ରାଉରକେଲା, (ବସନ୍ତ ଜେନା): ରାଉରକେଲା ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ ଅଦାଲତ ପରିସରରୁ ଏକାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେହି ଅଞ୍ଚଳକୁ ଆଜିଠାରୁ ତିନି ଦିନ ଅର୍ଥାତ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି।
ରାଉରକେଲା ମହାନଗର ନିଗମ କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ବୁଧବାର ଏ ସମ୍ପର୍କରେ ଏକ ନିର୍ଦେଶନାମା ଜାରି କରିଛନ୍ତି l ଏହି ନିର୍ଦେଶନାମା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ l
Sign in
Sign in
Recover your password.
A password will be e-mailed to you.
Prev Post