ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ଶୁକ୍ରବାର ଅଚାନକ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ ,ସମାଜସେବୀ କିଶୋର ଚନ୍ଦ୍ର ଦେବତା, ପରିଦର୍ଶନ କରିଥିଲେ। ମୋ…

ମୋଦିଜୀଙ୍କ ଦୀର୍ଘାୟୁ କାମନା କରି ବିଜେପି ଜାଳିଲା ୭୧ଟି ଦୀପ

ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମୋଦିଜୀଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ୭୧ଟି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ…

ମୋଦିଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୁପେ ପାଳିଲା ଜିଲ୍ଲା ଯୁବ କଂଗ୍ରେସ

ବଲାଙ୍ଗିର(ନିରୋଜ ମିଶ୍ର) - ଦିନକୁ ଦିନ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଦି ସରକାରଙ୍କ କେନ୍ଦ୍ର କ୍ଷମତାକୁ ଆସିବା ପରେ ଦେଶରେ ବେରୋଜଗାରି ସବୁ ରେକର୍ଡ ଭାଙ୍ଗିଛି । ବର୍ଷକୁ ଦୁଇ କୋଟି ରୋଜଗାର ସୃଷ୍ଟି କରିବା ପ୍ରତିସୃତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ଯୁବକ…

“ସ୍ୱାଧୀନତାର ଅମୃତ ମହୋତ୍ସବ’ :ଆୟକର ବିଭାଗ, କଟକ ତରଫରୁ ସମ୍ବର୍ଦ୍ଧନା ସଭା

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏବଂ ଆୟକର ବିଭାଗ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଭୁବନେଶ୍ୱର(ଶାସକ ପ୍ରଶାସକ) :ଭାରତବର୍ଷର ସ୍ୱାଧୀନତା ପ୍ରାପ୍ତିର ପଚସ୍ତରୀ ବର୍ଷ ପାଳନ ଅବସରରେ କେନ୍ଦ୍ର ସରକାର "ସ୍ୱାଧୀନତାର ଅମୃତ ମହୋତ୍ସବ'ର ଘୋଷଣା କରିବା ସହ ସମସ୍ତ ସରକାରୀ…

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କୁ ରାଜ୍ୟ ସରକାରଙ୍କ ସହାୟତା

ଦିବଂଗତ ୪ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ଜିଲ୍ଲାପାଳ ପ୍ରଦାନ କଲେ ସହାୟତା ରାଶି ଭୁବନେଶ୍ବର(ଶାସକ ପ୍ରଶାସକ) : କୋଭିଡ୍ ସମୟରେ ମୃତ୍ୟୁ ବରଣ କରିଥିବା ଭୁବନେଶ୍ବରର ୪ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ୧୫ ଲକ୍ଷ…

ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିଯୁକ୍ତି ନିମନ୍ତେ ପରୀକ୍ଷା…

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ…

ଖାଲମଡ଼ା ଫରେଷ୍ଟ ବିଟ୍ ରେ ରହୁନାହାନ୍ତି ଫରେଷ୍ଟ ଗାର୍ଡ

ନୂଆଗାଁ/(ସୁବ୍ରତ ପରିଡ଼ା) : ରାଜ୍ୟ ସରକାରଙ୍କ ଦ୍ଵାରା ଜଙ୍ଗଲ ଏବଂ ବନ୍ୟଜନ୍ତୁ ଙ୍କ ସୁରକ୍ଷା ପାଇଁ ଫରେଷ୍ଟ ଗାର୍ଡ ନିଯୁକ୍ତି କରାଯିବା ସହ ପ୍ରତି ଫରେଷ୍ଟ ବିଟ୍ ରେ ଫରେଷ୍ଟ ଗାର୍ଡ ରହିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ,ନିଜ ସୁବିଧା ପାଇଁ ବିଟ୍ ଛାଡ଼ି ଗାର୍ଡ ମାନେ ଅନ୍ୟତ୍ର ରହୁଥିବା…

ନକଟିଗୁଡା ଗ୍ରାମ ପଞ୍ଚାୟତ ନବନିର୍ମିତ କୋଠା ଉଦ୍ଘାଟିତ

କାଶୀପୁରରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ନକଟିଗୁଡା ପଞ୍ଚାୟତ ଠାରେ ଆଜି ନୂତନ ପଞ୍ଚାୟତ କୋଠା ଘର ରାୟଗଡା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲିଙ୍କ ଉପସ୍ଥିତିରେ ଉଦଘାଟନ ହୋଇଯାଇଛି | ଗତ 2017ପଞ୍ଚାୟତ ନିର୍ବାଚନ ପୂର୍ବରୁ କାଶୀପୁର ବ୍ଲକରେ 20ଗୋଟି ପଞ୍ଚାୟତ ରହି…

ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ରାଜ୍ୟ ସରକାର ଦେବେ ପ୍ରୋତ୍ସାହନ: ଗଠିତ ହେବ “ବୈଦ୍ୟୁତିକ ଯାନ ପାଣ୍ଠି ‘

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ ଘୋଷିତ ହୋଇଛି ଏବଂ ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ କ୍ରୟ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ୪ ବର୍ଷ ପର୍ଯ୍ୟନ୍ତ ଯୋଗାଇଦେବାକୁ ବ୍ୟବସ୍ଥା କରୁଛନ୍ତି ବୋଲି…

୨୦୧୯ ବର୍ଷ ପାଇଁ ଓଡ଼ିଶା ବନସେବା ପରୀକ୍ଷା ଫଳ ପ୍ରକାଶିତ : ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷୀ ପତି

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବନସେବା ପରୀକ୍ଷାର ଫଳ ପ୍ରକାଶିତ ହୋଇଛିା କୋଭିଡ୍ ପ୍ରଥମ ଏବଂ ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ଫଳ ପ୍ରକାଶନରେ ଅତ୍ୟନ୍ତ ବିଳମ୍ବ ହୋଇଥିଲାା ଖାଲି ପଡ଼ିଥିବା ସମସ୍ତ ୬୭ଟି ପଦବୀକୁ ପୂରଣ କରାଯାଇଛିା ଅଣସଂରକ୍ଷିତ…