Sign in
Sign in
Recover your password.
A password will be e-mailed to you.
ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ନେଇ…
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ :ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ବିଶ୍ରାମଗାର ଠାରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ନେଇ ପ୍ରସ୍ତୁତି ବୈଠକ…
ଓଡିଶା କନିଷ୍ଠ ଶିକ୍ଷକ ସଂଘ ନୂଆପଡା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ
ପାରିତୋଷିକ ବୃଦ୍ଧି ଏବଂ ୨୦୧୩ ଚୁକ୍ତି ନିୟମାବଳୀ ରେ ଅନ୍ତର୍ଭୁକ୍ତ କରିବାକୁ ଦାବି
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ନୂଆପଡା ପକ୍ଷରୁ ପାରିତୋଷିକ ବୃଦ୍ଧି ଏବଂ ୨୦୧୩ ଚୁକ୍ତି ନିୟମାବଳୀ ରେ…
ଖଡିଆଳ ମିଶନ ହସ୍ପିଟାଲ କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ଅନୁରୋଧ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ଖଡ଼ିଆଳ ମିଶନ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରି ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପତ୍ର ଲେଖିଲେ ବିଜେଡିବସାଧାରଣ ସମ୍ପାଦକ ଲମ୍ବୋଦର…
କେବେ ଅନ୍ୟାୟ ବିରୋଧରେ, ଏବେ କିନ୍ତୁ ଚୋରୀରେ ରାମଙ୍କ ସାଥ ଦେଇଥିଲେ ଲକ୍ଷ୍ମଣ
ଭିଜିଲାନ୍ସ ହାତରେ ରାମଚନ୍ଦ୍ରଙ୍କ ପରେ ଲକ୍ଷ୍ମଣ
ପୁରୀ/ ଅନିମେଶ ପଟ୍ଟନାୟକ: ତ୍ରେତୟା ଯୁଗରେ ସୀତାଙ୍କୁ ଚୋରି କରିନେଇଥିବା ରାବଣ ବିରୋଧରେ ଯୁଦ୍ଧ ହେଉ ବା ଜୀବନର ଶେଷ ପର୍ଯ୍ୟନ୍ତ ରାମଚନ୍ଦ୍ରଙ୍କ ଅନୁଗତ ଭାବେ ରହିଥିଲେ ଲକ୍ଷ୍ମଣ | ହେଲେ ବର୍ତ୍ତମାନ ସମୟରେ ଭିନ୍ନ ରାମ ଲକ୍ଷ୍ମଣ ଯୋଡିର…
ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି କିସ୍- ୟୁଏନ୍ଡିପି ମଧ୍ୟରେ ବୁଝାମଣା
ଭୁବନେଶ୍ୱର: ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ମଙ୍ଗଳବାର କିସ୍ ଓ ୟୁଏନ୍ଡିପି ମଧ୍ୟରେ ବୁଝାମଣା ହୋଇଛି। ଏହି ବୁଝାମଣା ପତ୍ରରେ କିସ୍ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ୟୁଏନ୍ଡିପି ପକ୍ଷରୁ ୟୁଏନ୍ଡିପିର ଭାରତ…
ଡେ଼ପୁଟି କଲେକ୍ଟର ମିଶା କୋଶଳେ ଙ୍କୁ ଓଡ଼ିଶା ସତନାମୀ ସମାଜ ଦ୍ୱାରା ସମ୍ବର୍ଦ୍ଧିତ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ ଏ ସି କଲ୍ୟାଣ ମଣ୍ଡପ -1 ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ।ଏହି ସମ୍ବର୍ଦ୍ଧନା ସଭାରେ ଲକ୍ଷ୍ମୀଚନ୍ଦ କୋଶଳେ ଓ ଶ୍ୟାମଲତା କୋଶଳେ ଙ୍କ ସୁପୁତ୍ରୀ ମିଶା କୋଶଳେ ଛତିଶଗଡ଼ ସିଭିଲ ସର୍ଭିସ…
ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଉଦଯାପିତ ହେଲା ବିଜୁ ଛାତ୍ର ଜନତା ଦଳର ସାମାଜିକ ସେବା କାର୍ଯ୍ୟକ୍ରମ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସଂପ୍ରତି କୋଭିଡ୍ ସଂକ୍ରମଣ କୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ରାଜ୍ୟ ସାରା ସାମାଜିକ ସେବା କାର୍ଯ୍ୟକ୍ରମ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର, ଉପକାର ପାଇବେ ୭ ଲକ୍ଷ ୭୩ ହଜାର
ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ
ମା ସମଲେଇଙ୍କ ପୀଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ହାତ ବାନ୍ଧି ବସିଛନ୍ତି କୁମ୍ଭାର,ବୃତ୍ତି ପରିବାର ପୋଷଣ ଦୂରୁହ ବ୍ୟାପାର
ସରୁନି ଆଉ ପୁରୁଣା କାଳିଆ ମାଟି ଦୀପ, ହୋଇପାରୁନି ବେପାର।
କଲ୍ୟାସିଂହପୁର/ପ୍ରଦୀପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତ କୋଥା ଗୁଡା ଗାଁ କୁମ୍ବାର ସାଇ ଏବେ ନିରାଶ ରେ। ଆସୁଛି ଆଲୋକର ପର୍ବ ଦୀପାବଳି ମାତ୍ର ଆଉ କିଛି ଦିନ ପରେ ପାଳନ କରାଯିବ ।…
ଜିଲ୍ଲାସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିଠା ଭୋଟର ତାଲିକା-୨୦୨୨ ପ୍ରକାଶିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ…