ଏଡିଏମ୍ ରାଉରକେଲା ଭାବେ ଯୋଗଦେଲେ ଦେଲେ ଡକ୍ଟର ଶୁଭଙ୍କର ମହାପାତ୍ର On Jan 10, 2022 8 Share ରାଉରକେଲା/(ବସନ୍ତ ଜେନା) : ଡକ୍ଟର ଶୁଭଙ୍କର ମହାପାତ୍ର କମିଶନର୍ ଆରଏମସି, ଏଡିଏମ୍ ରାଉରକେଲା ଏବଂ ସିଇଓ ରାଉରକେଲା – ସ୍ମାର୍ଟ ସିଟି ଭାବରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡେପୁଟି କମିଶନର ତାଙ୍କୁ ଆରଏମସି କାର୍ଯ୍ୟାଳୟରେ ଫୁଲ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। 8 Share FacebookTwitterGoogle+ReddItWhatsAppPinterestEmail