Sign in
Sign in
Recover your password.
A password will be e-mailed to you.
ସାଇକଲ ଆରୋହୀଙ୍କୁ ଧକ୍କାଦେଲା କାର, ଘଟଣାସ୍ଥଳରେ ସାଇକଲ ଆରୋହୀ ମୄତ
ପଦ୍ମପୁର : ସାଇକଲ ଆରୋହୀଙ୍କୁ ଧକ୍କାଦେଲା କାର । ଘଟଣା ସ୍ଥଳରେ ସାଇକଲ ଆରୋହୀଙ୍କ ମୄତ୍ୟ । ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ମେଲଛାମୁଣ୍ଡା ଥାନା ସନିମାଲ ଗାଁ ଛକରେ ଆଜି ସକାଳୁ ଏକ ସାଇକଲ ଆରୋହୀ ରାସ୍ତା ପାର ହେଉଥିବା ସମୟରେ ପଦ୍ମପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେବା…
ଏଏମ୍/ଏନ୍ଏସ୍ ଇଣ୍ଡିଆ ଭାରତରେ ୧୦ ବର୍ଷ ମଧ୍ୟରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ
ଭୁବନେଶ୍ୱର: ଆର୍ସେଲର ମିତଲ ନିପନ୍ ଷ୍ଟିଲ ଇଣ୍ଡିଆ ଲିମିଟେଡ୍ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଭାରତରେ ବ୍ୟବସାୟ ବିସ୍ତାର କରିବା ପାଇଁ ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରାୟ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ରଖିଛି । ଇନ୍ଟିଗ୍ରେଟେଡ ଫ୍ଲାଟ୍ ଷ୍ଟିଲ ଉତ୍ପାଦକ, ଏଏମ୍/ଏନ୍ଏସ୍ ଇଣ୍ଡିଆ…
ରନ୍ଧନ ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି : ବିଜୁ ମହିଳା ଜନତା ଦଳ ତରଫରୁ ପ୍ରତିବାଦ,…
ବଲାଙ୍ଗୀର-ରନ୍ଧନ ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜୁ ମହିଳା ଜନତା ଦଳ ତରଫରୁ ସାରା ରାଜ୍ୟରେ ପ୍ରତିବାଦ ସଭା ମାନ ଆୟୋଜନ କରାଯାଇଛି । ସେହି କ୍ରମରେ ଆଜି ବଲାଙ୍ଗିର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଜୁ ମହିଳା ଜନତା ଦଳର ଶହ ଶହ ମହିଳା କର୍ମି ସ୍ଥାନୀୟ…
ଅବକାରୀ ବିଭାଗର ଚଢାଉ,୪୧ ଲିଟର ଦେଶୀ ମଦ ଜବତ ଓ ୩ ଗିରଫ
ଧର୍ମଶାଳା : ଧର୍ମଶାଳା ଅବକାରୀ ବିଭାଗ ତରଫରୁ ଆଜି ପୂର୍ବାହ୍ନରେ ବିଭିନ୍ନ ଗ୍ରାମରେ ଚଢାଉ କରି ୪୧ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।ସୂଚନା ମୁତାବକ ଧର୍ମଶାଳା ଅବକାରୀ ବିଭାଗ ତରଫରୁ ଆଜି ପୂର୍ବାହ୍ନ ୧୦ଟାରେ ଧର୍ମଶାଳା ଥାନା…
ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )କେବିକେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଚଳିତ ବର୍ଷ ଚାଷ କାର୍ଯ୍ୟରେ ବର୍ଷାର ଅଭାବ ହେତୁ ଚାଷ ଜମି ଗୁଡିକ ପଡ଼ିଆ ପଡ଼ିଥିବା ବେଳେବି କୃଷି ବିଭାଗର ଅଣଦେଖା ନିତୀ ପାଇଁ ପାଟଣାଗଡ଼ ଉପଖଣ୍ଡକୁ ଯେତିକି ପରିମାଣର ମରୁଡି ଘୋଷଣା କରାଯିବା କଥା ତାହା…
କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ସ୍ୱତନ୍ତ୍ର ନାଟ୍ୟ କର୍ମଶାଳା ଆୟୋଜିତ
https://youtu.be/DhTs4TCJlgU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ସ୍ଥାନୀୟ କବିଚନ୍ଦ୍ର ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ଏକ ସ୍ବତନ୍ତ୍ର ନାଟ୍ୟ କାର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ…
ତୈଳ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ
ରାୟଗଡ(ସରୋଜ କୁମାର ସାହୁ) ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ, ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷର ଅହେତୁକ ଦରଦାମ ବୃଦ୍ଧିର ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇଛି ରାୟଗଡ ବିଜୁ ମହିଳା ଜନତା ଦଳ । ରାୟଗଡ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅନୂସୟା ମାଝୀଙ୍କ…
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଳାଟିନମ ଜୁବଲି ପାଇଁ ସପ୍ତମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ଳାଟିନମ ଜୁବଲି ପାଳନ ଅବସରରେ ସପ୍ତମ ବୈଠକ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lବୈଠକ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଧର୍ମକୁମାର ଶତପଥି,…
ନାବାଳିକା କୁ ଅସଦାଚରଣ ମାମଲା,ଏକ ଗିରଫ
ପାଇକମାଲ :- ଗତକାଲି ଝାରବନ୍ଧ ଥାନା ଅନ୍ତର୍ଗତ ଜଣେ ନାବାଳିକା ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ଅଭିଯୋଗ କରିଥିଲା ଯେ ପାଇକମାଲ ଅଂଚଳର ଜଣେ ପ୍ରଶାନ୍ତ ମିଶ୍ର ନାମକ ଯୁବକ ତାଙ୍କୁ ଅସଦାଚରଣ କରିବା ସହିତ ଯୌନ ନିର୍ଯ୍ୟାତନା ଦେଇଛନ୍ତି । ମାମଲାର ଗୁରୁତ୍ୱ କୁ ଉପଲବ୍ଧ କରି ଥାନା…
ସୋଆ ରେ ଜାତୀୟ ଏକତା ଦିବସ ପାଳିତ
ଭୁବନେଶ୍ୱର : ଜାତୀୟ ଏକତା ଦିବସ ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବ। ନିମନ୍ତେ ରବିବାର ଶପଥ ନେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କର୍ମଚାରୀ ଓ ଛାତ୍ରଛାତ୍ରୀ | ଦେଶର ଏକତ୍ରିକରଣ ନିମନ୍ତେ ସ୍ଵାଧୀନତା ପରବର୍ତ୍ତୀ ସମୟରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଗୁରୁତ୍ୱପୂର୍ଣ…