“ମୋ କଲେଜ ଅଭିଯାନ” ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶତାୟୁ ମହାବିଦ୍ୟାଳୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ "ମୋ କଲେଜ ଅଭିଯାନ" କାର୍ଯ୍ୟାଳୟ ସଭାଗୃହ ଠାରେ "ମୋ କଲେଜ" ଅଭିଯାନର ଏକ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

୨୧ ମାସର ଶିଶୁର ଛାତିରୁ ୫୦୦ ଗ୍ରାମର ଟ୍ୟୁମର

ଅସ୍ତ୍ରୋପଚାର କରି ବାହାର କଲେ ସମ୍ ସର୍ଜନ ଭୁବନେଶ୍ୱର,: ୨୧ ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସର୍ଜନମାନେ ।ସାଢେ଼ ୮ କେଜି ଓଜନର ଏହି ଶିଶୁ ପୁତ୍ରଟିର ଗତ ୭- ୮ ମାସ…

ଲଖିମପୁର ଯିବାକୁ ରାହୁଲଙ୍କୁ ଅନୁମତି ଦେଲେନି ଯୋଗୀ ସରକାର

ଉତ୍ତରପ୍ରଦେଶ: ରାହୁଲଙ୍କୁ ଲଖିମପୁର ଆସିବାକୁ ମିଳିଲାନି ଅନୁମତି । ମଙ୍ଗଳବାର ବିଳମ୍ବିତ ରାତିରେ ଯୋଗୀ ସରକାର ରାହୁଲଙ୍କ ଲଖିମପୁର ଖେରା ପରିଦର୍ଶନକୁ ମନା କରିଛନ୍ତି । ଗତ ରବିବାର ହିଂସା ପରେ ସେଠାରେ ୧୪୪ ଧାରା ଲାଗିଥିବାରୁ ରାହୁଲଙ୍କୁ ବାରଣ କରାଯାଇଥିବା ଉତ୍ତରପ୍ରଦେଶ ସରକାର ତରଫରୁ…

ଆଜିବି ଡିଜିଟାଲ ସେବା ପାଇବାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜିବି ଡିଜିଟାଲ ସେବା ପାଇବାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମ I ଯାହା ପାଇଁ ଅନଲାଇନ ମାଧ୍ୟମରେ ଶିକ୍ଷା ଲାଭ କରିବାରୁ ବଞ୍ଚିତ ଅନେକ ଛାତ୍ରଛାତ୍ରୀ I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ…

ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି କୋଚରେ ପରିଣତ କରାଯାଉ – ଧର୍ମେନ୍ଦ୍ର…

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର ନୂଆଦିଲ୍ଲୀ/ଭୁବନେଶ୍ୱର– ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ…

ପାରଳା ନଗର କଂଗ୍ରେସ ସଭାପତି ଭାବେ ମନୋଜ କୁମାର ସାହୁ ମନୋନୀତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ ଜିଲ୍ଲା କଂଗ୍ରେସ କମିଟି ଘୋଷଣା କରିଛନ୍ତି ଏହି ନୂଆ କମିଟିରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ କନିଷ୍ଠ ପୁତ୍ର ମନୋଜ କୁମାର ସାହୁଙ୍କୁ ନଗର କଂଗ୍ରେସ ସଭାପତି…

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୫ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ପାଳନ କରାଯାଇଛି…

ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତ ଏବଂ ଅଷ୍ଟ୍ରେଲିଆ ସହଭାଗୀତାକୁ ଅଧିକ ସୁଦୃଢ କରାଯିବ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିଆର ଶିକ୍ଷା ଏବଂ ଯୁବ ବିଭାଗର ମନ୍ତ୍ରୀ ଏଲେନ୍ ଟଜଙ୍କ ସହ…

ଡ୍ରଗ୍ସ୍ ଚୋରା କାରବାର ଉପରେ ଓଡିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ

ହେଲାଣି ଡ୍ରଗ୍ସ ବ୍ୟବସାୟୀଙ୍କ ୫ଟି ବିଲ୍ଡିଂ, ୬ଟି ଗାଡି, ୧୨ ଟି ବ୍ୟାଙ୍କ ଆକାଉଣ୍ଟ ବାଜ୍ୟାପ୍ତି ଭୁବନେଶ୍ୱର (ଶାସକ ପ୍ରଶାସକ) : ଡ୍ରଗ୍ସ୍ ଚୋରା କାରବାର ଉପରେ ଓଡିଶା ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି | ଗତ ୨ ବର୍ଷ ଧରି ବ୍ରାଉନ ସୁଗର ଓ ଗଞ୍ଜେଇ ବିପୁଳ ପରିମାଣରେ ଜବତ କରାଯାଇଛି…

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ବାରା ପଶ୍ଚିମବଙ୍ଗର ଦମ୍ପତ୍ତିଙ୍କୁ ପୋଷ୍ୟ ସନ୍ତାନ ହସ୍ତାନ୍ତର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୩ ତମ ଶିଶୁକୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପୋଷ୍ୟ ସନ୍ତାନ ଭାବେ ସୂଦୁର ପଶ୍ଚିମବଙ୍ଗ ରାଜ୍ୟର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଲକ୍ ଡାଉନ୍ ଏବଂ…