Sign in
Sign in
Recover your password.
A password will be e-mailed to you.
ବହୁ ବରିଷ୍ଠ ବ୍ୟକ୍ତିଙ୍କ ବିଜେଡ଼ିରେ ଯୋଗଦାନ
ନୂଆଗାଁ/(ସୁବ୍ରତ ପରିଡ଼ା): ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଙ୍କ ଆଦର୍ଶ ,ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ନୂଆଗାଁ ବ୍ଲକ୍ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲମଡ଼ା ଗ୍ରାମ ର ବହୁ ବରିଷ୍ଠ ବ୍ୟକ୍ତି ବିଜେଡ଼ି ରେ ଯୋଗଦାନ…
ନବଜୋତ ସିଦ୍ଧୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବରେ କାର୍ଯ୍ୟ ଜାରି ରଖିବେ !
ଚଣ୍ଡିଗଡ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ମୁଖ୍ୟ ରହିବେ ଏବଂ ଆସନ୍ତା ବର୍ଷ ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେବେ | ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ନବଜୋତ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତାଫା କହିଛନ୍ତି | ସିଦ୍ଧୁ ତାଙ୍କ ଇସ୍ତଫା…
ପୂର୍ବତଟ ରେଳପଥ ୱାଲ ମାଗାଜିନ ‘ଅତସୀ କୁସୁମ’ର ଦେଶପ୍ରେମ ଉତ୍ସାହ ସଂସ୍କରଣ ପ୍ରକାଶିତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ୱାଲ ମାଗାଜିନ ଅତସୀ କୁସୁମର ଦେଶପ୍ରେମ ଉତ୍ସାହ ସଂସ୍କରଣ ଆଜି ପ୍ରକାଶ କରାଯାଇଅଛି | ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏହି ସ୍ୱତନ୍ତ୍ର ସଂସ୍କରଣକୁ ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା…
ପରିବେଶ ନିର୍ମାଣ କାର୍ଯ୍ୟକ୍ରମ ବୈଠକ
ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ସହରର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସରରେ ବ୍ଲକ ସ୍ତରୀୟ ପରିବେଶ ନିର୍ମାଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଗ୍ରାମରୁ ପ୍ରାୟ ୧୦୦ଜଣ ଭିନ୍ନକ୍ଷମ ଶିଶୁଂକ ଅଭିଭାବକ ,ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ଅତିରିକ୍ତ ବ୍ଲକ…
ଗୋଷାଣୀ ବ୍ଲକରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ : ଆମ ହୃତପିଣ୍ଡର ଯତ୍ନ – ଆମ ହାତରେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହାର ଅଧିନସ୍ତ ଗାରାବନ୍ଧ , ଲାବଣ୍ୟଗଡ଼ , ବାଘଶାଳା ପ୍ରଭୃତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ…
ରାୟଗଡ ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆରମ୍ଭ
ଶିଶୁ ମାନଙ୍କ ପାଇଁ ସମସ୍ତ କାର୍ଯ୍ୟକ୍ରମ ‘ପ୍ରଚେଷ୍ଟା’ ବାନରରେ ହେବ
ସମସ୍ତ ଶିଶୁ ନିୟମିତ ବିଦ୍ୟାଳୟ ଯିବେ, ଶିଶୁ ନିଜେ ଦକ୍ଷ ହେବେ ଓ କମ ବୟସରେ ବାହାଘର ନ କରାଇବା ପାଇଁ ଜିଲ୍ଲା ସ୍ତରରେ ସମୀକ୍ଷା ବୈଠକ
• ସମସ୍ତ ଗ୍ରାମରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ମିଳିତ ଶପଥ ପାଠ କରାଯିବ•…
ପିଏମ୍ ପୋଷଣ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
"୧.୩୧ ଲକ୍ଷ କୋଟି ବ୍ୟୟରେ ପିଏମ୍ ପୋଷଣ ଯୋଜନାରେ ୧୧.୨୦ ଲକ୍ଷ ସ୍କୁଲର ୧୧.୮୦ କୋଟି ଛାତ୍ରଛାତ୍ରୀ ହେବେ ଉପକୃତ"
ନୂଆଦିଲ୍ଲୀ - ପୋଷଣର ବିକାଶ, ଶିକ୍ଷା ତଥା ପାଠପଢ଼ାକୁ ପ୍ରୋତ୍ସାହନ, ବିଦ୍ୟାଳୟରେ ନାମଲେଖା ବୃଦ୍ଧି, ପିଲାଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ…
ପଲ୍ଲବୀ ରାନୀ ରାଜ ରାଜବୋଡାସମ୍ବର ବ୍ଲକର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ
ପଦ୍ମପୁର(ଶାସକ ପ୍ରଶାସକ)-ଓଡିଶା ସରକାର ଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପତ୍ର ସଂଖ୍ୟା ୧୬୭୫୦ ଅନୁସାରେ ପଦ୍ମପୁର ରାଜବୋଡାସମ୍ବର ବ୍ଲକ ର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗଦେବେ ପଲ୍ଲବୀ ରାନୀ ରାଜ ସେ ଏବେ କୋଇଡା ବିଡ଼ିଓ ଭାବରେ କାର୍ଯ୍ୟରତ ଅଛନ୍ତି । ସେହିପରି…