବଜାର ସମସ୍ତ ଙ୍କ ମନରେ ଭୟ ର ବାତାବରଣ ଦେଖିବାକୁ ମିଳିଥିବା ବେଳେ ସୋର ପୋଲିସ ର ହାତ ଖାଲିଥିବା ଘଟଣା ରେ ସ୍ଥାନୀୟ ଅଞ୍ଚଳରେ ଲୋକ ମାନଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି।ଗତ କାଲି ବିଳମ୍ବିତ

ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ନିକଟରେ ଏହି ବଜ୍ରାଘାତଟି ଘଟିଛି l ତେବେ ଏହି ବଜ୍ରାଘାତରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି l ଯୁବକ ଜଣକ ହେଇଛନ୍ତି ଭଦ୍ରକ ଜିଲ୍ଲା ଅଣିଜୋ ଗାଁର ସାଗର ହୋଙ୍କ ପୁଅ ଚମାର ହୋ l ଆଜି ସଂନ୍ଧ୍ୟା ସମୟରେ ଯୁବକ

ବୋଡାସମ୍ବର ନୁଆଁଖାଇ ଭେଟଘାଟର ରଙ୍ଗୋଲି ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଏ. ଵି. ସି. ଡି. ଆନୁକୁଲ୍ୟରେ ଆୟୋଜିତ ହେଉଥିବା ୨୮ ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ ୨୦୨୬, ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ପ୍ରତାପ ନାଥ ଓ ସହଦେଵ ମେହେର ପରିଚାଳନା