Sign in
Sign in
Recover your password.
A password will be e-mailed to you.
ମହିଳାଙ୍କ ପାଇଁ କାମ କରୁଥିବା ମହିଳା ପ୍ରତିନିଧି ମଣ୍ଡଳିକୁ ଭେଟିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ‘ଦୃଷ୍ଟି ସ୍ତ୍ରୀ ଅଧ୍ୟୟନ ପ୍ରବୋଧନ କେନ୍ଦ୍ର’ର ସମସ୍ତ ମହିଳା ପ୍ରତିନିଧି ମଣ୍ଡଳିକୁ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ସେମାନେ “ଭାରତରେ ମହିଳାଙ୍କ ସ୍ଥିତି” ଶୀର୍ଷକ…
ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଉଦଘାଟନ।
କଲ୍ୟାସିଂହପୁର/ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଗୃହ ଉଦଘାଟନ ହୋଇଛି ।ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା…
ବାପାର ହତ୍ୟା ଅଭିଯୋଗରେ ପୁଅ ଗିରଫ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝୁନଙ୍ଗାପାଲି ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟି ଯାଇଛି । ବାପାର ହତ୍ୟା ଅଭିଯୋଗରେ ପୁଅକୁ ଗିରଫ କରିଛି ମେଲଛାମୁଣ୍ଡା ପୋଲିସ । ଝୁନଙ୍ଗାପାଲି ର ଟିକଲାଲ ନାଗଙ୍କ ଅଭିଯୋଗ ମତେ ଗତ ଦୁଇ ବର୍ଷ ହେଲା…
ଦଶହରା ପାଇଁ ଅକ୍ଟୋବର ୧୦ରୁ ୨୦ ଯାଏଁ ସ୍କୁଲ ଛୁଟି
ଭୁବନେଶ୍ୱର : ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛିା ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଅକ୍ଟୋବର ୨୧ ତାରିଖରୁ ପୁନର୍ବାର ପୂର୍ବ ନିର୍ଦ୍ଧାରିତ…
ଝାରବନ୍ଧକୁ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଘେରିଲେ ଝାରବନ୍ଧ ଚାଷୀ
ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡର ଉପାନ୍ତ ବ୍ଳକ ଝାରବନ୍ଧକୁ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଘେରିଲେ ଝାରବନ୍ଧ ଚାଷୀ । ମରୁଡି ପରେ ବନ୍ୟା ,ପ୍ରାକୃତିକ ଦୁର୍ବିପାକରେ ଚାଷୀର ଧାନ ଫସଲ ନଷ୍ଠ । କ୍ଷତି ପୂରଣ ଦାବୀରେ ରାଜ ରାସ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ…
ଲାଡ଼ମପାଲି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଓ ଷ୍ଟ୍ରୀଟ ଲାଇଟ ଲଗାଇବାକୁ ଗ୍ରାମବାସୀଙ୍କ ଦାବୀ
ଜମନକିରା- (ସୁଢଳ ଦେବ ସୁନାନୀ) : ଜମନକିରା ବ୍ଲକ ଅନ୍ତର୍ଗତ ଧୂଡ଼ି ପାଲି ଗ୍ରାମପଞ୍ଚାୟତ ଲାଡ଼ମ ପାଲି ଏକ ରାଜସ୍ବ ଗ୍ରାମ l ଗ୍ରାମରେ ମୋଟ ଜନସଂଖ୍ୟା ୯୦୦ରୁ ପ୍ରାୟ ଉର୍ଦ୍ଧ ହେବ l ସେଥିମଧ୍ୟରୁ ପ୍ରାୟ ୬୦୦ରୁ ଉର୍ଦ୍ଧ ଆଦିବାସୀ ଲୋକ ବସବାସ କରନ୍ତି l ତେବେ ଏହି ଗାଁ ର ମୁଖ୍ୟ ରାସ୍ତା…
ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ ଓ ମୂଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ
ରାୟଗଡ(ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଓ ମୂଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୯ ଘଣ୍ଟା ୩୦ ମିନିଟ ସମୟରେ ସ୍ଥାନୀୟ କାଳୀ ମନ୍ଦିର ଠାରୁ ପୂଜାଅର୍ଚ୍ଚନା କରି…
ସାମ୍ବାଦିକ ପ୍ରଫୁଲ୍ଲ କୁମାର ସାହୁଙ୍କ ଆଈମାଙ୍କ ଦେହାନ୍ତ
ବଡ଼ଚଣା : ଶାସକ ପ୍ରଶାସକ ର ବଡଚଣା ପ୍ରତିନିଧି ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ଆଈମାଙ୍କ ଆଜି ଦିନ ବାର ଟା ସମୟରେ ଦେହାନ୍ତ ହୋଇଯାଇଛି | ବଡଚଣାର ସତାଲୁଣ୍ଡା ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ | ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ମହେନ୍ଦ୍ର ସାହୁ ପୁତ୍ର ବଧୂ ନାତି…
ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଲେ ବର୍ଷକର ଶିଶୁ, ଭେଂଟିଲେଟରରେ ଥିଲେ ଆଠ ଦିନ
ଭୁବନଶ୍ୱର: କରୋନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ । କରୋନା ସଂକ୍ରମିତ ଶିଶୁଟି ଦୀର୍ଘ ୮ ଦିନ ଧରି ଭେଂଟିଲେଟରରେ ରହିବା ପରେ ସୁସ୍ଥ ହୋଇ…
ଆଇଟିଡିଏ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଆଇଟିଡିଏ ସଭାଗୃହରେ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ l ହେଲେ ଆଇଟିଡିଏ ସୁରେଶ ଚନ୍ଦ୍ର ପ୍ରଧାନ ଏବଂ ସହକାରୀ କାର୍ଯ୍ୟନିର୍ବାହୀ…