ଜଗତସିଂହପୁର ରୁ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲାର ବାଲିକୁଦା ବ୍ଲକ ଅଢ଼ଙ୍ଗi, ଗ୍ରାମରେ ଅସହାୟ ନେତ୍ରାନନ୍ଦ ସେଠି ଙ୍କ ପକ୍ଷଘାତ ପୁଅ ଦିଲ୍ଲୀପ ସେଠି କୁ ସାହାଯ୍ୟ କଲେ ଖୋରଧା ର ଯୁବ ସମାଜସେବୀ ଅକ୍ଷୟ ଦାସ ,ନେତ୍ରାନନ୍ଦ ସେଠି ଙ୍କ ପକ୍ଷଘାତ ପୁଅ ଦିଲ୍ଲୀପ ସେଠି ବହୁ ଦିନ ଧରି ରୋଗ ଗ୍ରସ୍ତ ହୋଇ ବିଛଣା ରେ ପଡି ରହିଛି ,ଏହି ଖବର ପାଇ ଯୁବ ସମାଜସେବୀ ଅକ୍ଷୟ ଦାସ ତାଙ୍କ ଘରେ ପହଂଚି ତାଙ୍କୁ ଆର୍ଥିକ ସହାୟତା ସହାଇଅତ୍ତା ରେସନ ସାମଗ୍ରୀ ପ୍ରଦାନ କରିଥିଲେ ,ତାଙ୍କ ସହିତ ଅଢଙ୍ଗI,ପଂଚାୟତ ର ସମିତି ସଭ୍ୟ ଜଟାଧାରୀ ଦାସ ମଧ୍ୟ ଉପସ୍ଥିତ ଥିଲେ ,ଏହି ସାହାଯ୍ୟ ପାଇ ପରିବାର ବେଶ ଖୁସି ବ୍ୟକ୍ତ କରିଥିଲେ l
Sign in
Sign in
Recover your password.
A password will be e-mailed to you.