ଭାରତୀୟ ଜାତୀୟ ମୋଟର୍ ରେସିଂ ଚାମ୍ପିଆନ୍ସିପ୍ ପ୍ରଥମ ଦିନରେ ହୋଣ୍ଡାର ପରବର୍ତୀ ପିଢ଼ି ଚାଳକଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ

ଭୁବନେଶ୍ୱର: ଭାରତୀୟ ଜାତୀୟ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପରର୍ବତୀ ପିଢ଼ିର ଚାଳକମାନେ ସେମାନଙ୍କ ଦକ୍ଷତାର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ର ଏନ୍ଏସ୍ଏଫ୍୨୫୦ଆର୍ ଓ ସିବିଆର୍୧୫୦ଆର୍ ବର୍ଗରେ ସାର୍ଥକ ଚଭନ୍,…

ଦିବଂଗତ ଦୁଇ ବରିଷ୍ଠ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ଉତ୍ତମା ନାଏକ ଓ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶଙ୍କ ଉଦେ୍ଧଶ୍ୟରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ…

ଗାଇସିଲେଟ ଥାନାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ

ପଦ୍ମପୁର(ଶାସକ ପ୍ରଶାସକ)-ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫ ରୁ ସାରା ଦେଶରେ ପାଳନ କର ଯାଉଅଛି। ସ୍ୱଚ୍ଛ ଭାରତ ଅଭିଯାନ ର କ୍ୟାଲେଣ୍ଡର ଅନୁସାରେ ଆଜି…

ମାନସିଂହ ସାହିତ୍ୟ ସଂସଦର ନବମ ମାସିକ କବିତା ଆସର ଅନୁଷ୍ଠିତ

ପଦ୍ମପୁର(ଶାସକପ୍ରଶାସକ)-ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ନବମ ମାସିକ କବିତା ଆସର ଅକ୍ଟୋବର ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ସୁସାହିତ୍ୟିକ ତଥା ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହରେକୃଷ୍ଣ ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗ ଦେଇ କବିଙ୍କ ଅନ୍ତର…

ଯୁବ ଓ ଛାତ୍ର ମାନଙ୍କର ଉପରେ ସୋସିଆଲ ମିଡ଼ିଆ ଦାୟିତ୍ୱ

ବରଗଡ :- ଆଜି ବରଗଡ଼ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ ତଥା ଡିଜିଟାଲ ୱିଙ୍ଗର ମୁଖ୍ୟ ଶ୍ରୀ ସୁବ୍ରତ ଛାଟୋଇ ଓ ସମ୍ମାନୀତ ଅତିଥି…

ଓଷ୍ଟାର ୧୫ତମ ସାମ୍ବିଧାନିକ ସମ୍ମିଳନୀ :ସଭାପତି ଭାବେ ଅବନୀ ଓ ସଂପାଦକ କୁଶଧ୍ୱଜ ନିର୍ବାଚିତ

ବଲାଙ୍ଗିର(ନିରୋଜ ମିଶ୍ର) - ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ବଲାଙ୍ଗିର ଜିଲ୍ଲାର ୧୫ତମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହୋଇଯାଉଥିବାରୁ ନୂତନ କାର୍ଯ୍ୟକାରୀ…

ମୋହନ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ଦୃଢ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର – ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଜେପିର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଗୃହ ବିଭାଗର…

ହରି ଫାଉଣ୍ଡେସନ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା

ରେଢ଼ାଖୋଲ (ଅନିଲ ପୃଷ୍ଟି) : ଭାଇଚାରା  ତଥା କୃଷି ଭିତ୍ତିକ ପର୍ବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ରବିବାର ସନ୍ଧ୍ୟାରେ ହରି ଫାଉଣ୍ଡେସନ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଦେଶର ସୁରକ୍ଷା ସହିତ ଦେଶବାସୀଙ୍କର ନିରାପତ୍ତାକୁ ଗୁରୁତ୍ୱ :ସିଆରପିଏଫ ଦ୍ୱାରା ଟ୍ରାଫିକ ସଚେତବତା

ବରଗଡ :- କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଅର୍ଥାତ ସିଆରପିଏଫ ସଦାସର୍ବଦା ଦେଶର ଓ ଦେଶ ବାସୀଙ୍କର ସେବାରେ ନିଜକୁ ସମର୍ପିତ କରି ଆସିଛନ୍ତି । ଏହି ଫୋର୍ସର ଯବାନ ମାନେ ଆବଶ୍ୟକତା ବେଳେ ଦେଶ ପାଇଁ ତଥା ଦେଶ ବାସୀଙ୍କର ପାଇଁ ନିଜର ଜୀବନ ମଧ୍ୟ ଦେବାକୁ କୁଣ୍ଠା ବୋଧ କରି ନାହାନ୍ତି । ବିଗତ କିଛି…

ସାପ କାମୁଡ଼ାରେ ବିଧବା ମହିଳା ଙ୍କ ମୃତ୍ୟୁ

କଲ୍ୟାଣସିଂହପୁର/ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ ପଞ୍ଚାୟତ ସଦରର ବିଧବା ମହିଳା ତୁଲୁସା ପ୍ରଧାନୀ (୭୨)ସାପକାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ଖବର ନେବାରୁ ଜଣା ପଡ଼ିଲାଯେ ଗତକାଲି ରାତ୍ରରେ ବିଧବା ତୁଲୁସା ଖାଇ ସାରିବା ପରେ ବାହାରେ ବୁଲାବୁଲି କରୁଥିବା…