ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରାଞ୍ଚଳ ପୋଲିସ ଫାଣ୍ଡି-୨ ତଥା ନୂଆ ବସଷ୍ଟାଣ୍ଡ ଠାରୁ ମାତ୍ର ୧୦୦ ମିଟର ଦୂରରେ ଯୁବତୀଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର। ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.