ପାସେଞ୍ଜର ଆମିନିଟି କମିଟି ପରିଦର୍ଶନ କଲେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ବିଭିନ୍ନ ରେଲୱେ ଷ୍ଟେସନ

ଭୁବନେଶ୍ୱର (ଶାସକ ପ୍ରଶାସକ) : ସାତ ଜଣ ସଦସ୍ୟ ବିଶିଷ୍ଟ ରେଳ ବୋର୍ଡର ପାସେଞ୍ଜର ସୁବିଧା କମିଟି (PAC) ଚଳିତ ମାସ 27 ତାରିଖ ଠାରୁ ତିନିଦିନିଆ ଗସ୍ତ ରେ ଆସି 29 ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ର ବିଭିନ୍ନ ରେଳ ଷ୍ଟେସନ ନିରୀକ୍ଷଣ କରିଛନ୍ତି । ଏହି କମିଟିର ସଦସ୍ୟ ଶ୍ରୀ…

ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ୨ ଗିରଫ ।

 ପଦ୍ମପୁର ଉଦ୍ଦିପକ ଇଣ୍ଡେନର ଜଣେ ପୂର୍ବତନ କର୍ମଚାରୀ ସମ୍ପୄକ୍ତ । ପଦ୍ମପୁର(ଶାସକପ୍ରଶାସକ)-ଆଜି ପଦ୍ମପୁର ରଜାପଡାର ନବକିଶୋର ସାହୁ ତାଙ୍କ ଘରୁ ଗୋଟିଏ ଅଜଣା ଯୁବକ ଗୋଟିଏ ଇଣ୍ଡେନ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ । ଯୁବକ ବିଷୟରେ ଅଧିକ ପଚାରିବାରୁ…

ଉତ୍କଳ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳିତ

ସଚେତନତା ସୃଷ୍ଟି ଲାଗି ଆୟୋଜିତ ୱାକାଥନ୍‌ରେ ୫୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ଭୁବନେଶ୍ୱର (ଚକ୍ରଧର ମାଝୀ) : ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଉତ୍କଳ ହସ୍ପିଟାଲ୍‌, ଭୁବନେଶ୍ୱର ପକ୍ଷରୁ ହୃଦରୋଗ ଉପରେ ସଚେତନତା ସୃଷ୍ଟି କରିବା ଲାଗି ବିଶ୍ୱ ହୃଦୟ ଦିବସ…

ଏକଦିବସୀୟ ଜିଲ୍ଲା ସ୍ତରୀୟ କବାଡି ଖେଳ ଉଦଯାପିତ : ଲୋଇସିଂହା ଦଳ ବିଜୟୀ

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖେଳପଡିଆରେ ଏକଦିବସୀୟ କବାଡି ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ମୋଟ ୧୦ ଗୋଟି ଦଳ ଭାଗ ନେଇଥିଲେ ! ଇତିମଧ୍ୟରେ ଲୋଇସିଂହା ଓ ବେଲପଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ! ଏହି…

ରବିବାର ଦିନ ପଦ୍ମପୁରରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ । ସ୍ବାସ୍ଥ୍ୟ ଭଲ ଥିଲେ ସବୁ ଭଲ । ସ୍ବାସ୍ଥ୍ୟ ଠିକ ଥିଲେ କାମରେ ତଥା ପାଠ ପଢାରେ ମଧ୍ୟ ମନ ଲାଗିଥାଏ । 'ସ୍ବାସ୍ଥ୍ୟ ହିଁ ସମ୍ପଦ' ବାର୍ତ୍ତା ନେଇ ପଦ୍ମପୁର ସହରର ଓ୍ବିନର ବ୍ରାଇଟ ଫ୍ୟୁଚର ସ୍କୁଲ ଆନୁକୂଲ୍ୟରେ ଆସନ୍ତା ତା…

ପୁଣି ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା, ରାସ୍ତା ନଥିବାରୁ ପହଞ୍ଚିପାରିଲାନି ୧୦୮ ଏମ୍ବୁଲାନ୍ସ୍।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାଜ୍ୟ ସରକାର ମା ଏବଂ ଗର୍ଭବତୀ ତଥା ଶିଶୁ ଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା କହୁଥିବା ବେଳେ ଏ ସମସ୍ତ ଯୋଜନା ଅନେକ ସ୍ଥାନରେ କେବଳ କାଗଜ କଲମରେ ସୀମିତ | ତାହା ରାୟଗଡା ଜିଲ୍ଲା ରେ ଘଟୁ ଥିବା ଗର୍ଭବତୀ ଙ୍କୁ ଖଟିଆ ରେ ବୁହା ହେବା ଏବଂ ନଦୀ ପାର ହୋଉ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ-କାର୍ଡ ନିମନ୍ତେ ଜିଲ୍ଲାବ୍ୟାପୀ ୯ ଟି ସଚେତନତା ପ୍ରଚାର ଅଭିଯାନ ରଥର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ-କାର୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ହିତାଧିକାରୀ ମାନଙ୍କୁ…

ଗୁଲାବ ବାତ୍ୟା ପ୍ରଭାବରେ ଗୁଣୁପୁର ମଙ୍ଗଳ ଗୁଡା ଗ୍ରାମର ପନ୍ଦର ପରିବାରର ଛାତ ଉଡିଲା |

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ- ଗତ କାଲିର ଗୁଲାବ ବାତ୍ୟାର ପ୍ରଭାବରେ ରାୟଗଡ ଜିଲ୍ଲା ଗୁଣପୁର ସଦର ପଂଚାୟତ ସମିତି ଅଧୀନରେ ଥିବା ମରମା ପଂଚାୟତର ମଙ୍ଗଳଗୁଡା ଗ୍ରାମର ପନ୍ଦରଟି ଘର ର ଟିଣ ପବନରେ ଉଡ଼ିଗଲା ଏବଂ ବର୍ଷା ଯୋଗୁଁ କାନ୍ତ ମଧ୍ୟ ପଡିଗଲା | ସେହି ପନ୍ଦରଟି ଘର ର ସମସ୍ତ ପରିବାର…

କବିବର ରାଧାନାଥ ରାୟ ଥିଲେ ଜନମାନସର କବି:ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ୧୭୪ ତମ ଜୟନ୍ତି ଉତ୍ସବ ଭୁବନେଶ୍ୱର ପିଏମଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡଃ ମିନତୀ…

ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟରେ ଇ.ସି.ଇ ବିଭାଗର ଦୁଇଦିନିଆ କର୍ମଶାଳା ଉଦଘାଟିତ

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ-ସ୍ଥାନୀୟ ଜି .ଆଇ. ଇ. ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରର ଇଲୋକୋଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନ ଇଂଜିନିରଂ ବିଭାଗ ପକ୍ଷରୁ ଫୁଲ କଷ୍ଟମ ଡିଜିଇନ ଫ୍ଲୋ ଏଣ୍ଡ ସେମି କଷ୍ଟମ ଡିଜାଇନ ଫ୍ଲୋ ସମ୍ପର୍କୟ ଦୁଇ ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ…