Sign in
Sign in
Recover your password.
A password will be e-mailed to you.
ଖବର ବାଜିଲା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଛନକା ପସିଲା
ଉପରୁ ଅର୍ଡର ଆସିଲାପରେ ଠିକାଦାର-ଯନ୍ତ୍ରୀ ତତ୍ପର
ପଦ୍ମପୁର(ଶାସକ ପ୍ରଶାସକ)- ଖବର ବାଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଛନକା ପସିଲା । ପଦ୍ମପୁର ଉପଖଣ୍ଡ ଭେଉଁରିଆ ପଞ୍ଚାୟତ ଦେଉଲି ଠାରେ ଅଙ୍ଗନଦୀ ଉପରେ ନିର୍ମାଣ ହୋଇଥିବା ବିଜୁ ସେତୁ ନିମ୍ନମାନର କାମ ଯୋଗୁଁ ଗୋଟେ ବର୍ଷାରେ ସ୍ଥିତି ବେହାଲ…
ମନୋରମା ମହାପାତ୍ରଙ୍କ ବିୟୋଗ: ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର : ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ଆଜି ବିୟୋଗ ହୋଇଯାଇଛି | ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଜଣେ ଶିକ୍ଷାବିତ୍, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ…
ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୫ଟି କୋଭିଡ ଟିକାକରଣ ଶିବିର ଆୟୋଜିତ
ପଦ୍ମପୁର(ଶାସକପ୍ରଶାସକ)- ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ସମ୍ପୁର୍ଣ୍ଣ ଭାବେ ଲୋକଙ୍କୁ ଟିକାକରଣ ସୁବିଧା କୁ ଦୃଷ୍ଟିରେ ରଖି ପାଇକମାଳରେ ଦୁଇଟି,ମାଣ୍ଡୋସିଲରେ ଗୋଟିଏ,ଲଖମରାରେ ଗୋଟିଏ ଏବଂ ହେର୍ଡକ୍ୱାଟର ବୁକୁରାମୁଣ୍ଡା ରେ…
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ବୈଜୟନ୍ତ
ନୂଆଦିଲ୍ଲୀ : ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ ସି ସି) ର ପୁନର୍ବିନ୍ୟାସ ନିମନ୍ତେ ଗଠିତ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପାଇବା ପରେ ଏହାର କାମ ନେଇ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରୀୟ ଏକତା ଏବଂ…
ସାବଧାନ, ଠକିଯିବା ପୂର୍ବରୁ ସତର୍କ ହୁଅନ୍ତୁ : ଆପଣଙ୍କ ନାଁରେ ଆଉ କେହି ମୋବାଇଲ ସିମ ବ୍ୟବହାର କରିପାରନ୍ତି
ପଢନ୍ତୁ କେମିତି ଜାଣିବେ ଆପଣଙ୍କ ନାମରେ ଅଛି କେତୋଟି ନମ୍ବର
ଭୁବନେଶ୍ୱର : ଆପଣଙ୍କ ଆଧାରକାର୍ଡ଼ରେ ଆପଣଙ୍କ ନାଁରେ କେତୋଟି ସିମ କିଣିଛନ୍ତି ଆପଣ ଜାଣିଛନ୍ତି କି | ଆପଣଙ୍କ ପାଖରେ ଥିବା ସିମ ବ୍ୟତୀତ ଆଉ କେହି ଆପଣଙ୍କ ଆଧାର କାର୍ଡର ଅପବ୍ୟବହାର କରି ନମ୍ବର ବ୍ୟବହାର କରୁଛନ୍ତି କି ! କାରଣ…
Breaking ମୁଖ୍ୟମନ୍ତ୍ରୀ ପଦ ଛାଡିଲେ କ୍ୟାପଟେନ ଅମରିନ୍ଦର
ଚଣ୍ଡିଗଡ : ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦ୍ର ସିଂ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ଗତ କିଛି ଦିନ ଧରି ତାଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ରହିଥିଲା | ଦଳର ଅଧିକାଂଶ ବିଧାୟକ ନେତୃତ୍ୱ ପରିବର୍ତ୍ତନ ଦାବି କରିବା ପରେ ତାଙ୍କୁ…
ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ବିଜେପି ନେତା ତଥା କଣ୍ଠଶିଳ୍ପୀ ବାବୁଲ ସୁପ୍ରୀୟ
କୋଲକାତା : ପୂର୍ବତନ ବିଜେପି ସାଂସଦ ବାବୁଲ ସୁପ୍ରିଓ "ରାଜନୀତି ଛାଡିବା" କଥା ଘୋଷଣା କରିବାର କିଛି ଦିନ ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି | ପରିବେଶ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯିବାର ଏକ ମାସ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ…
ଭାର୍ଗବୀ ବନ୍ୟା ସ୍ରୋତରୁ ବୃଦ୍ଧାଙ୍କୁ ଉଦ୍ଧାର କଲେ ଗ୍ରାମବାସୀ
ପୁରୀ/ଅନିମେଷ ପଟ୍ଟନାୟକ: ଶୁକ୍ରବାର ଭାର୍ଗବୀ ନଦୀ ସୁଅରେ ଭାସିଯାଇଥିଲେ ଜଣେ ବୃଦ୍ଧା । ବୟସ ପ୍ରାୟ ୬୩ ହେବ । ସାକ୍ଷୀଗୋପାଳ ସ୍ଥିତ ସୁଆଣ୍ଡୋ ବ୍ରିଜ ପାଖରେ ଜଣେ ବୃଦ୍ଧା ଭାସି ଯାଉଥିବା ଦେଖିଥିଲେ ବଳପୁର ଗ୍ରାମର ଲୋକମାନେ । ନଦୀ ବନ୍ଧ ଉପରୁ ଭାର୍ଗବୀ ର ବନ୍ୟା ପରିସ୍ଥିତି ଦେଖୁଥିବା କିଛି…
ବୈଦ୍ୟନାଥ ଅଗ୍ରୱାଲଙ୍କ ଗଜଲଷ୍ମୀ ଷ୍ଟୋରରେ ଜିଏସଟି ବିଭାଗ ଚଢ଼ାଉ
ପଦ୍ମପୁର-ଜିଏସଟି ଠକେଇ କରି ଟିକସ ଫାଙ୍କିଥିବା ସନ୍ଦେହରେ ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦ୍ୟନାଥ ଅଗ୍ରୱାଲଙ୍କ ଗଜଲଷ୍ମୀ ଷ୍ଟୋରରେ ଜିଏସଟି ବିଭାଗ ଚଢ଼ାଉ କରିଛି । ଜିଏସଟି ବିଭାଗର ବରଗଡ଼, ସମ୍ବଲପୁର ଓ ରାଉରକେଲାର ତିନିଗୋଟି ଟିମ ଏକ କାଳିନ ଭାବରେ ଗଜଲଷ୍ମୀ ଷ୍ଟୋରର ଦୋକାନ…
ପଞ୍ଚାୟତ ମହିଳା ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବାର୍ତ୍ତାଳାପ ସମ୍ପର୍କିତ କର୍ମଶାଳା
https://youtu.be/jQzs44dTK1A
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଶୁକ୍ରବାର ଦିନ ହଙ୍ଗର ପ୍ରୋଜେକ୍ଟ ଆନୁକୂଲ୍ୟରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ମହିଳା ବିକାଶ ପ୍ରତିଷ୍ଠାନ"…