ଖରାପ ପୃଷ୍ଠପୋଷକତା: ସେପ୍ଟେମ୍ବର 22 ତାରିଖ ପର୍ଯ୍ୟନ୍ତ ଟ୍ରେନ ବାତିଲ

ଭୁବନେଶ୍ୱର : କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି | ଅକ୍ଟୋବର 22 ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ |A. 08438/08437 କଟକ-ଭଦ୍ରକ-କଟକ…

ରାଜବାଟୀ ଦୂର୍ଗା ଙ୍କ ଦରବାର ରେ ସମର୍ଦ୍ଧିତ ହେଲେ ଦମ୍ପତି ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଦ୍ମପୁର ରାଜବାଟୀ ଦୂର୍ଗାପୂଜା ମହାଦଶମୀ ର ରଣଜିତା ପର୍ବ ଅବସରରେ ସାର୍ବଜନୀନ ଦୂର୍ଗାପୂଜା କମିଟି ଓ ପଦ୍ମପୁର ନଗରବାସୀ ଙ୍କ ତରଫରୁ ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ଲଷ୍ମୀନାରାୟନ ଅଗ୍ରୱାଲଙ୍କ ସୁପୁତ୍ର ଅମରଦୀପ ଅଗ୍ରୱାଲ ଓ ପୁତ୍ରବଧୁ…

ପତ୍ରିକା ଏଇ ସହକାରର ପୂଜା ସଂଖ୍ୟା ଉନ୍ମୋଚିତ

ମାନସିଂହ ସାହିତ୍ୟ ସଂସଦ ନନ୍ଦଳା, ପୁରୀ ଦ୍ୱାରା ପ୍ରସ୍ତୁତ ଇ ପତ୍ରିକା ଏଇ ସହକାର ଶାରଦୀୟ ବିଶେଷାଙ୍କ ବିଜୟା ଦଶମୀ ଅବସରରେ ଉନ୍ମୋଚିତ ହୋଇ ସାରିଛି । ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଭରଚୁଆଲ ବୈଠକରେ ସୁସାହିତ୍ୟିକା ତଥା ଅଧ୍ୟକ୍ଷା ଡ଼ଃ ସରୋଜିନୀ ବରାଇ…

ଖଡ଼ିଆଳ ସ୍ଥିତ ଧର୍ମେଷ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଦାଣ୍ଡିଆ ନାଇଟ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଷ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଦାଣ୍ଡିଆ ନାଇଟ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ପୋଷାକ ପରିଧାନ କରି ଦାଣ୍ଡିଆ ବା ଗର୍ବlନୃତ୍ୟ ପ୍ରଦର୍ଶନ କରିଥିଲେ l ଏହି…

ପଦ୍ମଶ୍ରୀ ହରିପାଲଙ୍କୁ ଭେଟିଲେ ଲେଦାର ସମ୍ପାଦକ

ପଦ୍ମପୁର(ଶାସକପ୍ରଶାସକ)-ଜୀବନ ଯୈାବନ ଏକ ପାଣି ଫୋଟକା ମାତ୍ର lକେତେବେଳେ ଫୋଟକା ଟି ମିଳେଇ ଯିବ ତାହା ଠାକୁର ଙ୍କୁ ହିଁ ଜଣା lଆମ ଅଞ୍ଚଳ ର ସମ୍ବଲପୁରୀ ଭାଷା ର ପ୍ରସାର ଓ ପ୍ରଚାର କୁ ବିଶ୍ୱଦରବାର ରେ ପହଞ୍ଚାଇଥିବା ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ କୁ କିଏ ବା ନ ଜାଣେ lସେ ଜଣେ…

କାହାପାଇଁ ଯିଏ ଗୁଳି ଖାଏ , ଏମିତି ବେଳେବେଳେ ଅଘଟଣ ହୁଏ

ଖୋର୍ଦ୍ଧା।/ରବି ନାରାୟଣ ସାହୁ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସଦର ମହକୁମାର ନୂଆସାହି ନିକଟରେ ଆଜି ଅପରାହ୍ନରେ ପାରିବାରିକ ଗଣ୍ଡଗୋଳକୁ ନେଇ ଗୁଳିକାଣ୍ଡ ଘଟିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭୂତି ଭୂଷଣ ଜେନା ବେଗୁନିଆ ନୂଆସାହିର ଆଦିତ୍ୟ ରଥଙ୍କ ଘରେ ଭଡାରେ ରହି ମିସ୍ତ୍ରୀ କାମ କରୁଥିଲେ ।…

ଚିଖିଲୀ ଏବଂ କମଳପଦର ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ

ପଦ୍ମପୁର(ଶାସକପ୍ରଶାସକ)-ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫ ରୁ ସାରା ଦେଶରେ ପାଳନ କରାଯାଉଅଛି। ସେହିପରି ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର…

ରାସ୍ତା କଡରେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ପୋଲିସ।

ଖୋର୍ଦ୍ଧା/ରବି ନାରାୟଣ ସାହୁ- ପବିତ୍ର ଶାରଦୀୟ ଦୁର୍ଗାପୂଜା ରେ ଏକ ଅଘଟଣ ଦେଖିବାକୁ ମିଳିଛି | ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବାଲି ବେରେଣି ଗ୍ରାମ ରାସ୍ତା କଡ କିଛି ଦୂରରେ ବିଲ ଭିତରେ ଯୁବକଙ୍କ ମୃତ ଦେହ ଦେଖି ବାକୁ ମିଳିଥିଲା।ଗ୍ରାମ ବାସୀ ମାନେ ପୋଲିସ କୁ ଖବର ଦେଇଥିଲେ । ଖୋର୍ଦ୍ଧା…

ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହ ଆଲୁୱାଲିଆଙ୍କ ପରଲୋକ

କେନ୍ଦୁଝର(ଶାସକ ପ୍ରଶାସକ)  : ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ଅକ୍ଟୋବର ୧୫ ତାରିଖ ଶୁକ୍ରବାର ପରଲୋକ ହୋଇଯାଇଛି। ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ସିଂହ ଜଣେ ପ୍ରମୁଖ ଓ ଜଣାଶୁଣା ବ୍ୟକ୍ତିତ୍ଵ ଥିଲେ। ଜୀବନରେ ବହୁ…

ଡୁଡୁକିଝରିଆ କ୍ରିକେଟ କପ : ପାଇକମାଳ କ୍ବାର୍ଟର ଫାଇନାଲରେ

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଠାରେ ଚାଲିଥିବା ୮ମ ମାଁ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଖେଳାଯାଇଥିବା ଖେଳରେ ସାମ୍ବାଦିକ ସୌମ୍ୟରଞ୍ଜନ ମାଝୀ ଅତିଥି ଭାବେ ଯୋଗଦେଇ ଖେଳ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚରେ…