ଖୋର୍ଦ୍ଧା/ରବି ନାରାୟଣ ସାହୁ- ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (୧୫-୧୮)ବର୍ଷର ପିଲା ମାନକୁ ଟୀକାକରଣର ଶୁଭ ଉଦଘାଟନ କଲେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସା ଳୟ ଅଧିକାରୀ ଡା ଆର୍ତ୍ତ ବନ୍ଧୁ ନାୟକ ଦ୍ୱାରା କରାଗଲା।ଖୋର୍ଦ୍ଧା ଜିଲ୍ଲାର ମୋଟ ୫୭୨୯୦ଜଣ ଶିଶୁ ଙ୍କୁ କଭାସ୍କିନି ଟୀକା ଦେବା ପାଇଁ ଲକ୍ଷ ରଖାଯାଇଛି।ଆଜି ୧୩ଗୋଟି ଟୀକା କରଣ କେନ୍ଦ୍ର ଖୋଲା ଯାଇ୨୫୪୦ ଜଣକୁ ଟୀକା ପ୍ରଦାନ କରାଯାଇଛି। କୋୖଣସି କେନ୍ଦ୍ର ରେ ବିଶୃଙ୍ଖଳା ସୃଷ୍ଟି ହୋଇ ନାହିଁ ଓ ପିଲା ମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇ ନାହିଁ ।ଟୀକାକରଣ କୁ ସଫଳ କରିବା ପାଇଁ ଜିଲ୍ଲା ପରିବାର କଲ୍ୟାଣ ଓ ଟୀକା କରଣ ଅଧିକାରୀ ଡା ରଘୁନାଥ ନାୟକ ଓ ଜିଲ୍ଲା ଜନ ସ୍ଵାସ୍ଥ୍ୟ ସଂଚାରଣ ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଟୀକାକରଣ କାର୍ଯ୍ୟର ତାଦରଖ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post