ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀର ପ୍ରାଚୀନ ଦୂର୍ଗା ମଣ୍ଡପ ନୂଆ ରୂପ ନେଲା ।

ପଦ୍ମପୁର ର ଶିଳ୍ପପତି ଅମରଦୀପଙ୍କ ଅର୍ଥ ଖର୍ଚ୍ଚରୁ ଜୀବନ୍ତ ହେଲା ମଣ୍ଡପ । ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀ ର ଅତି ପ୍ରାଚୀନ ଦୂର୍ଗାପୂଜା ମଣ୍ଡପ କୁ ଏ ବର୍ଷ ଠାରୁ ନୂଆ କଲେବର ସ୍ଥାୟୀ ମଣ୍ଡପ ରେ ପରିଣତ କରାଯାଇଛି । ପଦ୍ମପୁର ସହରର ବିଶିଷ୍ଠ ଶିଳ୍ପପତି ଅମରଦୀପ…

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମାନସିକ ରୋଗ ଚିକିତ୍ସା ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।ଚଳିତ ବର୍ଷ ନିମନ୍ତେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଚିନ୍ତନ…

କୋଭିଡ୍ ସମୟରେ ଅନାଥ ହୋଇ ପଡ଼ିଥିବା ଶିଶୁ ମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ କଲ୍ୟାଣ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ଗଜପତି ଜିଲ୍ଲାରେ ଗତ ପ୍ରାୟ ୨ ବର୍ଷ ମଧ୍ୟରେ କୋଭିଡ୍ ସମୟରେ ନିଜ ବାପା ଓ ମାଆଙ୍କୁ ହରାଇ ଅନାଥ ହୋଇ ପଡ଼ିଥିବା ଶିଶୁ ମାନଙ୍କୁ ଶନିବାର ଦିନ ରିଲିଫ ସାମଗ୍ରୀ…

ପୁରାତନ ଛାତ୍ର/ଛାତ୍ରୀଙ୍କ ଦ୍ଵାରା ସ୍ୱର୍ଣ୍ଣ ଉତ୍ସବପାଇଁ ପ୍ରସ୍ତୁତି ବୈଠକ

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରସ୍ତାବିତ "ସୁବର୍ଣ୍ଣ ଜୟନ୍ତୀ" ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ…

ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ଵ

ପଦ୍ମପୁର(ଶାସକପ୍ରଶାସକ)- ଓଡ଼ିଶା ପ୍ରଶାସନିକ ସେବା ଆୟୋଗରେ ଅନୁଷ୍ଠିତ ହୋଇଥିବା ପ୍ରଶାସନିକ ପରୀକ୍ଷାରେ ସମରଜିତ ତ୍ରିପାଠୀ ୪୪ତମ ସ୍ଥାନ ହାସଲ କରିଛନ୍ତି । ସେ ପାଇକମାଳ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ତ୍ରିପାଠୀଙ୍କ ଜ୍ୟେଷ୍ଠପୁଅ । ସେ ୨୦୧୧ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାପରିଷଦ…

“ୟୋର ହୋପ” ଦ୍ଵାରା ମେଡିକାଲରେ ଫଳ ବଣ୍ଟନ ଓ ସଫେଇ କାର୍ଯ୍ୟକ୍ରମ।

ଖୋର୍ଦ୍ଧା/ରବି ନାରାୟଣ ସାହୁ- ପବିତ୍ର ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ "ୟୋର ହୋପ" ସଂଗଠନ ର ଅଧ୍ୟକ୍ଷ ରୀନା ରାଣୀ ନାୟକଙ୍କ ନେତୃତ୍ୱରେ ମେଡ଼ିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ମେଡିକାଲ ପରିସରରେ ସଫେଇ କାର୍ଯ୍ୟକ୍ରମ…

ଦୁଇ ଦିନ ଧରି ଖୋଜା ଖୋଜି ପରେ ପୋଖରୀରୁ ମିଳିଲା ନିଖୋଜ ଯୁବତୀଙ୍କ ମୃତଦେହ।

ଖୋର୍ଦ୍ଧା/ରବି ନାରାୟଣ ସାହୁ- ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମରେ | ଗ୍ରାମର ରମେଶ ବାରିକଙ୍କ ଝିଅ ସେବତୀ ଗୁରୁବାର ଦିନ ଠାରୁ ନିଖୋଜ ହୋଇ ଯାଇଥିଲେ । ଏ ନେଇ ପରିବାର ଲୋକ ବହୁ ଖୋଜାଖୋଜି ପରେ ଘର ଲୋକମାନେ ଶୁକ୍ରବାର ଦିନ…

ଗୁଣୁପୁର ଉପଖଣ୍ଡ ଏବଂ ପୋଡ଼ସି ଆନ୍ଦ୍ରାର ଚୋରି ଘଟଣା କୁ ପର୍ଦ୍ଦା ଫାସ କରିଛନ୍ତି ପୋଲିସ୍।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ଉପଖଣ୍ଡର ପଦ୍ମପୁର, ଗୁଡାରୀ, ଦୁର୍ଗୀ, ଗୁଣୁପୁର, ମୁକୁନ୍ଦ ପୁର୍, ବିଷମ କଟକ ଏବଂ ପୋଡ଼ସି ଆନ୍ଧ୍ରର ବାତୀଲି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରୀ ଘଟଣାର ପର୍ଦ୍ଦା ଫାସ। ଆଜି ଗୁଣୁପୁର ଆଦର୍ଶ ଥାନା ରେ ଏ ସମ୍ପର୍କରେ ଏକ ସାମ୍ବାଦିକ…

ଭିଜିଲାନ୍ସ ହାତରେ ବନ୍ଧା ହେଲେ ମେଡିକାଲ କଲେଜ ଡାକ୍ତର

ବାରିପଦା : (ଶାସକ ପ୍ରଶାସକ) : ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡାକ୍ତର ଦେବୀଦତ ପାତ୍ର ବନ୍ଧା ହେଲେ । ଜଣେ ମୁତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡି ବନ୍ଧା ହେଲେ । ସୂଚନା…

୩୪କେଜି ଗଞ୍ଜେଇ ଜବତ ଦୁଇ ଗିରଫ

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ସବୁବେଳେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଚର୍ଚ୍ଚାରେ ଅଛି । ଜଗଦଲପୁର ଥାନା ସିମାନ୍ତରୁ ଛତିଶଗଡ଼ କୁ ବହୁ ମାତ୍ରାରେ ଗଞ୍ଜେଇ ଚାଲାଣ ହେଉଥିବା ବିଭିନ୍ନ ସମୟରେ ପୋଲିସ ନାକାବନ୍ଦି ରେ ଧରାପଡୁଛି ଏଥିରୁ ବାରି…