ପଦଯାତ୍ରାରେ ସଚେତନତା ବାର୍ତ୍ତା ବାଣ୍ଟିଲା ‘ସମାଜ’

ଭୁବନେଶ୍ବର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ‘ସମାଜ’ର ୧୦୨ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀରେ କରୋନା ସଚେତନତା ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟବାସୀଙ୍କ ଆଶୀର୍ବାଦ ଓ…

ଓଡିଶାରେ ବାତ୍ୟା ଗୁଲାବ ଯୋଗୁଁ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଏସବିଆଇ ଜେନେରାଲ ଇନସୁରେନ୍ସ ଏକ ପାଦ ଆଗକୁ…

ଭୁବନେଶ୍ୱର:ଓଡିଶାରେ ବାତ୍ୟାା ଗୁଲାବ ଯୋଗୁଁ ସେମାନଙ୍କର ପ୍ରଭାବିତଗ୍ରାହକଙ୍କ ପାଇଁ ଏସବିଆଇ ଜେନେରଲ ଇନସୁରେନ୍ସ ଏକ ପାଦ ଆଗକୁ ବଢାଇଛି । କୋରାପୁଟ, ରାୟଗଡା, ଗଞ୍ଜାମ, ମାଲକାନଗିରି ଏବଂ ଗଜପତି ଅଞ୍ଚଳରେ ଏହା ସାଧାରଣଜୀବନ ଯାତ୍ରାକୁ ବ୍ୟାହତ କରିଛି । ରାଜ୍ୟରେ ‘ୟାସ’ ତାଣ୍ଡବ ଲୀଳା…

ଏଣିକି ଦିବ୍ୟାଙ୍ଗ ମାନଙ୍କୁ ବସରେ ମିଳିବ ରିହାତି; ଜିଲ୍ଲାପାଳ ବାଣ୍ଟିଲେ ପାସ

ପୁରୀ/ ଅନିମେଷ ପଟ୍ଟନାୟକ: ଦିବ୍ୟାଙ୍ଗ ମାନଙ୍କୁ ଏଣିକି ବସରେ ମିଳିବ ରିହାତି । ଏନେଇ ଏକ ବିଶେଷ ପାସ ଦିବ୍ୟାଙ୍ଗ ମାନଙ୍କୁ ବାଣ୍ଟିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ୨୪ ଜଣ ଦିବ୍ୟାଙ୍ଗ ମାନଙ୍କୁ ବସ ପାସ ବଣ୍ଟନ କରାଯାଇଛି । ୬୦ ଭାଗରୁ ଅଧିକା…

ପୁନଃ ନିଯୁକ୍ତି ଦାବିରେ କେନ୍ଦୁପତ୍ର ଓ୍ବାଚର କର୍ମଚାରୀଙ୍କ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ।

ପଦ୍ମପୁର(ଶାସକପ୍ରଶାସକ)-ପୁନଃ ନିଯୁକ୍ତି ଦାବିରେ ମୁହଁରେ ମାକ୍ସ ଓ ସାମାଜିକ ଦୂରତା ରକ୍ଷା କରି କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପଦ୍ମପୁରଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦୁପତ୍ର ୱାଚର ସଙ୍ଘ ପକ୍ଷରୁ ଆମରଣ ଅନଶନରେ ବସିଛନ୍ତି ଦୁଇ ଜଣ କର୍ମଚାରୀ ଓ ତାଙ୍କୁ ସମର୍ଥନ ଜଣାଉଛନ୍ତି ଅନ୍ୟାନ୍ୟ…

ଗୁଣୁପୁର ଅବକାରି ଚଢ଼ାଉ ୧୫୦ କେଜି ଗଞ୍ଜେଇ ସହ ୧ ଗିରଫ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଜିଲ୍ଲା ଗୁଣପୁର ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳୁ ପେଟ୍ରୋଲିଂ କରୁଥିବା ସମୟ ରେ ବିଶେଷ ସୂତ୍ରରୁ ଖବର ପାଇ ଗୁଣପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧୁକାରୀ ଶ୍ରୀ ହିତାସୁ ଶେଖର ମଲ୍ଲିକ ଙ୍କ ନେତୃତ୍ବ ରେ ପଦ୍ମପୁର ଅଧୁସୁ ପରିମା ଗ୍ରାମ ର ରଘୁନାଥ ମାଝି…

ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ନିର୍ମାଣ ଏବଂ ମରାମତି କାମରେ ଅନିୟମିତତା !

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡାଡାମାହା (ମାଲାଙ୍ଗସୁଗା) ଛକ ଠାରୁ ମାଲାଙ୍ଗସୁଗା ଗ୍ରାମ ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ନିର୍ମାଣ ଏବଂ ମରାମତି କାମରେ ଅନିୟମିତତା ହୋଇ ଥିବା ଅଭିଯୋଗ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା:ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଜପତି ମୋ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ - ମୁଖ୍ୟମନ୍ତ୍ରୀ ଜିଲ୍ଲାର ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ…

ଅନ୍ଧାରରେ ସର୍ଗିବାହାଲ, ୪ମାସ ହେଲାଣି ଜଲୁନି ଷ୍ଟ୍ରିଟ ଲାଇଟ ।

ଲାଇଟ ଜଲିଲା ବିଲ ହେଲା,ଆଗକୁ ଲାଇଟ ଜଲୁଛି ନା ନାହିଁ ସେ କଥା ତମେ ବୁଝ !! ପଦ୍ମପୁର (ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମରେ ୧୦ ଗୋଟି ଷ୍ଟ୍ରିଟ ଲାଇଟ ଲାଗିଥିଲା କିନ୍ତୁ ମାତ୍ର ୧୫-୨୦ ଦିନ ଜଲିଲା ପରେ ସବୁତକ ଲାଇଟ ବନ୍ଦ ହେଇଯାଇଛି । ଦିର୍ଘ ୪ ମାସ ହେବ ଲାଇଟ…

ଇ- ଶ୍ରମ କାର୍ଡ ପାଇଁ ୫୦ ରୁ ୧୦୦ ତଣ୍ଡ ଗଣୁଛନ୍ତି ଶ୍ରମିକ !

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ଏବେ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ଇ- ଶ୍ରମ କାର୍ଡ କରୁଛନ୍ତି, ଏବଂ ଏହାକୁ ଗ୍ରାମ ଅଞ୍ଚଳରେ ଥିବା ଜନସେବ କେନ୍ଦ୍ର ମାନଙ୍କରେ ବିନାମୂଲ୍ୟରେ କରିବା ପାଇଁ କୁହାଯାଇଛି | ଏଥିପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ଇ- ଶ୍ରମ କାର୍ଡ ପିଛା ନିର୍ଦ୍ଦିଷ୍ଟ…