ପୋଲିସ ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ

https://youtu.be/l1hft3Dfei4 ଝାରବନ୍ଧ-ମନୋହର ଦାଶ: ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାରୁ ପୋଲିସ ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ l ଦୂର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ପୋଲିସ କହିବାରୁ ଲୋକେ ଉତ୍ୟକ୍ତ ହୋଇ ପୋଲିସ ଗାଡିକୁ ଭାଙ୍ଗି ଦେଇଥିବା…

ଅକ୍ଟୋବର ୨୧ରୁ ଏକାଦଶ ଏବଂ ୨୫ରୁ ୮ମ ଶ୍ରେଣୀ ନିମନ୍ତେ ଅଫଲାଇନ ଶିକ୍ଷାଦାନ ଆରମ୍ଭ ହେବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଚଳିତ ଅକ୍ଟୋବର ମାସ ୨୧ ତାରିଖରୁ ଏକାଦଶ ଶ୍ରେଣୀ ପାଇଁ ଅଫଲାଇନ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବା ସେହିପରି ଅକ୍ଟୋବର ମାସ ୨୫ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଅଫଲାଇନ ଶିକ୍ଷାଦାନ…

ବିଜୟା ଦଶମୀ ସିନାପାଲି ଠାରେ ବିଶ୍ଵ ହିନ୍ଧୁ ପକ୍ଷରୁ ଅସ୍ତ୍ର ଶସ୍ତ୍ର ପୂଜନ ଉସବ ପାଳିତ

ନୂଆପଡ଼ାରୁ ଯଶୋବନ୍ତ କୁମାର:  ବିଜୟା ଦଶମୀ ଶୁକ୍ରବାର ଦିନ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ସିନାପାଲି ପ୍ରଖଣ୍ଡ ତରଫରୁ ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଶ୍ବହିନ୍ଦୁ ପରିଷଦର ଏବଂ ବଜରଙ୍ଗ ଦଳ ସିନାପାଲି ପ୍ରଖଣ୍ତ ର ବିଭିନ୍ନ କାର୍ଯ୍ୟ କର୍ତ୍ତା…

ବାପା ସ୍ବପ୍ନ କୁ ସାକାର କଲେ ପୁଅ, ପୁଅ ହେବେ ଡାକ୍ତର

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲ୍ଲlକୋଟ ଗ୍ରାମର ସ୍ୱର୍ଗତ କୈଳାସ ଚନ୍ଦ୍ର ବେହେରା ଙ୍କ ଦ୍ବିତୀୟ ପୁତ୍ର ଡ଼ାକ୍ତରୀ ଶିକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଡକ୍ଟର ହରପ୍ରସାଦ ବେହେରା ଙ୍କୁ କାର୍ଲlକୋଟ ଗ୍ରାମବାସୀ ଉତ୍ସହ ଉଦିପନା ସହ ବିର ବାଦ୍ୟ…

ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା : ଭାଙ୍ଗିଲା ମାଟିବନ୍ଧ ଡ୍ୟାମ

ପଦ୍ମପୁର(ଶାସକପ୍ରଶାସକ)-ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ । ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଠାରେ ଥିବା କଣ୍ଠେଶ୍ବରପୁର ମାଟିବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଆଡି ଭାଙ୍ଗିଯାଇ ବ୍ୟାପକ ନଷ୍ଟ ହୋଇଛି । କଣ୍ଠେଶ୍ବରପୁର ମାଟିବନ୍ଧରେ ସରକାରଙ୍କ ନିର୍ଦ୍ଧାରଣ…

ଭୀମଭୋଇ ସ୍ମୃତି ପୀଠ କନ୍ଧରାରେ ବିଜୟା ଦଶମୀ ଉପଲକ୍ଷେ ଆରିୟନ୍ ଫାଉଣ୍ଡେସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପୀଠରେ ଶୁକ୍ରବାର ଆରିୟନ ଫାଉଣ୍ଡେସ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିଏହି କାର୍ଯ୍ୟକ୍ରମ ରେ ଅଲେଖ ମହିମା ଧର୍ମର ଆନନ୍ଦ ବାବା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସାହିତ…

“ନବୀନ ନିବାସ ନ ଆସି ଲୋକଙ୍କ ସେବାରେ ନିୟୋଜିତ ରୁହ”

ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) :କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲ ପାଇବା ,ଶୁଭେଚ୍ଛା ଓ…

ମା ଙ୍କ ଭୋଗ ଖାଉଛି ଜଙ୍ଗଲୀ ଭାଲୁ

ନୂଆପଡ଼ାରୁ ଯଶୋବନ୍ତ କୁମାର : ଜଙ୍ଗଲୀ ଭାଲୁ କହିଲେ ଲୋକଙ୍କ ମନରେ ଆତଙ୍କ ଖେଳିଯାଏ। ଭାଲୁଙ୍କୁ ଦେଖିବା ମାତ୍ରେ ଲୋକେ ଛିନ୍ନଛତ୍ର ହୋଇ ପଳାୟନ କରନ୍ତି। ଅନ୍ୟପକ୍ଷେ ମଣିଷକୁ ଦେଖିବା ମାତ୍ରେ ଭାଲୁ ମଧ୍ୟ ଜୀବନ ବିକଳରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଚାଲିଯାଇଥାଏ । ଏଭଳି ମଣିଷ ସମାଜ ଓ…

ଡିମିରିକୁଦା ଗାଁ ପାଖ ସଂରକ୍ଷିତ ଜଂଗଲରେ ହାତୀ ଆକ୍ରମଣରେ କକା ପୁତୁରା ମୃତ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଡିମିରିକୁଦା ଗାଁ ପାଖ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ହାତୀ ଆକ୍ରମଣରେ କକା ଓ ପୁତୁରା ଳଙ୍କ ମୃତ୍ୟୁ ହୋଇଛି ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ରେଞ୍ଜ, ଡିମିରିକୁଦା ଗାଁ ପାଖ ର ଖୋଲଗୋଡ ସଂରକ୍ଷିତ ଜଙ୍ଗଲ ରେ,…

“ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ଓ “ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ କନ୍ୟା…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଓ "ଆକାଂକ୍ଷା" ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଅନ୍ଧ ଓ ଉପଶମ ଶିଶୁ ଯତ୍ନ ଅନୁଷ୍ଠାନରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ କରାଯାଇଛି। ଏହି ଉତ୍ସବରେ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟରର…