Sign in
Sign in
Recover your password.
A password will be e-mailed to you.
ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକାରେ ଅନିୟମିତତା ହୋଇଥିବା ପାରଳା ବିଧାୟକଙ୍କ ଅଭିଯୋଗ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ନିକଟ ଭବିଷ୍ୟତରେ ଯେଉଁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ , ସେଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ସଂରକ୍ଷଣ ତାଲିକା ଘୋଷଣା ହୋଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ସଂରକ୍ଷଣ ତାଲିକାରେ ଘୋର ଅନିୟମିତତା ହେବା ସହ…
ଶେଷ ମୁହୂର୍ତ୍ତରେ ଅଟକିଲା ବିଜେପି ର ରେଳ ରୋକୋ ଆନ୍ଦୋଳନ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ହସ୍ତକ୍ଷେପ
ଆନ୍ଦୋଳନ ଆରମ୍ଭ ହେବ କିଛି କ୍ଷଣ ପୂର୍ବ ରୁ ପ୍ରତିଶୃତି ପତ୍ର ନେଇ ପହଞ୍ଚିଲେ ମଣ୍ଡଳୀୟ ବ୍ୟବଶାୟିକ ପ୍ରବନ୍ଧକ
ରେଙ୍ଗାଲି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ଅଶ୍ୱିନୀ…
ଖରମୁଣ୍ଡା ଠାରେ ତୁଳା ସଂକ୍ରାନ୍ତି ଅବସରରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ଗତ ରବିବାର ଦିନ ବିଜେପୁର୍ ବ୍ଳକ୍ ଖରମୁଣ୍ଡା ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ରଘୁନାଥ ସତସଙ୍ଗ୍ ମଣ୍ଡଳୀ, ଖରମୁଣ୍ଡା ଆନୁକୂଲ୍ୟରେ ତୁଳା ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବିଜେପୁର୍…
ନେହେରୁ ଯୁବ କେନ୍ଦ୍ର ଏବଂ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ପକ୍ଷରୁ ସ୍ବଚ୍ଛତା ଭାରତ ଏବଂ ପ୍ଲାଷ୍ଟିକ ମୁକ୍ତ ଭାରତ…
ନୂଆପଡ଼ାରୁ ଯଶୋବନ୍ତ କୁମାର: ନେହେରୁ ଯୁବ କେନ୍ଦ୍ର ଏବଂ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ପକ୍ଷରୁ ସ୍ବଚ୍ଛତା ଭାରତ ଏବଂ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନର ଆହ୍ବାନ ଦେଇଛନ୍ତି। ବୋଡେ଼ନ ବ୍ଲକ ମାଝିପଡା ଗ୍ରାମ ରେ ଏହି ଉପଲକ୍ଷେ ଏକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ରୋକାଲ ଗ୍ରାମର…
ଡୁଆଝର ଏବଂ ଢଙ୍କସର ଗ୍ରାମକୁ ସଂଯୋଗୀକରଣ ନେଇ ବ୍ରିଜ ପାଖରୁ ସଡ଼କ ନିର୍ମାଣ ପାଇଁ ଦାବୀ
ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଡୁଆଝର ଏବଂ ଢଙ୍କସର ଗ୍ରାମକୁ ସଂଯୋଗୀକରଣ ନେଇ ବ୍ରିଜ ପାଖରୁ ସଡ଼କ ନିର୍ମାଣ ପାଇଁ ଦାବୀ ଦୀର୍ଘ ବର୍ଷରୁ କରି ଆସୁଥିବା ବେଳେ ଏହା ତୁରନ୍ତ ନିର୍ମାଣ ନେଇ ସମାଜସେବୀ ଅକ୍ଷୟ ନନ୍ଦ, ଜିତୁ କୁମ୍ଭାର ଓ ସ୍ଥାନୀୟ ନେତୃବୃନ୍ଦ ଏବଂ ବିଭାଗୀୟ…
ଓବିସି ମଞ୍ଚ ପକ୍ଷରୁ ନୂଆପଡା ବନ୍ଦ ପାଳିତ, ଶାନ୍ତିପୂର୍ଣ୍ଣ ବନ୍ଦ, ଜିଲ୍ଲାର ୫ ବ୍ଲକ ଏବଂ ୩ ଏନଏସି ରେ ବନ୍ଦ ସଫଳ
ନୂଆପଡ଼ା ରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ସମ୍ପୂର୍ଣ୍ଣ ଜିଲ୍ଲା ବ୍ୟାପି ବନ୍ଦ ପାଳିତ ହୋଇଅଛି। ପଛୁଆ ବର୍ଗ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଏବଂ ପଞ୍ଚାୟତ ନିର୍ବାଚନରେ ୨୭% ସ୍ଥାନ ସଂରକ୍ଷଣ ଵ୍ୟଵସ୍ଥା ରହିଥିବା ନୂଆପଡା ଜିଲ୍ଲା ରେ ମାତ୍ର ୦୨.୦୮%…
ପଦ୍ମ ଧରିଲେ ଅଞ୍ଜଳି
ଭୁବନେଶ୍ୱର: ପଦ୍ମ ଧରିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା | ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି |
ଡୁଡୁକିଝରିଆ ମାଁ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଡୁଡୁକିଝରିଆ ଚମ୍ପିୟାନ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆରେ ଚାଲିଥିବା ୮ମ ମାଁ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପାଇକମାଳକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । ଡୁଡୁକିଝରିଆ ଓ ପାଇକମାଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଡୁଡୁକିଝରିଆ ପ୍ରଥମ…
ଫିଉଚର କାଲାମ୍ସ ବୁକ୍ ଅଫ୍ ରିକାର୍ଡସ ଓ ଦ ୟୁନିଭେରସେଲ ତାମିଲ ୟୁନିଭରସିଟି ପକ୍ଷରୁ ସାମାଜିକ ସେବା ପାଇଁ ଡକ୍ଟରେଟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫିଉଚର କାଲାମ୍ସ ବୁକ୍ ଅଫ୍ ରିକାର୍ଡସ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ଡଃ.ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଅବସରରେ ପୂର୍ବ ଦିନ ୧୪.୧୦.୨୦୨୧ ରେ ତାମିଲନାଡୁର ମଦୁରାଇ ସହରର ପପି ହୋଟେଲରେ…
ଭଦ୍ରକରୁ ଧାମରା ପସେଞ୍ଜର ଟ୍ରେନ ଓ ଭଦ୍ରକ ମହା ବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟ ମାନ୍ୟତା ଦାବି !
କେନ୍ଦ୍ର ମନ୍ତ୍ରୀଙ୍କ ପାଖରେ ଦାବି ରଖିଲେ ଭଦ୍ରକ ବିଜେପି ସଭାପତି ।
ଭଦ୍ରକ,(ସତ୍ୟଭୂଷଣ ସ୍ଵାମୀ): ଭଦ୍ରକର ଏକମାତ୍ର ଧାମରା ବନ୍ଧର ଦୀର୍ଘ ଦଶ ବର୍ଷ ଧରି କାର୍ଗୋ ପରିବହନ ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହା ଭଦ୍ରକ ଠାରୁ ୮୦ କିଲୋ ମିଟର ଦୂରତ୍ବରେ ଥିଲେ ମଧ୍ୟ ଭଦ୍ରକ, ବାସଦେବପୁର ଏବଂ…