ବିଜେପି ଯୁବମୋର୍ଚାର ଦାବୀ ପରେ ଚାରପାଲି ପଞ୍ଚାୟତରେ ଆରମ୍ଭ ହେଲା କୋଭିଡ଼ ଟିକା କରଣ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଚରପାଲି ଗ୍ରାମ ପଞ୍ଚାୟତ ଠାରେ କରୋନା ଟିକା କରଣ ପାଇଁ ବିଜେପି ଯୁବମୋର୍ଚା ପକ୍ଷରୁ ଏସଡିଏମଓଙ୍କ ପାଖରେ ଆବେଦନ କରିଥିଲେ । ଆଜି ପଦ୍ମପୁର ବ୍ଳକ ଚାରପାଲି ଗ୍ରାମପଞ୍ଚାୟତ ଲମ୍ବାରଜୁନା ଠାରେ କୋଭିଡ ଟୀକାକରଣ ଶିବିର ଅନୁଷ୍ଠିତ…

ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀ ଜୟନ୍ତୀରୁ ସାମାଜିକ ସେବା କାର୍ଯ୍ୟକ୍ରମର ଆୟୋଜନ।

ଭୁବନେଶ୍ୱର:-ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଂପ୍ରତି କୋଭିଡ୍ ସଂକ୍ରମଣ କୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ସାମାଜିକ ସେବା କାର୍ଯ୍ୟକ୍ରମ ର ଆୟୋଜନ କରିବ ବିଜୁ ଯୁବ-…

ରାଗିଡି ଗ୍ରାମରେ ୧୦ ଦିନିଆ ଛତୁଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ୍ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ରାଗିଡି ଗ୍ରାମରେ ଗତ ୨୦ ତାରିଖ ଠାରୁ ୧୦ ଦିନଧରି ଚାଲିଥିବା ଛତୁଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଦିନ ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ…

ପୂର୍ବତଟ ରେଳପଥ ମୁଖ୍ୟାଳୟ ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଦୌଡ ଆୟୋଜିତ

ଜାତୀୟ ଏବଂ ଆନ୍ତର୍ଜାତୀୟ ଖେଳାଳିମାନେ ଏହି ଦୌଡରେ ଅଂଶଗ୍ରହଣ କରିଥିଲେ | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଦୋଡ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ | ଭୁବନେଶ୍ୱର : 75 ତମ ସ୍ୱାଧୀନତା ଦିବସ - "ଆଜାଦୀକା ଅମୃତ ମହୋତ୍ସବ" କୁ…

ପଞ୍ଚାୟତ ପ୍ରଶାସନର ଅବହେଳା,୬୯ ବର୍ଷ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ କଳ୍ପନା ସାହୁ ।

ପଦ୍ମପୁର(ଶାସକପ୍ରଶାସକ)- ଷାଠିଏ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ମାନଙ୍କୁ ସରକାର ବାର୍ଦ୍ଧକ୍ୟ ତନିତ ସହାୟତା ଯୋଗାଇ ଦେଇଥାନ୍ତି । ହେଲେ ପଦ୍ମପୁର ବ୍ଳକ ବରିକେଲ ପଞ୍ଚାୟତ ସିଂହନପୁର ଗ୍ରାମର କଳ୍ପନା ସାହୁଙ୍କୁ ୬୯ ବର୍ଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ବାର୍ଦ୍ଧକ୍ଷ ଭତ୍ତା ପାଇ…

ପୁଅମାନଙ୍କ ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରି ମାନେ ପାଳିଲେ ପୁଅଜିଉଁନ୍ତିଆ ପୂଜା

ସୁବର୍ଣ୍ଣପୁର(ନିର୍ମଳ ଅଗ୍ରୱାଲ): ପଶ୍ଚିମ ଓଡ଼ିଶାରେ ଅନେକ ପର୍ବ ପର୍ବାଣୀ ପାଳିତ ହୋଇଥାଏ l ବାର ମାସରେ ତେର ପର୍ବ ମଧ୍ୟରୁ ପୁଅଜିଉଁନ୍ତିଆ ଅନ୍ୟତମ l ପୁଅଜିଉଁନ୍ତିଆ କେବଳ ପୁଅମାନଙ୍କ ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରି ମା ମାନେ ଏହି ବ୍ରତ ବା ଓଷା କରିଥାନ୍ତି l ଏହି ଓଷା ନିର୍ଜଳା ଉପବାସ…

କାର ସହ ଗଂଜେଇ ଜବତ, ତିନି ଗିରଫ

ସୋନପୁର/ ନିର୍ମଳ ଅଗ୍ରୱାଲ : ଆଜି ସନ୍ଧ୍ୟା ରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଅବକାରୀ ବିଭାଗ ଦ୍ୱାରା ଏକ ମାରୁତି ସୁଜୁକି ଅଲ୍ଟୋ କୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ଗଂଜେଇ ଥିବା ଜଣା ପଡିଥିଲା l ଗାଡି ନମ୍ବର ଓଡି 03B5599କୁ ସିଚ କରିବା ସହ ସୋନପୁର ର…

କାର ସହ ଗଂଜେଇ ଜବତ, ତିନି ଗିରଫ

ସୋନପୁର/ ନିର୍ମଳ ଅଗ୍ରୱାଲ : ଆଜି ସନ୍ଧ୍ୟା ରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଅବକାରୀ ବିଭାଗ ଦ୍ୱାରା ଏକ ମାରୁତି ସୁଜୁକି ଅଲ୍ଟୋ କୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ଗଂଜେଇ ଥିବା ଜଣା ପଡିଥିଲା l ଗାଡି ନମ୍ବର ଓଡି 03B5599କୁ ସିଚ କରିବା ସହ ସୋନପୁର ର…

ଅବସର ପରେ ଇଂ ଅନିଲ ସାମଲଙ୍କୁ ଥଇଥାନ : ହେଲେ ସିଡିଏ ଅଧ୍ୟକ୍ଷ

ଭୁବନେଶ୍ୱର : ପୁଣି ଆଉ ଜଣେ ସରକାରୀ ଅଧିକାରୀଙ୍କୁ ଅବସର ପରେ ଉଚ୍ଚ ପଦରେ ଥଇଥାନ କରିଛନ୍ତି ରାଜ୍ୟ ସରକାର | ଥଇଥାନ ହୋଇଥିବା ଅଧିକାରୀ ହେଲେ ଅନୀଲ ସାମଲ । ଶ୍ରୀ ସାମଲଙ୍କ ଭଳି ଦକ୍ଷ ତଥା କାମୀକିଆ ଅଫିସର ଙ୍କ ଦକ୍ଷତାକୁ ଆଧାର କରି ଅବସର ପରେ ବି ତାଙ୍କୁ ସରକାର କଟକ ଉନ୍ନୟନ କର୍ତ୍ତୃପକ୍ଷର…