ବାସୁଦେବପୁର/ ପ୍ରତାପ ପାଢ଼ୀ : ବରିଷ୍ଠ ସାମ୍ବାଦିକ, ସମାଜସେବୀ, ସୁଲେଖକ, ତଥା ସାମ୍ୟବାଦୀ ନେତା ମନ୍ଦର ଧର ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ବାସୁଦେବପୁର ଅଞ୍ଚଳରେ ଶ୍ରୀ ମହାପାତ୍ର ତାଙ୍କର ପ୍ରତିଭା ବଳରେ ଜଣେ ସୁପରିଚିତ ବ୍ୟକ୍ତିତ୍ଵ ହୋଇପାରିଥିଲେ। ତାଙ୍କର ପରଲୋକ ରେ ବାସୁଦେବପୁର ଅଞ୍ଚଳ ରେ ଗଭୀର ଶୋକ ର ଛାୟା ଖେଳି ଯାଇଛି | ବିଭିନ୍ନ ମହଲ ରୁ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରା ଯାଇଛି।
Sign in
Sign in
Recover your password.
A password will be e-mailed to you.