Sign in
Sign in
Recover your password.
A password will be e-mailed to you.
କୋଭିଡ଼ ଆମ୍ବୁଲାନ୍ସ ସାଜିଛି ପାସେଞ୍ଜର ଗାଡି ।
ପଦ୍ମପୁର-କୋଭିଡ ଭୂତାଣୁ ସାରା ବିଶ୍ଵକୁ ଦୋହଲାଇ ଦେଇଛି କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ନେବା ଆଣିବା କରୁଥିବା ଭ୍ୟନରେ ଚାଲିଛି ସାଧାରଣ ସୁସ୍ଥ ମଣୀଷଙ୍କ ଯାତ୍ରା। ଅନ୍ୟ ପଟେ କୋଭିଡ ଆମ୍ବୁଲାନ୍ସର ଡ୍ରାଇଭରକୁ ପଚରାଯିବାରି ନିଜ ଲୋକଙ୍କୁ ନେଲେ କଣ ଅସୁବିଧା ବୋଲି ଓଲଟା ପ୍ରଶ୍ନ…
ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଇସ୍ତାହାର ସଭା
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ସମନ୍ୱିତ ସଭାଗୃହ ଠାରେ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଇସ୍ତାହାର ସଭାର ଆୟୋଜିତ ହୋଇ ଥିଲା I ଏହି ସଭାରେ ଅନାମ ନାୟକ(ଜିଲ୍ଲା ସଭାପତି), ବିସ୍ମୟ ମୋହନ ମହାପାତ୍ର (ଜିଲ୍ଲା ପ୍ରଭାରୀ), ବିଜୟ…
ଗ୍ରାମରେ ମଦ ନ ବିକ୍ରି କରିବାପାଇଁ ସ୍ୱୟଂ ସ୍ୱାହାୟକ ମହିଳା ମାନଙ୍କ ଆନ୍ଦୋଳନ
ନୂଆପଡ଼ାରୁ ଯଶୋବନ୍ତ କୁମାର: ଗାଁ କୁ ସମ୍ମାନ, ମାଁ ଙ୍କୁ ସମ୍ମାନ ନାରାବାଜିରେ ରହି ଯାଉଛି ହେଲେ ବେଆଇନ ମଦ କାରବାରରେ ଅସୁରକ୍ଷିତ ମହିଳା ଏବଂ କଳୁଷିତ ହୋଇଯାଉଛି ଗ୍ରାମର ପରିବେଶ l ନିୟମାନୁଯାୟୀ କେବଳ ଭାଟିରେ ମଦ ବିକ୍ରି ହେବ, କିନ୍ତୁ ଅବକାରୀ ବିଭାଗ ଓ ଭାଟି ମାଲିକଙ୍କ ମୁନାଫା ପାଇଁ…
ମାଆଙ୍କ ପୂଜା ଲାଗି ଯାଜପୁର ରୋଡ଼ କଲେଜ ଛକ ଚଳ ଚଞ୍ଚଳ
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : କରୋନା କଟକଣା ଭିତରେ ସରିଲା ଦୁର୍ଗା ପୂଜା | ଆସିଲା କୁମାର ପୁର୍ଣିମା, ମାଆ ଲକ୍ଷ୍ମୀଙ୍କ ପୂଜା ସାରା ରାଜ୍ୟରେ ହୁଏ | ମାଆ ଲକ୍ଷ୍ମୀଙ୍କ ପୂଜା ପ୍ରାୟ ଜାଗାରେ ମୂର୍ତ୍ତି କାରିଗର ଦେଇସାରିଛନ୍ତି ଶେଷ ସ୍ପର୍ଶ | ଖାଲି ମା ଲକ୍ଷ୍ମୀଙ୍କ ଆଗମନଙ୍କୁ…
ବାବୁଲି ନଗର ଏବଂ ବୃନ୍ଦାବତୀ ନଗର ପୂଜା କମିଟି ତରଫରୁ କଳସ ଯାତ୍ରା
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଆରମ୍ଭ ଅବସରରେ ଗୁଣପୁର ବାବୁଲି ନଗର ଏବଂ ବୃନ୍ଦାବତୀ ନଗର ପୂଜା କମିଟି ତରଫରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି କଳସ ଯାତ୍ରା ସକାଳ ୮.୩୦ ସମୟ ରେ ବଂଶଧାରା ନଦୀ ତଟ ରେ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ଓ…
ମଦ୍ୟପ ସ୍ୱାମୀ କୁ ହତ୍ୟା କଲା ସ୍ତ୍ରୀ।
ଝାରବନ୍ଧ-ମନୋହର ଦାଶ:କଳହ ର କରୁଣ ପରିଣତ ସ୍ୱରୂପ ବେକରେ ଗାମୁଛା ଭିଡି ସ୍ୱାମୀ କୁ ହତ୍ୟା କରିଛି ସ୍ତ୍ରୀ।ମୃତ୍ୟୁ ର ଶିକାର ହୋଇଥିବା ସ୍ୱାମୀ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା କୁଶମଦରହା ଗ୍ରାମ ର ସଦାଶିବ ବରିହା(୪୮) ଦୀର୍ଘ ଦିନ ଧରି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି…
ଶୁଣିଲେନି ପ୍ରଶାସନ, ଗାଁ ର ଯୁବକମାନଙ୍କ ସହାୟତା ରେ ଗାଁରେ ପହଞ୍ଚିଲା ମର ଶରୀର
କେରଳକୁ କାମ କରିବାକୁ ଯାଇ ଦାଦନ ଶ୍ରମିକ ଙ୍କ ମୃତ୍ୟୁ
କାଶୀପୁର/ବୈକୁଣ୍ଠ ଦୁରିଆ: ଗାଁ ରେ ପହଞ୍ଚିଲା ଦାଦନ ଖଟିବାକୁ ଯାଇ ସୁଦୁର କେରଳ ରାଜ୍ୟରେ ଗତ ୧୬ ତାରିଖରେ ସଡକ ଦୁର୍ଘଟଣା ପ୍ରାଣହରାଇ ଥିବା କୃଷ୍ଣ ନାଏକଙ୍କ ମର ଶରୀର । ଦାଦନ ଖଟିବାକୁ ଯାଇ କେରଳରେ ରହୁଥିବା ରାୟଗଡ଼ା ଜିଲ୍ଲା…
ଗାର୍ଡ଼ିଙ୍ଗିଆ ପଂଚାୟତ ବାସୀଙ୍କ ପାଇଁ ଜୀବନ ପାଲଟିଛି ଅଭିଶାପ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକର ଦୂର୍ଗମ ଅଞ୍ଚଳରେ ଅବସ୍ଥିତ ଗାର୍ଡ଼ିଙ୍ଗିଆ ଗ୍ରାମ ପଂଚାୟତ I ଏହି ଗ୍ରାମପଞ୍ଚାୟତ ବ୍ଲକ କାର୍ଯ୍ୟାଲୟ ଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ I ଗାର୍ଡ଼ିଙ୍ଗିଆ ଗ୍ରାମ ପଞ୍ଚାୟତରେ ପାଖା ପାଖି ୫୦୦୦ରୁ ଉର୍ଦ୍ଧ…
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ
କାଶୀପୁରରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ ପାଞ୍ଚାଳି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଇଖାନା ଟାଙ୍କିରେ ତିନିଜଣ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହେବା ଫଳରେ ସେମାନେ ମୃତ୍ୟୁବରଣ କରିଛନ୍ତି । ଅନ୍ୟଜଣେ ଗୁରୁତର ଭାବେ ଆହାତ ହେବାରୁ…
ଏନ୍ ଏସ ଏସ ଯୁବକ ମାନଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ
ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ +୩ ଡିଗ୍ରୀ କଲେଜ୍ ଏନ୍ ଏସ ଏସ ଛାତ୍ର ମାନଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନ୍ ଏସ ଏସ ପୋଗ୍ରାମ୍ ଅଫିସର ତଥା ରାଜନୀତି ବିଜ୍ଞାନ ଅଧ୍ୟାପିକା ସୋଫିଆ ସିଂ ଦେଓ ଙ୍କ ତତ୍ତ୍ଵାବଧାନରେ ଏନ୍ ଏସ ଏସ…