Sign in
Sign in
Recover your password.
A password will be e-mailed to you.
ବିପୁଳ ପରିମାଣର କଫ ସିରଫ ଓ ନିଶା ଔଷଧ ଜବତ ଜଣେ ଗିରଫ।
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ନେତୃତ୍ୱ ରେ ଚଢ଼ାଉ କରି ବିପୁଳ ପରିମାଣ ର କଫ ସିରଫ ଓ ନିଶା ଟ୍ୟାବଲେଟ ଜବତ କରିଛନ୍ତି।ଏକ ଟିମ ଗଠନ କରି ଏହି ଚଢ଼ାଉ କରିଥିଲେ।ଚଢ଼ଉ ସମୟ ରେ ୫୦ ବୋତଲ କଫ ସିରଫ, ୨୦ ଲିଟର ମିଶ୍ରିତ କଫ…
୧୫୩ ଜଣ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ : ପ୍ରଥମ-ଅଶ୍ବିନୀ କୁମାର ପଣ୍ଡା, ୯୧ ରେ ବୁଗୁଡାର ଉମାକାନ୍ତ
ବୁଗୁଡ଼ା ( ଡ଼କ୍ଟର କୁମୁଦ ଚନ୍ଦ୍ର ବେହେରା ) ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୯ରେ ଅଶ୍ବିନୀ କୁମାର ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।ଏହି ପରୀକ୍ଷାରେ ବୁଗୁଡ଼ା ସହରର ଉମାକାନ୍ତ ସାହୁଙ୍କୁ ସଫଳତା ମିଳିଥିବା ବେଳେ ଅଞ୍ଚଳରେ…
ଟ୍ରାକ୍ଟର ଧକ୍କାରେ ଛାତ୍ରୀ ସୁନିତା କର୍ଷିକା ଗୁରୁତର।
କଲ୍ୟାସିଂହପୁର/ପ୍ରଦିପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ପଞ୍ଚାୟତର ଲତାଗୁଡା ଗାଁ ନିକଟରେ ଟ୍ରାକ୍ଟର ଧକ୍କାରେ ଛାତ୍ରୀ ଗୁରୁତର ହୋଇ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।ଲତାଗୁଡା ଗାଁର ମୁଗୁରି କର୍ଷିକା ଙ୍କ ଝିଅ ସୁନିତା କର୍ଷିକା (୧୪)ସ୍ଥାନୀୟ…
ଦେବଗଡ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ପାଇବେ ସ୍ମାର୍ଟ କାର୍ଡ
ଏପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ହିତାଧିକାରୀ କାର୍ଡ ପାଇଲେଣି
୧୦,୬୫୭ ହିତାଧିକାରୀ କୋଡ଼ିଏ କୋଟି ଟଙ୍କା ମୂଲ୍ୟର ସ୍ବାସ୍ଥ୍ୟ ସେବା ସୁବିଧା ପାଇଲେଣି ।
ଦେବଗଡରେ ଏକ ୩୦୦…
ଆମ୍ରି ହସ୍ପିଟାଲସରେ ପ୍ରଥମ ମିନିମାଲ ଇନଭାସିଭ ବାଇପାସ ଅପରେସନ
ଭୁବନେଶ୍ୱର(ଶାସକ ପ୍ରଶାସକ) :୪୨ ବର୍ଷୀୟ ବାଲେଶ୍ୱର ବାସିନ୍ଦା ଅବଦୁଲ ଓସିମ ଏକ ମାସ ତଳେ ହୃଦ ରୋଗରେ ପୀଡିତ ହୋଇଥିଲେ I ଆଞ୍ଜିଓଗ୍ରାଫି କରାଯିବା ପରେ, ତାଙ୍କର ବାଇପାସ ସର୍ଜରୀ ଆବଶ୍ୟକ ବୋଲି ଜଣା ପଡିଥିଲା I ପରିବାର ଲୋକେ ବାଇପାସ ସର୍ଜରୀ ପାଇଁ ବିଭିନ୍ନ ହସ୍ପିଟାଲସ ସହ ଯୋଗାଯୋଗ ଆରମ୍ଭ…
ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା ଋଣ-ମେଳା : ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଋଣ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଆନୁକୂଲ୍ୟରେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାସ୍ତରୀୟ ଏକ ମେଗା ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷାଣୀ ବ୍ଲକ ପଞ୍ଚାୟତ ସମିତିର ପୂର୍ବତନ…
ତରୁଲତା ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିିକୀ ଅନୁଷ୍ଠିତ ଓ ସ୍ମରଣିକା ଉନ୍ମୋଚିତ
ଭୁବନେଶ୍ୱର: ପୂର୍ବତନ ଉପ ନିବନ୍ଧକ ତଥା ଶିକ୍ଷାପ୍ରେମୀ ସ୍ୱର୍ଗତ ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ଧର୍ମପତ୍ନୀ ତଥା ଧର୍ମପ୍ରାଣା ମହିଳା ତରୁଲତା ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିିକୀ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବାରସଦସ୍ୟ ତଥା ଅନ୍ୟମାନେ ସ୍ବର୍ଗତାଃ…
ଜବାହାର ଉଦ୍ୟାନ ଏବେ ନୂଆ ରୂପରେ
ହିଣ୍ଡାଲକୋ ପକ୍ଷରୁ ସଫେଇ ଅଭିଯାନ ଆୟୋଜିତ
ଭୁବନେଶ୍ୱର : ‘ଆଜାଦି କା ଅମୃତ ମହୋତ୍ସବ’ ପାଳନକୁ ଆଗେଇ ନେଇ ଏବଂ ଜବାହାର ଉଦ୍ୟାନ ପରିଚାଳନା ସଂସ୍ଥା ସହିତ ମିଳିତ ଭାବରେ ହିଣ୍ଡାଲକୋ, ହୀରାକୁଦ ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ (ସଫେଇ ଅଭିଯାନ) ଶୁଭାରମ୍ଭ କରାଯାଇଥିଲା । ହିଣ୍ଡାଲକୋ…
କିରିଆମ୍ବାର ଆଦିବାସୀ ଲୋକେ ପିଉଛନ୍ତି ଝରଣା ପାଣି
ବୁଗୁଡା (ଡ଼କ୍ଟର କୁମୁଦ ଚନ୍ଦ୍ର ବେହେରା ) : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ଆଦିବାସୀ ଗ୍ରାମ କିରିଆମ୍ବାର ଲୋକେ ଚାରିମାସ ହେଲା ପିଉଛନ୍ତି ଝରଣା ପାଣି। ଚାରିମାସ ହେଲା ସୌର ଚାଳିତ ପାନୀୟ ଜଳ ଯୋଗାଣ କେନ୍ଦ୍ର ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ବର୍ତ୍ତମାନ…