ସମ୍ ଡାକ୍ତରଙ୍କୁ ଗୁରୁ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର ଶିବ ପ୍ରସାଦ ଦଳାଇଙ୍କୁ ‘ଗୁରୁ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି ।ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ର ୧୦୨ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଆୟୋଜିତ…

ଇଏସଡ଼ିଏ ପରିବେଶ ଉତ୍କର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏନଭାଇରନମେଣ୍ଟ ଆଣ୍ଡ ସୋସିଆଲ୍ ଡେଭଲପମେଣ୍ଟ ଆସୋସିଏସନ୍ (ଇଏସଡ଼ିଏ ) ପକ୍ଷରୁ ଆୟୋଜିତ ଇଏସଡ଼ିଏ ପରିବେଶ ଉତ୍କର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ପ୍ରଫେସର…

ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶ୍ରୀ ଜଳଦ କୁମାର ତ୍ରିପାଠୀଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶ୍ରୀ ଜଳଦ କୁମାର ତ୍ରିପାଠୀ ଆଜି ଶପଥ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ରାଜ ଭବନର ଅଭିଷେକ ହଲ ଠାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ  ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ…

ଗଳ୍ପ ସଂକଳନ “ସାଉଁଟା ସ୍ମୃତିର ସ୍ୱପ୍ନ ” ଲୋକାର୍ପିତ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ସରକାରୀ ବାସଭବନରେ କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଯୁବଲେଖିକା ସୁଶ୍ରୀ ସୁଚିତ୍ରା ବେହେରାଙ୍କ ଦ୍ୱାରା ରଚିତ ଗଳ୍ପ ସଂକଳନ "ସାଉଁଟା ସ୍ମୃତିର…

ଭଦ୍ରକରେ ଉର୍ଦୁ ଏକାଡେମୀ ଦ୍ଵାରା ରାଜ୍ୟ ସ୍ତରୀୟ ଉର୍ଦୁ ପ୍ରବନ୍ଧ ପ୍ରତିଯୋଗିତା ।

ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ :, ରାଜ୍ୟର ଦ୍ଵିତୀୟ ବୃହତ୍ତମ ଭଦ୍ରକ କଲେଜରେ ଆଜି ଓଡିଶା ଉର୍ଦୁ ଏକାଡେମୀ ତରଫରୁ ରାଜ୍ୟ ସ୍ତରୀୟ ଉର୍ଦୁ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଂପାଦକ ଡଃ ମୁସିର ଅଲମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର…

ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି : ଆଉ ୪ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

୧୨୨ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ପାଇଲେଣି ବାଧ୍ୟତାମୂଳକ ଅବସର ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ…

୨୧୬ ପୋଲିସ ଫାଣ୍ଡି ଦାୟିତ୍ୱ ରେ ରହିବେ ସଵ୍ ଇନ୍ସପେକ୍ଟର ।

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍‌ଇନ୍‌ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ…

ବିଭିନ୍ନ ସମସ୍ୟା କୁ ନେଇ ପ୍ରଶାସନ କୁ ସାମ୍ବାଦିକ ସଙ୍ଘର କଡା ଚେତାବନୀ

ସାମ୍ବାଦିକ ସଙ୍ଘ ସପକ୍ଷରେ ନାଗରିକ କମିଟି ଓ ବଣିକ ସଙ୍ଘ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟତଃ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଆସ୍ଥାନ ପାଇଁ ବିଶ୍ୱରେ ପ୍ରସିଦ୍ଧ । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଓ ନୂଆପଡା କୁ ସଂଯୋଗ କରୁଥିବା ରାଜ୍ୟ ସରକାର ଙ୍କର ବିଜୁ ଏକ୍ସପ୍ରେସ ୱେ ପାଇକମାଲ…

ମାଲକାନଗିରିର ମାଥିଲିଠାରେ ଜେ.ଏମ୍.ଏଫ୍.ସି କୋର୍ଟ ଉଦ୍ଘାଟିତ

ଭୁବନେଶ୍ୱର; ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ୍. ମୂରଲୀଧର ଆଜି ଭର୍ଚୁଆଲ ମାଧ୍ୟମରେ ମାଲକାନଗିରି ଜିଲ୍ଲାର ମାଥିଲିଠାରେ ପ୍ରଥମ ଶ୍ରେଣୀ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟ (ଜେ.ଏମ୍.ଏଫ୍.ସି) ଉଦ୍ଘାଟନ କରିଛନ୍ତିା ଏହି ଭର୍ଚୁଆଲ ଉଦ୍ଘାଟନ ଅବସରରେ ଓଡ଼ିଶା ହାଇକୋର୍ଟର…

ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁ ଙ୍କ ନିଆରା ଅନ୍ଦାଜ ରେ ଶିକ୍ଷାଦାନ ।

ପଦ୍ମପୁର(ଶାସକପ୍ରଶାସକ)-ଚକାଚକ୍ ସ୍କୁଲ,ଚକାଚକ୍ ଖେଲପଡିଆ ଉଚ୍ଚ ମାନର ଶିକ୍ଷା ବ୍ୟବସ୍ଥା ଫାଇବଟି ଅଧିନରେ ଗାଇସିଲେଟ ବ୍ଲକ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟ ରୁପାନ୍ତର ହୋଇଛି। ସ୍ମାର୍ଟ୍ କ୍ଳାସ,ଇ-ଲାବ୍ରୋଟାରୀ, ଆଧୁନିକ ବିଜ୍ଞାନଗାର।ଆଗ ରୁ ଆବଦ୍ଧ ଶ୍ରେଣୀ କୋଠରୀ ରେ ଛାତ୍ର ଛାତ୍ରୀ…