Sign in
Sign in
Recover your password.
A password will be e-mailed to you.
ଫୁଟବଲ ପ୍ରତିଯୋଗିତା ଉଦଯାପିତ,ଖରମୁଣ୍ଡା ଚମ୍ପିୟାନ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପୁର୍ ବ୍ଳକ୍ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଆଇମାଲ ଗ୍ରାମରେ ଗତ ୫ ଦିନ ବ୍ୟାପି ଚାଲିଥିବା ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଆଥଲେଟିକ ଏସୋସିଏସନ ଓ ଭିଏସଏସ କ୍ଳବ୍ ଆଇମାଲ ର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ମୋଟ୍ ୧୬ ଟି…
ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ…
ଦୁଇ କର୍ମଯୋଗୀ ଥିଲେ ଯଥାକ୍ରମେ ସମତା ଓ ଉଦ୍ଦାମତାର ପ୍ରତୀକ: ଶ୍ରୀ ରଜନୀକାନ୍ତ ସିଂ
ଭୁବନେଶ୍ୱର(ଶାସକ ପ୍ରଶାସକ) :ଏକ ନିର୍ଭୀକ ତଥା ଭେଦଭାବହୀନ ସମାଜ ଗଠନ କରିବା ଥିଲା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ସ୍ୱପ୍ନା ସେହିପରି ସର୍ବକନିଷ୍ଠ ଦେଶଭକ୍ତ ସ୍ୱାଧୀନତା ସଂଗ୍ରାମୀ ବାଜିରାଉତ ତାଙ୍କ…
କୃଷକ ପ୍ରସଙ୍ଗରେ ବିଜେପି କେବଳ ରାଜନୀତି କରୁଛି: ବିଜେଡି
ଭୁବନେଶ୍ୱର,: "ଆମେ ଆଶା କରିଥିଲୁ ବିଜେପି ନେତା ଶ୍ରୀ ପ୍ରଦୀପ ପୁରୋହିତ ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀରେ କୃଷକଙ୍କ ସ୍ୱାର୍ଥ ସପକ୍ଷରେ କହିବେ ଯାହା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ହେଲେ ଏହା ବଦଳରେ ସେ ଶସ୍ତା ରାଜନୀତି କରିବା ସହିତ ଲକ୍ଷ ଲକ୍ଷ କୃଷକ ଏବଂ ସେମାନଙ୍କ…
ସମ୍ ହସ୍ପିଟାଲରେ ଆର୍ଥ୍ରାଇଟିସ୍ ରୋଗ ନିମନ୍ତେ ଅତ୍ୟାଧୁନିକ ରିଉମାଟୋଲୋଜି କେନ୍ଦ୍ର ପ୍ରସ୍ତାବ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯିବା ସହ ଏ ଦିଗରେ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଅତ୍ୟାଧୁନିକ ରିଉମାଟୋଲୋଜି କେନ୍ଦ୍ର…
ଦଶରା ବଜାରରେ “ମନ ମୋ ନେଇ ଗଲୁରେ’: ୧୪ରେ ମୁକ୍ତି ଲାଭ; ସରିଲା ଅଡିଓ ରିଲିଜ୍
ଉନ୍ମୋଚିତ ହେଲା ଏସ୍ଆରଏମ ମ୍ୟୁଜିକ ଲୋଗୋ
ଭୁବନେଶ୍ୱର : ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ । ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର…
ବଦଳିଲା ଠିକା କର୍ମଚାରୀଙ୍କ ନାଁ : କୁହାଯିବ ଇନିସିଆଲ ଆପଏଣ୍ଟିଜ୍
ବଢ଼ିଲା ପାରିଶ୍ରମିକ : ପ୍ରଥମ ବର୍ଷରୁ ପାଇବେ ସ୍ଥାୟୀ ନିଯୁକ୍ତିର ୫୦% ଦରମା
ଖରିଫ୍ ୨୦୨୧-୨୨ରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହର ଲକ୍ଷ୍ୟ
ଭୁବନେଶ୍ୱର: ଠିକା କର୍ମଚାରୀ ଆଉ ନିଯୁକ୍ତ ହେବେନି | ବଦଳିଲା ଠିକା କର୍ମଚାରୀଙ୍କ ନାଁ | ସେମାନଙ୍କୁ ଆଉ ଠିକା କର୍ମଚାରୀ କୁହାଯିବନି,…
ଛଅ ଲକ୍ଷ ଟଙ୍କା ମୂଲ୍ୟର କଫସିରପ ଜବତ ।
ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ନିଶା ବେପାରୀଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଛତିଶଗଡ଼ ବସନାରୁ ପଦ୍ମପୁରକୁ କଫସିରଫ ଆସୁଥିବା ଖବର ପାଇ ପଦ୍ମପୁର ପୋଲିସ ସତୀଭଟା ଛକ ନିକଟରେ ଛକି ରହିଥିଲା । ଗୋଟିଏ ନମ୍ବର ବିହିନ ପିକଅଫ ଭ୍ୟାନରେ ୨୬ ଗୋଟି କାଟୁନ ବୋଝେଇ ହୋଇ…
ଭିଜିଲାନ୍ସ ଜାଲରେ ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ: ଦ୍ୱିତଳ କୋଠା ସହ ମାତ୍ର ୬୦ ପ୍ଲଟ !
ଦେବଗଡ : ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ (ଜିପିଟିଏ) ବିକାଶ କୁମାର ବେହେରା | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଜଜଙ୍କ ପକ୍ଷରୁ ଜାରି ୱାରେଣ୍ଟ ଆଧାରରେ ଭିଜିଲାନ୍ସ ପକ୍ଷରୁ ଦେବଗଡ ଜିଲ୍ଲାର ତିନୋଟି ଜାଗାରେ…
ଜଗଦଲପୁର ପୋଲିସ ଜାଲ ରେ ଦୁଇ ଚୋର।
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ସରେଇକେଲା ଗ୍ରାମ ରେ ପୋଲିସ ଜାଲ ରେ ପଡିଲେ ଦୁଇ ଚୋର।ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଏକ ମୋଟର ସାଇକେଲ ଗେରେଜ ଦୋକାନରୁ ସେରଭୋ ମୋବିଲ ତେଲ ୨୦ଲିଟର ,୫ଟି ମୋଟର ସାଇକେଲ ବ୍ୟାଟେରୀ, ତିନି ଯୋଡି ଟାୟାର ,୪ଗୋଟି ଚେନ…
ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୧
https://youtu.be/GMT0nRXxQEo
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ରବିବାର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧ କାର୍ଯ୍ୟକ୍ରମ ଗଜପତି…