Sign in
Sign in
Recover your password.
A password will be e-mailed to you.
କରୋନା ମୁକାବିଲା ପାଇଁ ଦିଆଯାଇଥିବା କେନ୍ଦ୍ରୀୟ ଅନୁଦାନକୁ ଦଳୀୟ ସ୍ୱାର୍ଥରେ ବ୍ୟବହାର ଜନବିରୋଧୀ କାର୍ଯ୍ୟ : ଦିଲୀପ…
ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୨୦ ଅଗଷ୍ଟ ୧୫ ତାରିଖର ଅଭିଭାଷଣରେ ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ଯୋଜନା ସାରା ଦେଶରେ ଲାଗୁ ହେବ ବୋଲି ଘୋଷଣା କରିଥିଲେ ଏବଂ ଆୟୁଷ୍ମାନ ଯୋଜନା ମାଧ୍ୟମରେ ଡିଜିଟାଲ୍ ହେଲ୍ଥ କାର୍ଡ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରତ୍ୟେକ…
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉଚ୍ଚ କ୍ଷମତା ସମ୍ପନ୍ନ ପେଟ-ସିଟି ସ୍କାନ ସେବାକୁ ବର୍ଷେ ପୂରିଲା
ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାରର ନୁ୍ୟକ୍ଲିୟର୍ ମେଡିସିନ୍ ବିଭାଗ ଓ ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ପେଟ୍-ସିଟି ସ୍କାନ୍ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ ବର୍ଷ ପୂରଣ କରିଛି । ଗୋଟିଏ ବର୍ଷ ଭିତରେ ସହରରେ ସବୁଠାରୁ ଅଧିକ ସଂଖ୍ୟକ ପେଟ-ସିଟି ସ୍କାନ୍ କରି…
ଶପଥ ନେବା ପୂର୍ବରୁ ବୈଜୟନ୍ତଙ୍କ ମାର୍ଗଦର୍ଶନ ଲୋଡ଼ିଲେ ସୋନୋଓ୍ବାଲ
ଭୁବନେଶ୍ବର/ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଏହା ପୂର୍ବରୁ ସେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି। ଏଥିସହ ଶପଥ ଗ୍ରହଣ ପୂର୍ବରୁ ଶ୍ରୀଯୁକ୍ତ…
ସମାଜସେବୀ ସ୍ଵର୍ଗତ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ।
ଭଦ୍ରକ, ବ୍ଲକ(ସୀତାକାନ୍ତ ପାଢ଼ୀ)- : ଭଦ୍ରକ ପୌରପାଳିକାର ୪ନଂ ପୂର୍ବତନ କାଉନସିଲର ଉର୍ମିଳା ଚୌଧୁରୀଙ୍କ ଏକମାତ୍ର ଭାଇ ତଥା ସମାଜସେବୀ ୰ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଚରମ୍ପା (ଡଗରା ସାହି) ସ୍ଥିତ ନିଜ ବାସଭବନରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।…
ଉପଭୋକ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଉପଭୋକ୍ତା ସଚେତନତା ପାଇଁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ , ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ୱେବିନାର ମାଧ୍ୟମରେ ଏକ ଗ୍ରାହକ ସଚେତନତା କାର୍ମଶାଳା ଆୟୋଜନ କରାଯାଥିଲା। ଏହି ସଚେତନତା କର୍ମଶାଳାରେ…
ଗାଇସିଲାଟ ଥାନା ଅଂଚଳରେ କଙ୍ଗାରୁ କୋର୍ଟ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ସୀମାନ୍ତବର୍ତ୍ତୀ ଗାଇସିଲାଟ ଥାନା ଅଂଚଳରୁ ଆସିଛି ଏକ କଙ୍ଗାରୁ କୋର୍ଟର ଦୃଶ୍ୟ । ଯେଉଁଠି ଚାରି ଜଣ ଯୁବକଙ୍କୁ ଚୋରି ଅଭିଯୋଗରେ ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧିବା ସହ ସେମାନଙ୍କ ହାତକୁ ବାନ୍ଧି ଗାଁ ଦାଣ୍ଡରେ ବୁଲା ଯାଉଥିବାର ଭିଡିଓ ସାମନାକୁ…
ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ : ଦୁର୍ବୃତ୍ତମାନେ ଲୁଟିନେଲେ ମୋବାଇଲ
ବଲାଙ୍ଗୀର / ନିରୋଜ ମିଶ୍ର : ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋର୍ ୫ ଟା ସମୟରେ ସ୍ଥାନୀୟ ଡେଲ୍ଟା ସ୍କୋୟାର୍ ଅଞ୍ଚଳରେ ସାମ୍ବାଦିକ ଶ୍ରୀ ଭଞ୍ଜ ପ୍ରାତଃ ଭ୍ରମଣ କରୁଥିବା ବେଳେ ଦୁର୍ବୃତ୍ତ ମାନେ ଲୁହା ଛଡ…
ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହେଲା ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ
ସୋନପୁର/ ନିର୍ମଳ ଅଗ୍ରୱାଲ : ରାଜ୍ୟ ଯୋଜନା, ସଂଯୋଜନ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା 21 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିରାମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପ୍ରଶାସନିକ ବିଭାଗର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହାସହିତ ଫ୍ରିଜର ବ୍ୟବସ୍ଥା ଥିବା ଶବ…
ଶ୍ୟାମ ମେଟାଲିକ୍ ପ୍ଲାଣ୍ଟରେ ଗୁଳିକାଣ୍ଡ : ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ
ସମ୍ବଲପୁର(ସ୍ୱତନ୍ତ୍ର ପ୍ରତିନିଧି) : ସମ୍ବଲପୁର ରେଙ୍ଗାଲି ଥାନା ଶ୍ୟାମ ମେଟାଲିକ୍ ପ୍ଲାଣ୍ଟରେ ଫାୟାରିଂ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକ ଜଣକ ଝାରସୁଗୁଡା ଲହଣ୍ଡାବୁଡ ଗ୍ରାମର ବେଙ୍ଗଡୁରୁ ଭୂୟାଁ ବୋଲି ଜଣାପଡିଛି । ସୂଚନା…
ଚୋରି ହୋଇଯାଇଥିବା ସୁନା, ରୂପା ପୋଲିସ ଦ୍ୱାରା ଫେରସ୍ତ ପାଇଲେ ଘରଲୋକ ।
ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ):-ଘରୁ ଚୋରି ହୋଇଯାଇଥିବା ସୁନା, ରୂପା ସାମଗ୍ରୀ କୁ ପୁଣି ଫେରି ପାଇଲେ ଘର ଲୋକ. ଚୋରି ହୋଇଯାଇଥିବା ସାମଗ୍ରୀ ଗୁଡିକ ପୋଲିସ ତରଫରୁ ଘର ଲୋକ ମାନଙ୍କୁ ଦିଆଯାଇଛି . ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ରୂପା କୁ ପୋଲିସ ଉଦ୍ଧାର କରି ଆଜି…