Sign in
Sign in
Recover your password.
A password will be e-mailed to you.
ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା
ଭୁବନେଶ୍ୱର:ଶାସକ ବିଜୁ ଜନତା ଦଳ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ଏବଂ ବ୍ଲକ ସ୍ତରରେ ବ୍ୟାପକ ଦୁର୍ନୀତି କାରଣରୁ ରାଜ୍ୟରେ ବିକାଶର ବାଧାପ୍ରାପ୍ତ ହୋଇଛି । ଦୁର୍ନିତୀ ଓ ଭ୍ରଷ୍ଟାଚାର କାରଣରୁ ରାଜ୍ୟବାସୀ ହନ୍ତସନ୍ତ । ହିଂସା, ହତ୍ୟାକାଣ୍ଡ, ନାରୀ ନିର୍ଯ୍ୟାତନା, ବିପର୍ଯ୍ୟସ୍ତ…
ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ବିଜେପି ସଭାପତି
ଭୂବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି | ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଶ୍ରୀ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି…
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ପ୍ରାୟ ୨.୪୦…
ଭୁବନେଶ୍ୱର (ଶାସକ ପ୍ରଶାସକ) : କର୍ମଚାରୀମାନଙ୍କ କଲ୍ୟାଣକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଗୋଷ୍ଠୀବୀମା ରାଶି ବୃଦ୍ଧି କରିଛନ୍ତିା ଏହି ମର୍ମରେ ବିଭିନ୍ନ ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କୁ ଗୋଷ୍ଠୀବୀମା…
ପଦ୍ମପୁର ବିଜେପିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ।
ପଦ୍ମପୁର(ଶାସକପ୍ରଶାସକ)-ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ନୃସିଂହନାଥ ସ୍ଥିତ IOCL ଅତିଥି ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ସରୋଜ ପାଣିଗ୍ରାହୀଙ୍କ ଆବାହକତ୍ବରେ ତଥା ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ କୁମାର…
ତାଳଚେର ଠାରୁ ଦିନକରେ ସର୍ବୋଚ୍ଚ 66 ଟି ରେକ କୋଇଲା ପରିବହନ ରେକର୍ଡ
ଗୋଟିଏ ଦିନରେ 2.6 ଲକ୍ଷ ଟନ୍ କୋଇଲା ବୋଝେଇ |
ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ କୋଇଲା ପରିବହନ କରାଯାଇଛି
ଭୁବନେଶ୍ୱର (ଶାସକ ପ୍ରଶାସକ) ପୂର୍ବତଟ ରେଳପଥ ପକ୍ଷରୁ ଗତ କାଲି ଅର୍ଥାତ ଗତ ରବିବାର ଦିନ…
ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ମେଡିକାଲ୍ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ଉଦ୍ଘାଟନ |
ଭୁବନେଶ୍ୱର (ଶାସକ ପ୍ରଶାସକ): ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଏବଂ ରେଳପଥର ବିଭାଗୀୟ ପ୍ରମୁଖ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମଞ୍ଚେଶ୍ୱରର ସ୍ଥିତ ରେଳବାଇ…
ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୫ ଆହାତ l
ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ନେଇ ଯାଉଥିବା ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ନିକଟ ହୁଲିଆପଦା ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିର ଡ୍ରାଇଭର ପି.ଏସ. ରାଓଙ୍କ ସମେତ ଏସ୍ଆଇ…
କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ରେଳରୋକ !
ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ ଗତ 3 ତାରିଖ ରେ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ଗାଡି ଚଢାଇ ହତ୍ୟାକରିଥିବା ଆଶିଷ ମିଶ୍ରା ଙ୍କ ପିତା ମୁଖ୍ୟ ଷଡଯନ୍ତ୍ରକାରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ ଦାବିରେ ଅଖିଳ…
ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଘେରିଲା ବିଜେପି ।
ପଦ୍ମପୁର(ଶାସକ ପ୍ରଶାସକ)-ନାହିଁ ନାହିଁ ରେ ଚାଲିଛି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାର ସ୍ବାସ୍ଥ୍ୟ ସେବା, ବିଭିନ୍ନ ସମସ୍ୟାକୁ ନେଇ ପଦ୍ମପୁର ବିଜେପି ର ଏକ ପ୍ରତନିଧି ଦଳ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଦୀର୍ଘ ଦୁଇ ଘଣ୍ଟା କାଳ ଘେରିଥିଲେ, ଦୀର୍ଘ ଦିନ ହେଲା ଏକ୍ସରେ ଟେକନିସିଆନ୍ ନ ଥିବା…
ସରକାରଙ୍କ ବାହ୍ୟ ମଳମୁକ୍ତ ଗାଁ ଯୋଜନା : ଉପର ଚିକ୍କଣ ଭିତର ଫମ୍ପା
ପୁରୀ(ଅନିମେଷ ପଟ୍ଟନାୟକ) : ଯୋଜନା ପରେ ଯୋଜନା କରୁଛନ୍ତି ସରକାର । ଯୋଜନାକୁ ସଫଳତାର ରୂପ ଦେବା ପାଇଁ ଗାଁ ଠୁ ସହର ସବୁଠାରେ ଫଳକ ମଧ୍ୟ ଲଗାଯାଉଛି । ସଫଳତାର ତାଲିକା କରାଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଫଳକ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ଯାଏଁ ପ୍ରଚାର କରିବାକୁ ପଛାଉନାହାନ୍ତି…