Sign in
Sign in
Recover your password.
A password will be e-mailed to you.
କରୋନା ପାଇଁ ରାଜ୍ୟ ରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି।
ଝାରବନ୍ଧ-ମନୋହର ଦାଶ:ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ କୁ ନେଇ ଚିନ୍ତିତ ଅଭିଭାବକ।କରୋନା ଆଳ ଦେଖାଇ ପ୍ରାଥମିକ ବିଦ୍ୟାଳୟ ନ ଖୋଲିବା ସାଧାରଣ ରେ ଅସନ୍ତୋଷ ସୃଷ୍ଟି ହେଉଛି।ପିଲାମାନଙ୍କୁ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ରେ ଶ୍ରେଣୀ ରେ ବସାଇ ଶିକ୍ଷା ଦାନ କରିହେବ ବୋଲି ବୁଦ୍ଧିଜୀବୀ ତଥା…
“ଆଗାମୀ ୧୦ ଦିନ ମଧ୍ୟରେ ଏକାଧିକ ଘୁର୍ଣ୍ଣିବଳୟର ସମ୍ମୁଖୀନ ହେବାକୁ ଯାଉଛି ଓଡିଶା “
ଭୁବନେଶ୍ୱର: ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି ହେବାକୁ ଯାଉଛି | ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି |ଗୋଟିଏ…
ସ୍ବର୍ଗଦ୍ବାରରେ ମନୋରମା ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ
ପୁରୀ/ଅନିମେଷ ପଟ୍ଟନାୟକ: ବିଶିଷ୍ଟ ସାହିତ୍ୟିକା ଡଃ ମନୋରମା ମହାପାତ୍ରଙ୍କ ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଶନିବାର ଶ୍ରୀମତୀ ମହାପାତ୍ରଙ୍କ ୮୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ । ଜ୍ୟେଷ୍ଠ ପୁତ୍ର ଶ୍ରୀ ପ୍ରଦୀପ କୁମାର ମହାପାତ୍ର…
ଚାନ୍ନି ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ : କଂଗ୍ରେସ
ଚଣ୍ଡିଗଡ : ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବିଦାୟୀ ମନ୍ତ୍ରିମଣ୍ଡଳର ଵୈଷୟିକ ଶିକ୍ଷା ମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କୁ ମନୋନୀତ କରାଯାଇଛି। ଦଳିତ ସମ୍ପ୍ରଦାୟର ସଦସ୍ୟ ନେତା ଶ୍ରୀ ଚାନ୍ନି କ୍ୟାପଟେନଙ୍କ ଉତ୍ତରାଧୀକାରୀ ହେବେ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି |ଏହି ଘୋଷଣା…
ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ ସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ତୋଷାଳୀ ଭବନର ଏ-୧ ବ୍ଲକ,୭ମ ମହଲାରେ ଓଡିଶା ସ୍ଥାବର ସଂପତି ପୁନର୍ବିଚାର ନ୍ୟାୟାଧିକରଣ ( ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ) ର ସ୍ଥାୟୀ କାର୍ଯ୍ୟାଳୟ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତି…
ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବେ : ବିଶେଷଜ୍ଞ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ | ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ…
ନୂଆଗାଁ ଥାନା ରେ ନୂତନ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ଯୋଗଦାନ
ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ଥାନା ରେ ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ବସନ୍ତ କୁମାର ସାହୁ ଯୋଗ ଦେଇଛନ୍ତି।ଥାନା ରେ ଯୋଗଦେବା ପରେ ଶାନ୍ତି ଶୃଙ୍ଖଳା, ପେଟ୍ରୋଲିଂ କଡ଼ା କଡ଼ି,ଜନସାଧାରଣ ଙ୍କ ସୁରକ୍ଷା,ଗଞ୍ଜେଇ ଚୋରା ଚାଲାଣ ଏବଂ ଅପରାଧ ନିୟନ୍ତ୍ରଣ ସହ…
ଲହଙ୍ଗୀର ରେ ଆୟୋଜିତ କବିତା ସମ୍ମିଳନୀ ରେ ପଦ୍ମଶ୍ରୀ ହଳଧର ନାଗ
ପଦ୍ମପୁର(ଶାସକ ପ୍ରଶାସକ)-ବିଶ୍ୱକର୍ମା ପୂଜା ଅବସରରେ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଲହଙ୍ଗୀର ଗ୍ରାମ ରେ ନୂଆଁଖାଇ ଭେଟଘାଟ ସହ କବି ସମ୍ମିଳନୀ , ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏ ପରିପ୍ରେକ୍ଷୀରେ "ଲେଦା"ସମାଲୋଚନା ମୂଳକ…
ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ-ଦିବସ ଓ କୃଷକ-ସୈନିକ ସମ୍ମାନ ଦିବସ
https://youtu.be/SQyJRFFixsA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସାଇଲାମ କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମ ଦିବସ ତଥା…
ଓଡିଶା-ଆନ୍ଧ୍ର ସୀମାନ୍ତର ବିବାଦୀୟ ମାଣିକପାଟଣା ଗ୍ରାମରେ ଜିଲ୍ଲା କଂଗ୍ରେସ ଓ ମୋହନା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକର ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମକୁ ଗଜପତି ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଗ୍ରସ୍ତକରି…