Sign in
Sign in
Recover your password.
A password will be e-mailed to you.
କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର
ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଘରଠୁ ବାହାରେ ସଜେଇ ହେଲାଣି ଆଲୋକରେ।ଏହି ଦୀପାବଳୀ ପାଇଁ ମାଟିରେ ତିଆରୀ ଦୀପର ରହିଛି ନିଆରା ଚାହିଦା।ଏହିଚାହିଦକୁ ଦୁଷ୍ଟିରେ ରଖି କୁମ୍ଭକାର ପରିବାର ମାଟି ଦୀପ ଏବଂ ବିଭିନ୍ନ ସାମଗ୍ରୀ ତିଆରି କରିବାରେ…
ବିଷମ କଟକରେ ସିଆରପିଏଫ ବାଟାଲିନର ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଷମକଟକ- ରାୟଗଡ଼ ଜିଲ୍ଲାରେ ଅବସ୍ଥିତ ବିଷମ କଟକ ବ୍ଲକରେ ସ୍ବଚ୍ଛତା କାର୍ଯ୍ୟ ସିଆରପିଏଫ ଯବାନ ୪ର୍ଥଵାଟାଲିନ ଦ୍ୱାରା କରାଯାଇଥିଲା | ସିଆରପିଏଫ ତରଫରୁ ବିଷମ କଟକ ସହରର ୪ଥର ସଫାଇ କାମ କରାଯାଇଛି |ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଓ…
ବୋଲଗଡ:ତୈଳ ଦର ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ପ୍ରତିବାଦ ସଭା
ବୋଲଗଡ (ପଞ୍ଚାନନ ସ୍ୱାଇଁ) : ଆଜି ବିଜୁ ଜନତା ଦଳ ତରଫରୁ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଆହ୍ଵାନରେ ତୈଳ ଦର ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ଏଥିରେ ୨୫ ନମ୍ବର ଜୋନର ପ୍ରତି ପଞ୍ଚାୟତରୁ ସମସ୍ତ ସରପଞ୍ଚ ସମିତି ସଭ୍ୟ ତୁଙ୍ଗନେତା ଓ…
ଦରଦାମ ବୃଦ୍ଧିକୁ ନେଇ ତାତିଲା ମାହାଙ୍ଗା ମହିଳା ବିଜେଡି : ବ୍ଲକ ଘେରାଉ ସହ ଦାବିପତ୍ର ପ୍ରଦାନ
ମାହାଙ୍ଗା(ସପ୍ତଜ୍ୟୋତି ରାଉଳ) : ମୋଦି ସରକାରଙ୍କ ଆଛେଦିନ ସ୍ଲୋଗାନ କେବଳ ଧୂଆଁବାଣ ସାବ୍ୟସ୍ତ ହୋଇଛି | ଗରୀବ ଓ ମଧ୍ୟବିତ୍ତ ପରିବାର ଉପରେ ସରକାରଙ୍କ ମହଙ୍ଗା ମାଡ ବରଦାସ୍ତ ବାହାରେ | ଡାଲି, ଖାଇବା ତେଲ, ପେଟ୍ରୋଲ, ଡିଜେଲ,ଏବଂ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅତିଷ୍ଠ…
ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ଦାବୀପତ୍ର ପ୍ରଦାନ ।
ପଦ୍ମପୁର(ଶାସକପ୍ରଶାସକ)-ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଦି ପଦ୍ମପୁର ବିଜୁ ମହିଳା ଦଳ ତରଫରୁ ପଦ୍ମପୁରୁ ଉପ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ପେଟ୍ରୋଲ , ଖାଇବା ତେଲ ଓ ରୋଷେଇ ବ୍ୟାସ ଦରବୃଦ୍ଧି କୁ ବିରୋଧ…
ଖନ୍ଦବନ୍ଦରେ ମହିଳାଙ୍କ ମଧ୍ୟରେ ଡିଜିଟାଲ୍ ସାକ୍ଷରତାର ପ୍ରସାର
ଯୋଡ଼ା(ଶାସକ ପ୍ରଶାସକ ): ଏହି ମହାମାରୀ ସମୟରେ ସାରା ବିଶ୍ୱ ପର୍ଯ୍ୟାୟକ୍ରମେ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରବେଶ କରୁଛି ।ସମସ୍ତ ପ୍ରକାରର ବୈଠକ, ସେମିନାର, ସମ୍ମିଳନୀ ଓ ଅନ୍ୟ ପ୍ରକାରର ସମ୍ମେଳନ ଡିଜିଟାଲ୍ ମାଧ୍ୟମରେ ହେଉଛି । ଆଦିବାସୀ ଅଂଚଳର ମହିଳାମାନେ ଯେଭଳି ଡିଜିଟାଲ୍ ଦୁନିଆ ସହ ତାଳ…
ତୀବ୍ର ହେଲା ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ଆନ୍ଦୋଳନ
ଓଡ଼ିଶା ଡେଭଲପମେଣ୍ଟ ଫୋରମର ବିରାଟ ବାଇକ୍ ରେଲି
ହିଞ୍ଜିଳିକାଟୁ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ରେ ଶିଳ୍ପ, ପର୍ଯଟନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ ର ବିକାଶ ପାଇଁ ବ୍ରହ୍ମପୁର ଠାରେ…
ମାନବ ଅଧିକାର କମିଟିର ଜଗନ୍ନାଥପ୍ରସାଦ ବ୍ଲକ ପରିଦର୍ଶନ, ପାଲାପଡ଼ାର ସାମାଜିକ ବାଛନ୍ଦ ପରିବାରଙ୍କ ସହ ଆଲୋଚନା
ବ୍ରହ୍ମପୁର, (ଶାସକ ପ୍ରଶାସକ) :ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ପାଲାପଡ଼ା ଗ୍ରାମର ସ୍ୱର୍ଗତ ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ଯୋଶଦା ପ୍ରଧାନ ଏବଂ ତାଙ୍କ ଏକମାତ୍ର ପୁଅ ଅଶୋକ ପ୍ରଧାନ କେଉଁ କାରଣରୁ ତାଙ୍କ ସ୍ୱାମୀ ଗ୍ରାମ ପାଲାପଡାରୁ ସାମାଜିକ ବାଛନ୍ଦ ହୋଇ ଆଜକୁ ଦୀର୍ଘ…
ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ପଦ୍ମପୁର ବନ୍ଦ ଡାକରା ।
ପଦ୍ମପୁର(ଶାସକପ୍ରଶାସକ)-ଦିନ ଗଡି ଚାଲିଛି, ସାରା ଆନ୍ଦୋଳନ ତିବ୍ରତର ହେଉଛି। ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାର ସିବିଆଇ ତଦନ୍ତ ସହ ହତ୍ୟାରେ ସମ୍ପୄକ୍ତ ଥିବା ଗୄହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ସାରା ରାଜ୍ୟରେ ଉଷ୍ମତା ରହିଛି । ଏହି ସବୁଦାବୀ ନେଇ…
ବାଳ ମୁକୁନ୍ଦ-ଆଭାସୀ “କୃପାଳୁ ଶିଶୁ ସାହିତ୍ୟ ଆସର”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଚଳିତ ମାସର ଶେଷ ରବିବାର ଦିନ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ଆଭାସୀ(ଅନ୍ ଲାଇନ୍) ମାଧ୍ୟମରେ ଶିଶୁ ସାହିତ୍ୟ ଆସର "ଆମ ଭାଷା , ସାହିତ୍ୟ ଓ ସଂସ୍କୃତି" ବିଷୟରେ ଆଲୋଚନା କରାଯାଇଥିଲା। ପ୍ରଥମେ…