Sign in
Sign in
Recover your password.
A password will be e-mailed to you.
ପଛୁଆବର୍ଗ ଙ୍କ ପାଇଁ ସ୍ଥାନ ସଂରକ୍ଷଣରେ ଅସଙ୍ଗତି : ଜିଲ୍ଲା ଓବିସି ମୌର୍ଚ୍ଚା ପକ୍ଷରୁ ଜିଲ୍ଲା ବନ୍ଦ ଡାକରା
ନୂଆପଡ଼ାରୁ ଯଶୋବନ୍ତ କୁମାର: ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପଛୁଆବର୍ଗ ଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ଅନିୟମିତତା ଅଭିଯୋଗ କରି ତାହାର ପ୍ରତିବାଦରେ ନୂଆପଡା ଜିଲ୍ଲା ଓବିସି ମୌର୍ଚ୍ଚା ପକ୍ଷରୁ ଆସନ୍ତା ୧୮.୧୦.୨୦୨୧ ଦିନ ବନ୍ଦ ଡାକରା ଦେଇଛନ୍ତି। ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ…
ଗୁଡିଖୁଡି ଗ୍ରାମ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନର ତୀକ୍ଷଣ ନଜର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗଙ୍ଗାବାଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଡିଖୁଡି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ତରଫରୁ ଖାଦ୍ୟ ବଣ୍ଟନ ବେଳେ ବିଶୃଙ୍ଖଳାର ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ…
ଡକ୍ଟର ନରସିଂହ ଚରତିଙ୍କୁ ଗ୍ଲୋବାଲ ଗ୍ଲୋରିୟାସ ସମ୍ମାନରେ ସମ୍ମାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ.ସୀତାପୁର ପଞ୍ଚାୟତ ସଦର ମହକୁମା ନିବାସୀ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ଗ୍ଲୋବାଲ ଗ୍ଲୋରିୟସ ଆୱାଡ଼ରେ ସମ୍ମାନିତ କରାଯାଇ ଥିବାର ଜଣା ପଡିଛି। ସୂଚନା ଯୋଗ୍ୟ…
ରବିବାର ଭୁବନେଶ୍ୱର ଠାରୁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ବାତିଲ ଓ ରାଜଧାନୀ ଏକ୍ସପ୍ରେସ ସମୟ ପରିବର୍ତ୍ତିତ
ଭୁବନେଶ୍ୱର : ଗତକାଲି ତୁଣ୍ଡଲା-କାନପୁର ରେଳ ସେକ୍ସନରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନଚ୍ୟୁତ ହେଵା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଯାହାଫଳରେ ପୂର୍ବତଟ ରେଳପଥକୁ ଆସୁଥିବା କେତେକ ଟ୍ରେନ ବାତିଲ ହୋଇଥିଲାବେଳେ କେତେକ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିଥିଲା |ଉପରୋକ୍ତ ବିଷୟକୁ…
ବନ ସୁରକ୍ଷା ସମିତି ମହୁଲପାଲି ତରଫରୁ ଏକ ବୃକ୍ଷରୋପଣ ମହୋତ୍ସବ
ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାପର ମହୁଲପାଲି ଗ୍ରାମ ରେ ପ୍ରକୃତିବଂଧୁ ମୀନକେତନ ସାହୁଙ୍କ ଆହ୍ବାନ କ୍ରମେ ବନ ସୁରକ୍ଷା ସମିତି ମହୁଲପାଲି ତରଫରୁ ଏକ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ…
ପୁଜା ବଜାରରେ ରିଲିଜ୍ ହେଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ “ମନ ମୋ ନେଇ ଗଲୁରେ”
ଭୁବନେଶ୍ୱର: ଦଶହରାରେ ଓଡ଼ିଆ ସିନେ ପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ” । ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଗୁରୁବାର ମୁକ୍ତିଲାଭ…
ପଦ୍ମପୁରରେ ଉଦଘାଟିତ ହେଲା ମାଁ ଦୁର୍ଗା ମୋଟର୍ସ ।
ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ସହରର ବରଗଡ଼ ରୋଡ଼ ଠାରେ ଟାଟାମୋର୍ସ ପକ୍ଷରୁ ମାଁ ଦୁର୍ଗା ମୋଟର୍ସ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି ଏକ ଚାରିଚକିଆ ଯାନ ସୋରୁମ । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁସାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୋରୁମ କୁ ଉଦଘାଟିତ କରିଥିଲେ…
କାନ୍ଧରେ କାନ୍ଧରେ ମାଆ ନେଲେ ବିଦାୟ, ଅପେକ୍ଷା ପୁଣି ଆର ବରଷକୁ
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ସରକାରଙ୍କ କଟକଣା ଭିତରେ ସରିଛି ମାଆ ଜଗତଜନନୀ ଦୁର୍ଗତିନାଶିନୀଙ୍କ ପୂଜାର୍ଚନା | ମାଆ ଦୁର୍ଗା ଙ୍କ ପୂଜା ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର | କୋଲାସିଂ ଖରମଙ୍ଗୀ ଗାଁ ବି ପଛରେ ପଡ଼ିନାହିଁ | ଏଠାରେ ପ୍ରାୟ, ଦେଢ଼ ଶହ ବର୍ଷ ଧରି ଚାଲିଛି | ମାଆ…
ଦୁଇ ଜଣ ସନ୍ଦିଗ୍ଧ କୁ ପୋଲିସ ର ଜିମା ଦେଲେ ଚୈତନ୍ୟ ତାଣ୍ଡି
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡା ଜିଲ୍ଲା ମିଶନ ଲୋହରାପାଲି ରାସ୍ତା ଫ୍ଲିପ ନିବାସ ପାଖରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଗେଟ ଖୋଲି ଜବରଦସ୍ତି ପଶି ଯାଇଥିଲେ । ପ୍ଲିପ ନିବାସ ରେ ଭଡା ରେ ରହୁଥିବା ଚୈତନ୍ୟ ତାଣ୍ଡି ଙ୍କୁ ନାଗପୁର ଅଶୋକ ନଗର ଠାରେ ଥିବା ଶ୍ରୀ…
ଖଡ଼ିଆଳ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ଵରୀ ଏବଂ ଗଡ଼ ରକ୍ଷକ ଦେବୀ ମାଁ ରକ୍ତମ୍ବରୀ ଙ୍କ ଖପର ଚୁପା ଯାତ୍ରା
ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ରାଜପରିବାର ଶକ୍ତି ର ଉପାସକ ଥିବା ବେଳେ ରାଜଦରବାରଙ୍କୁ ଘେରି ରହିଛନ୍ତି ମାଁ ସମଲେଶ୍ଵରୀ ଏବଂ ମାଁ ରକ୍ତମ୍ବରୀ। ରାଜପ୍ରଶାଦ ମଧ୍ୟରେ ପୂଜାପାଉଛନ୍ତି ପାଟଖଣ୍ଡା। ଆଶ୍ଵିନ ମାସ ପବିତ୍ର ବିଜୟା ଦଶମୀ ତିଥିରେ ମାଁ ଛତର ଦେହର…