Sign in
Sign in
Recover your password.
A password will be e-mailed to you.
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକଙ୍କ ଗୁଣପୁର ଗସ୍ତ।
ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: :୧୨-୧୧-୨୦୨୬ରିଖ ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ଗୁଣପୁର ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ଗୁଣପୁରସ୍ଥ ସୂଚନା କେନ୍ଦ୍ର ଓ ପାଠାଗାର!-->!-->!-->!-->!-->…
ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର।
ବ୍ରହ୍ମପୁର ରେଳଷ୍ଟେସନ ଉପକଣ୍ଠ ହଳଦିଆପଦର ରେଳ ଧାରଣାରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର କୁ ବ୍ରହ୍ମପୁର ରେଳବାଇ ପୋଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ବ୍ୟକ୍ତି ଜଣକ ରେଳ ଧାରଣା ପାର ହେଉଥିବା ବେଳେ କୌଣସି ଏକ ଯାତ୍ରୀବାହୀ ରେଳ ଧକ୍କାରେ!-->…
ଭୁବନେଶ୍ୱର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ବିଆଇଏଫଏଫ) ୨୦୨୬ର ଘୋଷଣା
ବିଆଇଏଫଏଫ ୨୦୨୬ ଓଡ଼ିଶାର ପ୍ରଥମ କରି ଆୟୋଜିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ଚଳଚ୍ଚିତ୍ର ମହୋତ୍ସବ; ବିଶ୍ୱ ସିନେମା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବାର ଲକ୍ଷ୍ୟରେ
ଭୁବନେଶ୍ୱର: ଭାରତର 'ମନ୍ଦିରମାଳିନୀ ସହର' ଭାବେ ପରିଚିତ ଭୁବନେଶ୍ୱର, ଏହାର ସାଂସ୍କୃତିକ ଓ!-->!-->!-->!-->!-->…
ଜ୍ୟୋତିଷ ଶାସ୍ତ୍ରରେ ଗଣିତ ଜ୍ୟୋତିଷ ଅକାଟ୍ୟ : ପୃଥ୍ୱୀରାଜ ହରିଚନ୍ଦନ
ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୯ତମ ଶ୍ରାଦ୍ଧ ଉତ୍ସବ ପାଳିତ ଓ ସ୍ମାରକୀ ସମ୍ମାନ-୨୦୨୬ ପ୍ରଦାନ
ଭୁବନେଶ୍ୱର, ତା ୧୧.୧୧ : ଭୁବନେଶ୍ୱର ଓକିଲ ସଂଘ, ରାଜ୍ୟ ପୂଜ୍ୟପୂଜା ଟ୍ରଷ୍ଟ ଓ ରେବତୀକାନ୍ତ ଶାସ୍ତ୍ରୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଗଣିତ ଜ୍ୟୋତିଷ, ପୂର୍ବ ପ୍ରଶାସକ ଓ ତଳେ!-->!-->!-->…
ଓଡ଼ିଶାରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଗୋଷ୍ଠୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛି…
ବଡ଼ବିଲ, ନଭେମ୍ବର ୧୦, ୨୦୨୬: ଆର୍ସଲରମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ନିଜର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ପଦକ୍ଷେପ ପ୍ରକଳ୍ପ ‘ଆରୋଗ୍ୟ’ ଅଧୀନରେ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକରେ ବ୍ୟାପକ ସ୍ତରରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଭିଯାନ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ‘ସୋଲାର ରଥ’ର ଶୁଭାରମ୍ଭ
ଜିଲ୍ଲାର ସମସ୍ତ ବ୍ଲକ୍ ପରିକ୍ରମା କରିବ ସୋଲାର ରଥ
ବୌଦ୍ଧ: ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା ସ୍ଥାପନକୁ ଅଧିକ ଲୋକପ୍ରିୟ କରିବା ସହ ଭାରତ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଟାଟା ପାୱାର ଓ!-->!-->!-->!-->!-->!-->!-->…
ଚିତାବାଘ ଶିକାର ଯୋଜନା ପଣ୍ଡ, ଦୁଇ ଶିକାରୀ ଗିରଫ
ଦେବ୍ରିଗଡ଼ ଅଭୟାରଣ୍ୟ ଓ ବରଗଡ଼ ପୋଲିସର ମିଳିତ ଚଢ଼ଉ; ଜାଲ, ଫାଶ ଓ ବିଦ୍ୟୁତ୍ ତାର ଜବତ
ସମ୍ବଲପୁର, ୧୨।୧୧ : ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ରୋକିବାକୁ ବନ ବିଭାଗ ଓ ବରଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।!-->!-->!-->!-->!-->…
ଜ଼ିଲ୍ଲା କରଣ ସମାଜ ର ଚିତ୍ରଗୁପ୍ତ ପୂଜା ଓ ବାର୍ଷିକ ଅଧିବେଶନ
ବଲାଙ୍ଗୀର ଜ଼ିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି (କରଣ ସମାଜ ) ତରଫରୁ ସ୍ଥାନୀୟ ନରସିଂହ ମନ୍ଦିର ଠାରେ ଥିବା ଚିତ୍ରଗୁପ୍ତ ମନ୍ଦିର ପରିସରରେ ଶ୍ରୀ ଚିତ୍ରଗୁପ୍ତଦେବ ଙ୍କ ପୂଜା ସମାରୋହ ଓ ସମାଜ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସକାଳେ କଳସ ଶୋଭାଯାତ୍ରା ପରେ ଶ୍ରୀମତୀ!-->!-->!-->…
ଦ୍ୱିତୀୟ ଦିବସରେ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ
- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଭଲିବଲ୍ ପ୍ରତିଯୋଗିତା (୨୦୨୬-୨୭) ଦ୍ୱିତୀୟ ଦିବସରେ!-->…
ହାଇକୋର୍ଟଙ୍କ ନୂତନ ସ୍ଥଗିତାଦେଶ ଦେଖାଇଲେ ଗ୍ରାମବାସୀ, ପୋଲିସ ଫୋର୍ସ ସହ ଫେରିଲା ପ୍ରଶାସନ
ଦେଓଗାଁ-ଭାଲିଆଡିହି ରାସ୍ତା ବିବାଦ
ଓଡ଼ଗାଁ, ୧୧।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଦେଓଗାଁ-ଭାଲିଆଡିହି ରାସ୍ତା ବିବାଦର ସମାଧାନ ପାଇଁ ପ୍ରଶାସନର ଉଦ୍ୟମ ପୁଣିଥରେ ବିଫଳ ହୋଇଛି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଆଧାରରେ ରାସ୍ତା ନିର୍ମାଣ!-->!-->!-->…