Sign in
Sign in
Recover your password.
A password will be e-mailed to you.
ଏସିଆ ମହାଦେଶର ସର୍ବବୃହତ୍ ଏୟାର ଷ୍ଟ୍ରିପ ରୁ ଉଡିବ ବିମାନ : ଯୋଜନା ଉଡାନ୍
ମୟୂରଭଞ୍ଜ (ଶାସକ ପ୍ରଶାସକ) - ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିରହିଥିବା ଅମର୍ଦା ଏୟାରଷ୍ଟ୍ରିପ୍ ରୁ ଏଥର ଉଡିବ ବିମାନ । କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ଏହି ବିମାନ ଉଡାନ ଭରିବ । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁକସାଖୀ ତଥା ଏସିଆ ମହାଦେଶର ସର୍ବବୃହତ୍ ଏୟାରଷ୍ଟ୍ରିପ୍ ମୟୂରଭଞ୍ଜ…
ସୋହେଲାରେ ମେଗା ରକ୍ତଦାନ ଶିବିର: ରେକର୍ଡ 112 ୟୁନିଟ ରକ୍ତ ସଂଗ୍ରହ
ସୋହେଲା / ବରଗଡ଼ :- ସାର୍ବଜନୀନ ନାମଯଜ୍ଞ କମିଟି ସୋହେଲା ର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ମୋ ପରିବାର ର ସଦସ୍ୟ ତଥା ବରଗଡ ଜିଲ୍ଲା ଜୀବନ ବିନ୍ଦୁ ର ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର…
ଦଳ ବିରୋଧୀ କାର୍ଯ୍ୟ କରି ଦଳରୁ ନିଲମ୍ବିତ ହେଲେ ବ୍ଲକ ସଭାପତି ଓ ସମିତି ସଭ୍ୟ
ବରଗଡ଼ :- ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପଦ୍ମପୁର ବିଧୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଆଜି ବିଜୁ ଜନତା ଦଳର ଗାଇସିଲେଟ ବ୍ଲକ ସଭାପତି ରବୀନ୍ଦ୍ର ନାଥ ଠାକୁର ଓ କନ୍ଦୁମୁଣ୍ଡା ସମିତି ସଭ୍ୟ ଦେବେନ୍ଦ୍ର ଯୋଶୀ ଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଉକ୍ତ ଦୁଇ ଜଣ ବାରମ୍ବାର ଦଳୀୟ…
ବାରବାଟୀରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି -20
ବାରବାଟୀରେ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି -20 ଫେବୃଆରୀ ୧୫ , ୨୦୨୨ ରେ ଅନୁଷ୍ଠିତ ହେବାକୁ ଯାଉଛି | ସୂଚନାଯୋଗ୍ୟ ଯେ ସୂଚନାଯୋଗ୍ୟ ଯେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍ , ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ସହ ଭାରତ ଖେଳିବାକୁ ଯାଉଥିବା ଟେଷ୍ଟ ଦିନିକିଆ ଓ T20I ସମ୍ପର୍କରେ ଜାରି…
ରାୟଗଡ଼ା ବିଜେଡିର ମିଶ୍ରଣ ପର୍ବ , ବିଜେଡିରେ ହେଲେ ସାମିଲ ହେଲେ ଅନେକ କଂଗ୍ରେସ ଓ ବିଜେପି ନେତା
ଭୁବନେଶ୍ୱର : ରାୟଗଡ଼ା ବିଜେଡି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏହି ମହାମିଶ୍ରଣ ପର୍ବରେ ଅନେକ କଂଗ୍ରେସ , ବିଜେପି ନେତା ନିଜ ନିଜ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି | ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ବିଧିବଦ୍ଧ ଭାବେ ସେମାନଙ୍କୁ…
ଗରିବଙ୍କ ପାଣି ବିଲ ଛାଡ କରିବେ ପଞ୍ଜାବ ସରକାର : ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଘୋଷଣା
ଚଣ୍ଡିଗଡ : ଗରିବଙ୍କ ପାଇଁ ଜଳ ବିଲ୍ ଛାଡ କରିବାକୁ ଘୋଷଣା କରିଛନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଥିବା ଚରଣଜିତ ସିଂ ଚାନ୍ନି । ଶପଥ ଗ୍ରହଣ କରିବାର କିଛି ସମୟ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ଦଳର ପ୍ରଥମ ପୋଲ ପ୍ରତିଶ୍ରୁତି ପୁରଣ କରିବା ପାଇଁ ଘୋଷଣା କରିଛନ୍ତି…
୧୮ ଘଣ୍ଟା ପରେ ମିଳିଲା ଜ୍ୟୋତିପ୍ରକାଶଙ୍କ ମୃତ ଦେହ
ଭୁବନେଶ୍ୱର : ଶେଷରେ ଦୀର୍ଘ ୧୮ ଘଣ୍ଟାର ଖୋଜାଖୋଜି ପରେ ମିଳିଲା ଗତକାଲି ଏକ ଅଭାବନୀୟ ଅଘଟଣାରେ ଡ୍ରେନରେ ଭାସି ଯାଇଥିବା ନାବାଳକ ଜ୍ୟୋତିପ୍ରକାଶଙ୍କ ଶବ । ପଞ୍ଚଶଖା ନଗର ନିକଟ ନାଳରେ ଏକ ବାଉଁଶବୁଦାରେ ଲାଖି ରହିଥିବା ଶବକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର ଏକ ଟିମ୍ ଓ ସ୍ଥାନୀୟ ଯୁବକ…
ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି, /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତ ପରିସରରେ ବର୍ଷର ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର ଅଧ୍ୟକ୍ଷ ତଥା ଗଜପତି ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟପିର…
କୋଭିଡ୍ ନିୟମକୁ ପାଳନ କରି ରାୟଗଡାରେ ୩ୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ
ରାୟଗଡରୁ ସରୋଜ କୁମାର ସାହୁ: କୋଭିଡ୍ ନିୟମକୁ ପାଳନକରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ରାୟଗଡା ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁରରେ…
ଓଭରବ୍ରିଜର ସ୍ଥାୟୀ ମରାମତି ନିମନ୍ତେ ରାୟଗଡା ଜିଲ୍ଲା ବିକାଶ ମଂଚର ଦାବୀପତ୍ର
ରାୟଗଡ (ସରୋଜ ସାହୁ) – ରାୟଗଡା ସହରର ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ ସ୍ଥିତି ଦିନକୁ ଦିନ ଦୟନୀୟ ହେବାର ଲାଗିଛି । ଓଭରବ୍ରିଜରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଯୋଗୁଁ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣହାନୀ ଘଟୁଛି । ଓଭରବ୍ରିଜର ସ୍ଥାୟୀ ମରାମତି ନ ହୋଇ ଉପରୁଆ ମରାମତି ଯୋଗୁଁ ଲକ୍ଷ…