ବିଦ୍ୟୁତ ବିଭାଗର ଖାମଖିଆଲି କାମ ଯୋଗୁଁ ଅକାରଣରେ ଚାଲିଗଲାନିରୀହ ଶିଶୁର ଜୀବନ ।

ପଦ୍ମପୁର(ଶାସକ ପ୍ରଶାସକ)- ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର ଭୁଲ କାମଯୋଗୁଁ ଅକାରଣରେ ଚାଲିଗଲା ସାତ ବର୍ଷର ଝିଅର ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଜନକେଡା ଗ୍ରାମର ଜଣେ ସାତ ବର୍ଷର ଶିଶୁକନ୍ୟା ଖେଳୁଥିବା ସମୟରେ ଘର ସମ୍ମୁଖରେ ଥିବା ଇଲେକ୍ଟ୍ରିପୋଲ ସଂଶ୍ପର୍ଷରେ…

୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ ଟୀକା ଦେବାପାଇଁ ଡିସିଜିଆଇଙ୍କ ଅନୁମୋଦନ

ନୂଆଦିଲ୍ଲୀ : ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡି ପ୍ରତିଷେଧକ ଟୀକା ଦେବାପାଇଁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଡ୍ରଗ୍ସ ଏବଂ କମ୍ପ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ ) ଅନୁମୋଦନ କରିଥିବା ଜଣାଯାଇଛି। ପିଲାମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ସବ୍ଜେକ୍ଟ…

ସାନସଡା ଓ ବେହେରା ସାହିରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଓ ଚାଇଲଡଲାଇନ୍ କୋଲାବ୍ ଙ୍କ ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଏଙ୍ଗାରସିଙ୍ଗ୍ ଗ୍ରାମପଞ୍ଚାୟତର ସାନସଡା ଏବଂ ବେହେରା ସାହି ଠାରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଯାଇଛି। ଉକ୍ତ…

ବରିଷ୍ଠ ସାମ୍ବାଦିକଙ୍କ ପୁତ୍ର ବିୟୋଗରେ ଶୋକ ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲ ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନିଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏହି ଶୋକସଭା…

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ହାଇସ୍କୁଲ ପରିସରରେ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଗୌଡଙ୍କ ସଭାପତିତ୍ଵରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ,ଗଜପତି ଆନୁକୁଲ୍ୟରେ ସ୍ଥାନୀୟ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତିକ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ କନ୍ୟା ସନ୍ତାନ ସଚେତନତା କର୍ମଶାଳା ଏବଂ ଆଲୋଚନା ଚକ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ମଣ୍ଡପରେ ମାଆ ଦଶଭୁଜା ବିରାଜମାନ : ହେଲେ ଉତ୍ସବ ମାହୋଲ ଫିକା ଫିକା

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ସିହା ପଂଚାୟତ ର କୋଲାଶିଂ ଖରମଙ୍ଗୀ ଗ୍ରାମ ଏବେ ଉତ୍ସବ ମୁଖର | ଏଠାରେ ଦୁଇଟି ପୂଜା କମିଟି ର ଦୁଇଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଜଗତ ଜନନୀ ଦଶଭୁଜା | ନିରାଡମ୍ବର ଭାବେ ହେଉଛି ମାଆଙ୍କ ପୂଜା | ପ୍ରାୟ ଦେଢ ଶହ ବର୍ଷର ଏହି ଅନୁଷ୍ଠାନ | ପ୍ରତ୍ୟେକ…

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ବୈଜୟନ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଏନସିସିର ପୁନର୍ବିନ୍ୟାସ ପାଇଁ ଗଠିତ ଜାତୀୟ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ରାଜଭବନ ଠାରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି | ରାଜ୍ୟପାଳଙ୍କ ସହ ଆଲୋଚନା ସମୟରେ…

ପ୍ରଥମ ଓଡିଆ : ଡ. ପରାଶର ମହାନ୍ତିଙ୍କୁ ସମ୍ମାନଜନକ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର-(ଶାସକ ପ୍ରଶାସକ) : ଭାରତୀୟ ବୈଷୟିକ ପ୍ରତିଷ୍ଠାନ (ଆଇଆଇଟି)ର ଗଣିତ ଓ ପରିସଂଖ୍ୟାନ ବିଭାଗ, କାନପୁର, ଉତ୍ତର ପ୍ରଦେଶଠାରେ ପ୍ରଫେସର ରୂପେ କାର୍ଯ୍ୟରତ ଡ ପରାଶର ମହାନ୍ତି ସମ୍ମାନଜନକ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଶିକ୍ଷକ ପୁରସ୍କାର-୨୦୨୧ ଲାଭ କରିଛନ୍ତି । ଏପରି ବିରଳ…

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ( ସାହୁ ) ସମାଜର ନୁଆଁଖାଇ ଭେଟଘାଟ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ( ସାହୁ ) ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନୃସିଂହନାଥ ସ୍ଥିତ ସ୍ବ - ଜାତୀୟ ଧର୍ମଶାଲା ଠାରେ ଜିଲ୍ଲା ସଭାପତି ଶ୍ରୀ ମନୋରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ…