ଖୋର୍ଦ୍ଧା/ ରବି ନାରାୟଣ ସାହୁ: ଖୋର୍ଦ୍ଧା ବନ ବିଭାଗ ଦ୍ଵାରା ଏକ ପ୍ରକାର ପ୍ରଜାତିର ବନ୍ୟ ଜନ୍ତୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳରୁ ଉଦ୍ଧାର କରାଯାଇଛି ବୋଲି ଖୋର୍ଦ୍ଧା ବନ୍ୟ ବିଭାଗ ସୂତ୍ରରୁ ଜଣାପଡିଛି | ଏହି ବନ୍ୟ ଜନ୍ତୁ ଅବିକଳ ବାଘ ସଦୃଶ କିନ୍ତୁ ଏହାର ନାମ ନାମ ଫିସିଙ୍ଗ କ୍ୟାଟ | ବର୍ତ୍ତମାନ ସୁଦ୍ଧା ଏହି ବିରଳ ପ୍ରଜାତିର ଜନ୍ତୁ କୁ କେଉଁ ସ୍ଥାନରେ ରଖାଯିବ ବୋଲି ସ୍ଥିର କରାଯାଇନାହିଁ।
Sign in
Sign in
Recover your password.
A password will be e-mailed to you.