Sign in
Sign in
Recover your password.
A password will be e-mailed to you.
ଏବିଏଫଆରଏଲ୍ ସହଭାଗିତାରେ ନିଯୁକ୍ତି ଅଭିଯାନ ଜରିଆରେ ସ୍ଥାନୀୟ ମହିଳାଙ୍କ ଉତ୍ଥାନ ପାଇଁ ପଥ ଉନ୍ମୁକ୍ତ କଲା ଉତ୍କଳ…
ରାୟଗଡ(ସରୋଜ କୁମାର ସାହୁ) /ଟିକିରି(ବୈକୁଣ୍ଠ ଦୁରିଆ): ପାରିପାର୍ଶ୍ଵିକ ଗ୍ରାମଗୁଡିକର ଯୁବତୀମାନଙ୍କୁ କୁଶଳି ନିଯୁକ୍ତି ଯୋଗାଇ ଦେବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ସକାଶେ ନିରଳସ ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ…
ଜନଶୁଣାଣୀକୁ ଅଞ୍ଚଳବାସୀଙ୍କ ବିପୁଳ ସମର୍ଥନ , ଚୁକ୍ତି ଅପେକ୍ଷାରେ ହିଣ୍ଡଲକୋ
ଲକ୍ଷ୍ମୀପୁର :ବୈକୁଣ୍ଠ ଦୁରିଆ - କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ଧରାଡ଼ା ଠାରେ ୩ ଏମଟି ବକ୍ସାଇଟ ଖନନ ନିମନ୍ତେ ଆଜି ପରିବେଶ ପ୍ରଦୂଷଣ ମଞ୍ଜୁରୀ ନିମନ୍ତେ ଅଞ୍ଚଳବାସୀ ଙ୍କ ଜନମତ ଲୋଡ଼ା ଯାଇ ଥିଲା । ଏହି ଜନଶୁଣାଣୀ ରେ ସିଧାସଳଖ କ୍ଷତିଗ୍ରସ୍ତ ଓ…
ଦୁଇ ସାମ୍ବାଦିକଙ୍କୁ ୨୦୨୧ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର
୨୦୨୧ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ସାମ୍ବାଦିକ ମାରିଆ ରେସା ଓ ଡ଼ିମିତ୍ରୀ ମୂରାତୋଭ | ମତବ୍ୟକ୍ତ କରିବାର ସ୍ୱାଧୀନତା (ଯାହାକି ଦୀର୍ଘସ୍ଥାୟୀ ଶାନ୍ତି ଓ ଗଣତନ୍ତ୍ର ପାଇଁ ଅପରିହାର୍ଯ୍ୟ) ପାଇଁ ସେମାନଙ୍କ ଉଦ୍ୟମ ସକାଶେ ଏହି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି…
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା :ଜୁଲାଇ 21ରୁ ମହଙ୍ଗା ଭତ୍ତା ରେ 11%ବୃଦ୍ଧି ।
ଆକ୍ଟୋବର ଦରମା ରେ ବର୍ଦ୍ଧିତ ଭତ୍ତା ମିଳିବ ।
ଭୁବନେଶ୍ୱର : ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ 11%ମହଙ୍ଗା ଭତ୍ତା ଓ dearness relief ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ…
ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ.
କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣରେ ବୃଦ୍ଧି
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ…
ଜିଲ୍ଲାସ୍ତରୀୟ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଶିକ୍ଷକ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଶିକ୍ଷକ…
ସମୂହ ବ୍ୟାଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା-ଋଣ-ମେଳା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅକ୍ଟୋବର ୮ ରେ ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ସ୍ଥାନୀୟ ବିଜୁ-କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଜିଲ୍ଲାସ୍ତରୀୟ ମେଗା ଋଣ-ମେଳା ଅନୁଷ୍ଠିତ ହେବ ବୋଲି ଲିଡ଼-ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପାରଳାଖେମୁଣ୍ଡି ସ୍ଥିତ ସମୂହ ବ୍ୟାଙ୍କ ମାନଙ୍କ…
ଦେଶୀ ମଦ ଭାଟି ଉପରେ ଚଢ଼ାଉ : ବିପୁଳ ପରିମାଣର ପୋଚ ନଷ୍ଟ
ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଗୋଳାପୋଖରୀ ଗ୍ରାମ ନିକଟ ଜଙ୍ଗଲରେ ଦେଶୀ ମଦ ରନ୍ଧା ଯାଉଥିବା ନେଇ ଅବକାରୀ ବିଭାଗ କିଛିଦିନ ତଳେ ଖବର ପାଇଥିବା ବେଳେ କିଛି ଅଧିକାରୀ ଦଳ ବଳ ନେଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ସଲାସୁତୁରା ହୋଇ ରଫା ଦଫା କରି ଛାଡ଼ି ଆସିଥିବା ବେଳେ…
ଆମମୁଣ୍ଡା ସାମୁହିକ ବୄକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ଆମ୍ବମୁଣ୍ଡା ଗ୍ରାମରେ ଏକ ବୃକ୍ଷରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ମହାମାରୀ କରୋନା କାଳରେ ରୋଗାକ୍ରାନ୍ତ ଜନ ସାଧାରଣଙ୍କୁ ଅମ୍ଳଜାନର ଅଭାବ ହେତୁ ବହୁ ପୀଡିତ ମୃତ୍ୟୁବରଣ କରିଥିଲେ |…
ସମନ୍ୱିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
ଓସ୍ୱାନ୍ ମାଧ୍ୟମରେ ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ ଅନୁଷ୍ଠିତ
ଭୁବନେଶ୍ୱର(ଶାସକ ପ୍ରଶାସକ):ସମନ୍ୱିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ କୃଷି ଉତ୍ପାଦନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା…