Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୂର୍ମୁଙ୍କ ସ୍ମୃତିରେ ରକ୍ତ ଦାନ ଶିବିର
ବରଗଡ :- ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୂର୍ମୁ ଙ୍କ ସ୍ମୃତିରେ ଏକ ରକ୍ତ ଦାନ ଶିବିର କରି ଜାତୀୟ ରକ୍ତ ଦାନ ଦିବସ ପାଳନ କଲା ନିଷ୍ଠା ପରିବାର। ଏଥିରେ ମୁଖ୍ୟ ଅତିଥି ଭାବରେ ପାର୍ବତୀ ଗିରି ବୃଦ୍ଧାଶ୍ରମ ର ମୁଖ୍ୟ ଜଳନ୍ଧର ପଟେଲ,ତାଙ୍କ ପତ୍ନୀ ଓ…
ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସର୍ବପ୍ରଥମେ ଗାନ୍ଧିଛକ ଠାରେ ଗୌରହରି ପାଠାଗାରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ…
ଜେଏସଏମ, କଲେଜରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜେ .ଏସ. ଏମ, କଲେଜରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି । ବଲାଙ୍ଗୀର ସହରମଧ୍ୟରେ ଥିବା ଯେ,ଏସ,ଏମ,ବାଣିଜ୍ୟ ବିଭାଗ କଲେଜରେ ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋରେ ନାଟ୍ୟ ଭୂଷଣ ଶ୍ରୀ ଜଗଦାନନ୍ଦ ଖୁରିଆ,…
ଗାନ୍ଧୀମୂର୍ତ୍ତିରେ ମାଲ୍ୟାର୍ପଣ
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କୁଚିଣ୍ଡା କଳାପରିଷଧସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲାl ସମାଜସେବୀ ପ୍ରକାଶ ଚନ୍ଦ୍ର ଶର୍ମା ଓ ଅନ୍ୟ ସମାଜସେବୀ ବୃନ୍ଦ ମାଲ୍ୟାର୍ପଣ କରି ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନିରବ…
ଜୁଆ ଆଡା ଉପରେ ଚଢାଉ: ୧୫ ଜୁଆଡି ଗିରଫ।
୧୨ ଟି କାର ଗୋଟିଏ ଅଟୋ ସହ ୨.୨୫ଲକ୍ଷ ଟଙ୍କା ଜବତ
ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ : ରାୟଗଡ଼ା ଜିଲା ଗୁଣପୁର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପାରେ ଅତର୍କିତ ଚଢାଉ କରାଯାଇଥିଲା । ଗୁଣୁପୁର ସହର ରେଗେଡା ଗ୍ରାମ ନିକଟ ଏକ କାଜୁ ଜଂଙ୍ଗଲରେ ଜୁଆଡିମାନେ ଜୁଆ ଖେଳୁଥିବା ବେଳେ…
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ “ନିୟତି” ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ନିୟତି" ଭିନ୍ନକ୍ଷମ ସେବା ଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଶିଶୁଙ୍କର ସୁସ୍ଥ ଶରୀର ସେବା ପାଇଁ ଭୌତିକ ଚିକିତ୍ସାର ପ୍ରୟୋଗ ବିଧି ଗୁରାଣ୍ଡି ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ ଠାରେ ଏକ କର୍ମଶାଳା ଅନୁଷ୍ଠିତ…
ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ସର୍ବଭାରତୀୟ ସ୍ତରରେ ଗଜପତି ଜିଲ୍ଲା ପ୍ରଥମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୧୮ ରୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ୧୧୨ ଗୋଟି ଜିଲ୍ଲା ମଧ୍ୟରେ ବିଭିନ୍ନ ବିଭାଗ ତଥା ସ୍ୱାସ୍ଥ୍ୟ ଓ ପୋଷଣ , ଶିକ୍ଷା , କୃଷି ଓ ଜଳସମ୍ପଦ , ମୌଳିକ ଭିତ୍ତିଭୂମି ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ…
‘ମୋ ଖତ’ କାର୍ଯ୍ୟକ୍ରମକୁ ଏଏମ୍/ଏନ୍ଏସ୍ ଇଣ୍ଡିଆର ସହଯୋଗ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ \ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା “ମୋ ଖତ” କାର୍ଯ୍ୟକ୍ରମକୁ ଆର୍ସେଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ), ଓଡିଶା ଅପରେସନ ନିଜର ସହଯୋଗର ହାତ ବଢାଇଛି । ଏହି କ୍ରମରେ ପାରାଦ୍ୱୀପ ମ୍ୟୁନିସିପାଲିଟିକୁ…
“ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବନାହିଁ”
ନିରଞ୍ଜନଙ୍କୁ ପ୍ରତିଶ୍ରୁତି ଦେଲେ ଝାଡ଼ଖଣ୍ଡର ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା |
ଝାରଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା…
ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ ଘଟଣାର ଘୋର ନିନ୍ଦା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ
ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଜରୁରୀ ବୈଠକ
ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) - ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଏକ ଜରୁରୀ କାଳୀନ ବୈଠକ ଖପ୍ରାଖୋଲ ବ୍ଳକ କୁସୁମ କାନୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ! ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ୱରେ…