ଭୟଭୀତ ଜନସାଧାରଣ : ଗୋଟେ ପଟେ ହାତୀ , ଆଉ ଗୋଟେ ଆଡେ ଚିତା ବାଘ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ନୃସିଂହନାଥ ଓ ପାଇକମାଲ ରେଞ୍ଜ ଅଂଚଳରେ ବିଗତ ପ୍ରାୟ ଏକ ମାସ ହେଲା ହାତୀ ଆତଙ୍କ ରହିଥିବା ବେଳେ ଗତ ପ୍ରାୟ ପନ୍ଦର ଦିନ ହେଲା ନୃସିଂହନାଥ , ଜର୍ଜଗଡ଼ ,ଅଂଚଳରେ ଏକ ଚିତ ବାଘ ବୁଲୁଥିବା ଲୋକଙ୍କୁ ଆତଙ୍କିତ କରିଛି । ବିଗତ କିଛି ଦିନ ତଳେ ଦୁଇ ଗୋଟି…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ରେ…

ଓଡ଼ିଶା ବିଧାନସଭାର ଡାଏରୀ ଓ କ୍ୟାଲେଣ୍ଡର ମୁଦ୍ରଣ ପାଇଁ ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ):ଓଡ଼ିଶା ବିଧାନସଭାର ସଭ୍ୟ, ସରକାରୀ ପଦାଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ବିଧାନସଭାର ଡାଏରୀ ଏବଂ କ୍ୟାଲେଣ୍ଡର ମୁଦ୍ରଣ ପାଇଁ ଏକ ବୈଠକ ଆଜି ବାଚସ୍ପତିଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ଼ଃ ସୂର୍ଯ୍ୟ…

ଓଡ଼ଗାଁରେ ଉଦଘାଟିତ ହେଲା ସିଭିଲ କୋର୍ଟ କମ୍ପ୍ଲେକ୍ସ

ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ଜଜଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼-ଓଡ଼ଗାଁ ମୁଖ୍ୟ ସଡ଼କର ପଲିଟେକନିକ ଓ ଫାୟାର ଅଫିସ ନିକଟରେ ୫କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସିଭିଲ କୋର୍ଟ କମ୍ପ୍ଲେକ୍ସ କରୋନା କଟକଣା କାରଣରୁ ଦିର୍ଘ…

ଟାଟା ପାୱାର ଦାଦାଗିରି; ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିଲା କଂଗ୍ରେସ

କମିଟି ଗଠନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପୁରୀ/ ଅନିମେଷ ପଟ୍ଟନାୟକ : ଘରେ ପସୁଛନ୍ତି, ଯୋର ଜବରଦସ୍ତ କାର୍ଯ୍ୟକ୍ଷମ ଥିବା ମିଟରକୁ ବଦଳାଇ ଟାଟା ପାୱାରର ମିଟର ଲଗାଉଛନ୍ତି । ବିରୋଧ କଲେ ମିଛ କେସ ସହ ପୋଲିସର ନାଲି ଆଖି ଉପଭୋକ୍ତାଙ୍କୁ ବ୍ୟତିବ୍ୟସ୍ତ କରୁଛି । ଟାଟା…

କୄଷକ ମୋର୍ଚା ତରଫରୁ ପାଇକମାଲରେ ସେବା ହିଁ ସଂଗଠନ କର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରେ ଦେଶ ସାରା ଚାଲିଥିବା ସେବା ହିଁ ସଂଗଠନ କାର୍ଯ୍ୟକ୍ରମ ରେ ଆଜି ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫର ରୁ କୄଷକ ମୋର୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଇକମାଲ ଠାରେ ମଧ୍ୟ ଅନୁଷ୍ଠିତ…

ଜଳ ସଂପଦ ବିଭାଗ ତରଫରୁ ବନ୍ୟା ନିୟନ୍ତ୍ରଣ ସ୍ଥିତି ସମୀକ୍ଷା:ବ୍ୟାପକ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା

ଭୁବନେଶ୍ୱର(ଶାସକ ପ୍ରଶାସକ): ସଂପ୍ରତି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ସୃଷ୍ଟି ହୋଇଥିବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତିରେ ରାଜ୍ୟ ଜଳସଂପଦ ବିଭାଗ ସଜାଗ ରହି ଏହାର ମୁକାବିଲା କରୁଛି । ବିଶେଷ କରି ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରର ଜଳପତ୍ତନ ନିୟନ୍ତ୍ରଣାଧୀନ ରହିବା ଓ ନଦୀରେ…

ସେବା ଓ ସମର୍ପଣ ଅଭିଯାନର ଦ୍ୱିତୀୟ ଦିବସରେ ସାରା ରାଜ୍ୟବ୍ୟାପୀ ବୃକ୍ଷରୋପଣ : ସମୀର ମହାନ୍ତି

ଭୁବନେଶ୍ୱରେ ନବନିର୍ମିତ କାର୍ଯ୍ୟାଳୟ ଠାରେ ସଭାପତି କଲେ ବୃକ୍ଷରୋପଣ ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଅଭିଯାନର ଦ୍ୱିତୀୟ ଦିବସରେ ସାରା ଓଡିଶାରେ ଭାରତୀୟ ଜନତାପାର୍ଟିର କର୍ମକର୍ତାମାନେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇ ଆଜି ୩୭…

ଖଣି ପ୍ରତିଷ୍ଠାନ ଟ୍ରଷ୍ଟି ବୋର୍ଡର ୭ତମ ବୈଠକ ଅନୁଷ୍ଠିତ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବୋର୍ଡର ୭ମତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର କୋରାପୁଟ ଲୋକ ସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା, ରାୟଗଡ ବିଧାୟକ ଶ୍ରୀ…

ସୀମାନ୍ତ ଗ୍ରାମରେ ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶୁକ୍ରବାର ଆନ୍ଧ୍ର ପ୍ରଦେଶ ସୀମାନ୍ତ ଦୂର୍ଗାପାଡୁ ପଞ୍ଚାୟତ ଅନ୍ତର୍ଗତ ଦୁଇଟି ଗ୍ରାମରେ ଏକ ସ୍ୱତନ୍ତ୍ର ଆଇନ ସଚେତନତା ଶିବିର ଏବଂ ଆଇନ ସହାୟତା କେନ୍ଦ୍ର ଜିଲ୍ଲା ଆଇନସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ…